Aryan ଙ୍କ ଓକିଲଙ୍କ ବିତଣ୍ଡାଯୁକ୍ତି ଆଉ NCB ଓକିଲ Anil ଙ୍କ ଜବାବ୍ ମୁହଁ ଚୁପ୍ କରିଦେଲା, ପୁଅ ବେଲ୍ ପାଇଁ ଭୟରେ SRK…ଦେଖନ୍ତୁ Video

ବନ୍ଧୁଗଣ ଆରିୟାନ ଖାନ ଡ୍ର-ଗ୍ସ ମାମଲାରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ଗତ କାଲି ସେସନ କୋର୍ଟରେ ଆରିୟାନଙ୍କ ବେଲ ଶୁଣାଣି ଥିଲା । ହେଲେ ଏହି ମାମଲାକୁ ନେଇ ବି-ବା-ଦ ବଢି ବଢି ଯାଉଛି । ସରୁ ନାହିଁ ଓକିଲ ମାନଙ୍କ ଚୁକ୍ତି । ଗୋଟେ ପଟେ ଆସିଷ୍ଟାଣ୍ଟ ସଲିସେଟର ଜେନେରାଲ ଯିଏ କି ଏନସିବିର ପକ୍ଷ ନେଉଛନ୍ତି ସେ ଦେଉଛନ୍ତି ଗୋଟେ ପରେ ଗୋଟେ ଦମଦାର ଦଲିଲ ।

ଅନ୍ୟ ପଟେ ଶାହରୁଖ ଖାନଙ୍କ ଓକିଲ ସତିଶ ମନସିନ୍ଦେ ଓ ଅମିତ ଦେସାଇ ଯିଏ କି ସଲମାନ ଖାନଙ୍କୁ ହି-ଟ ଆଣ୍ଡ ର-ନ୍ କେ-ସ-ରେ ବଞ୍ଚାଇ ଥିଲେ ସେ ମଧ୍ୟ ରଖୁଛନ୍ତି ଚୁକ୍ତି । ତା ହେଲେ ବନ୍ଧୁଗଣ କିଏ କେଉଁ ଚୁକ୍ତି ରଖିଛନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମ ଚୁକ୍ତି, ଅମିତ ସିଂହ କହିଛନ୍ତି ଯେ ଶାହରୁଖ ଖାନଙ୍କ ପୁଅ ଓ ତାଙ୍କ ବନ୍ଧୁ ମାନେ ଏହି ଡ୍ର-ଗ ପାର୍ଟିରେ ଡ୍ର-ଗ ସେବନ କରାଯିବ ବୋଲି ଆଗରୁ ଜାଣିଥିଲେ ।

ଏହା ସହିତ ସେମାନଙ୍କ ପାଖରେ ଡ୍ର-ଗ୍ସ ବି ରହିଥିଲା । ଅରବାଜ ମରଚାନ୍ଟଙ୍କ ଜୋତାରୁ ୬ ଗ୍ରାମର ଚ-ର-ସ ମିଳିଥିଲା । ଦ୍ଵିତୀୟ ଦଲିଲ ସେ ରଖିଛନ୍ତି ଯେ ଏହି ମାମଲାରେ ଅନେକ ତ-ଦ-ନ୍ତ କରାଯାଉଛି ।ଏହା ସହିତ ଆଡିସନାଲ ସଲିସେଟର ଜେନେରାଲ ଅନିଲ ସିଂହ କହିଛନ୍ତି ଏନସିବି ଯେଉଁ ପକ୍ଷ ଦେଇଛି ଓ ୱାଟଆପ୍ ଚାଟରୁ ମଧ୍ୟ ଜଣା ପଡିଛି ଯେ ଏହି ମାମଲାରେ କିଛି ବିଦେଶୀ ଲୋକଙ୍କର ଭୂମିକା ରହିଛି । ପରବର୍ତ୍ତୀ ତ-ର୍କ ରଖାଯାଇଥିଲା ଏନସିବିର ପଞ୍ଚନାମାରେ ଏହି କଣ୍ଟ୍ରା ବ୍ୟାଣ୍ଡର ପୋଜିସନକୁ ନେଇ ।

ଯାହା ବାହାରି ଥିଲା ଅରିୟାନ ଖାନ ସଙ୍ଗାର ଜୋତା ଭିତରୁ । ଅନିଲ ସିଂହ କହିଛନ୍ତି ସମସ୍ତଙ୍କ କଥାକୁ ଏକା ସହ ବିଚାର କରିବା ଉଚିତ । ଯଦି ଆରିୟାନଙ୍କୁ ବେ-ଲ ମିଳେ ତା ହେଲେ ସେ ବାହାରକୁ ଯାଇ ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ନ-ଷ୍ଟ କରିଦେବେ । ଅନ୍ୟ ପଟେ ଆରିୟାନଙ୍କ ଓକିଲ ଅମିତ ଦେସାଇ କହିଛନ୍ତି, ଏହି ଘଟଣାରେ ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନଙ୍କ କୌଣସି ସ-ମ୍ବ-ନ୍ଧ ନାହିଁ ।

ଏହା ସହିତ ସେ କହିଥିଲେ, ଆରିୟାନ ଖାନ ଡ୍ର-ଗ୍ସ ପେଡଲାର ନୁହନ୍ତି ନା ସେ କୌଣସି ରା-କେ-ଟ ଚ-ଳ-ଉ ଛନ୍ତି । ତେଣୁ ଶାହରୁଖ ଖାନଙ୍କ ପୁଅକୁ ବେ-ଲ ମିଳିବାର ଆବଶ୍ୟକତା ରହିଛି । ଏହା ସହିତ ଅମିତ ଦେସାଇ କହିଛନ୍ତି ଅନେକ ସାରା ଦେଶରେ ଡ୍ର-ଗ୍ସ ନେବା ସାଧାରଣ ଅଟେ । ତେଣୁ ଏହାର ଅର୍ଥ ନୁହେଁ କି ତାଙ୍କୁ ଭାରତରେ ଏମିତି କ-ଡା ଆଇନରେ ଛ-ନ୍ଦି ଦିଆଯିବ । ତା ହେଲେ ବନ୍ଧୁଗଣ ଏହି ଚୁ-କ୍ତି ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *