ଭଗବାନ ପ୍ରଥମେ ବହୁତ ସୁଖ ଦେଲେ ହେଲେ ଶେଷ ସମୟରେ ଏତେ କଷ୍ଟ ଦେଲେ ଯେ ମୁଁ ଆଉ ସମ୍ଭାଳି ପାରିଲିନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେତେ କଷ୍ଟ ସମ୍ଭାଳିଥାନ୍ତି ମୁଁ ଆଉ ସମ୍ଭାଳି ପାରିଲି ନାହିଁ । ଶେଷରେ ମୁଁ ମୋର ଶେଷ ନିଶ୍ବାଶ ତ୍ୟାଗ କରିଦେଲି । ତେବେ ଏପରି କିଛି ଦୁଃଖଭରା କଥା ପିନ୍ଟୁଙ୍କର ସେହି ନିରୀହ ମୃ-ତ ଶରୀରକୁ ଦେଖିଲେ ସ୍ପଷ୍ଠ ଭାବରେ ଜଣା ପଡିଯାଉଛି । ତେବେ ରାଜା ପୁଅ ଭଳି ପିନ୍ଟୁ ନନ୍ଦ ଚେହେରା ଆଉ ଯେ ନିଜର ତଗଡା ଅଭିନୟ ପାଇଁ ସମସ୍ତଙ୍କ ହ୍ରୁଦୟରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ବନାଇ ପାରିଥିଲେ  ।

ତେବେ ସେହି ପିନ୍ଟୁଙ୍କର ଅଭିନୟ ଆଉ ଚେହେରା ଆଉ ଓଡିଶାବାସୀ କେବେବି ଦେଖିବାକୁ ପାଇବେ ନାହିଁ । ତେବେ ଲିଭର ଜନିତ ସମସ୍ଯାରେ ଆକ୍ରାନ୍ତ ହେବା ପାଇଁ ଧୀରେ ଧୀରେ କରି ପିନ୍ଟୁଙ୍କ ଶରୀର ଦୁର୍ବଳ ହୋଇଯାଇଥିଲା । ତାଙ୍କ ଦେହରେ ନିଜ ବଞ୍ଚିବାର ସକ୍ଷମତା ମଧ୍ୟ ଧୀରେ ଧୀରେ କମିବାକୁ ଲାଗିଥିଲା । ତେବେ ପିନ୍ଟୁଙ୍କର ପାଖାପାଖି ୮୦ ପ୍ରତିଶତ ଲିଭର ଖରାପ ହୋଇଯାଇଥିଲା । ତେବେ ଯଦି ଲିଭର ମିଳିଯାଇଥାନ୍ତା ।

ତେବେ ହୁଏତ ପିନ୍ଟୁଙ୍କୁ ଡାକ୍ତର ମାନେ ଅପେରେସନ କରି ଆଉ କିଛି ଦିନ ଭଲରେ ଭଲରେ ବଞ୍ଚାଇ ଦେଇଥାନ୍ତେ । ହେଲେ ଲିଭର ଡୋନୋରର ଅଭାବ ଆଉ ଏପଟେ ପିନ୍ଟୁଙ୍କର ବାକି ଥିବା କିଛି ପ୍ରତିଶତ ଲିଭର ମଧ୍ୟ ଖରାପ ହୋଇଗଲା । ତେବେ ଏପରି ଅବସ୍ଥାରେ ଡାକ୍ତର ମାନେ କଣ ବି କରିପାରିଥାନ୍ତେ । ତେବେ ଏହାରି ଭିତରେ ପିନ୍ଟୁଙ୍କ ଶରୀରରେ ମଧ୍ୟ ଧୀରେ ଧୀରେ କରି ଯନ୍ତ୍ରଣା ବଢି ବଢି ଜୀବାରେ ଲାଗିଥିଲା ।

ତେବେ ପିନ୍ଟୁଙ୍କର କିଛି ନିକଟ ଫୋଟ ଦେଖିଲେ ମଧ୍ୟ ଜଣା ପଡୁଛି । ଯେ ପିନ୍ଟୁ ନନ୍ଦ ନଣ୍ଡା ମଧ୍ୟ ହୋଇଯାଇଥିଲେ । ତେବେ ନିଜର ଲିଭର ଖରାପ ହୋଇଯିବା ଓ ଅସହ୍ୟ ଯନ୍ତ୍ରଣାକୁ ଆଉ ସହି ନ ପାରିବାରୁ ପିନ୍ଟୁ ସବୁଦିନ ପାଇଁ ସମସ୍ତଙ୍କ ଗହଣରୁ ବାହାରି ଆରପାରିକୁ ଚାଲିଗଲେ । ତେବେ ପିନ୍ଟୁ ନନ୍ଦ ଓଡିଶାଙ୍କୁ ନିଜର ସୁନ୍ଦର ଅଭିନୟ ଦ୍ଵାରା ବହୁ ଓଡିଶାବାସୀଙ୍କର ଦୀର୍ଘ ୨୭ ବର୍ଷ ଧରି ମନୋରଞ୍ଜନ କରାଇଛନ୍ତି ।

ତେବେ ସେହି ପିନ୍ଟୁଙ୍କ ଅଭିନୟର ପ୍ରେମୀ ତଥା ପିନ୍ଟୁଙ୍କୁ ଭଲ ପାଉଥିବା ଅନେକ ଦର୍ଶକ ମାନଙ୍କର ମୁହଁରେ କେବଳ ଗୋଟିଏ କଥା । ପିନ୍ଟୁ ନନ୍ଦଙ୍କ ଆତ୍ମାର ସଦଗତି ହେଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ  ପୋଷ୍ଟ  ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *