ଯୁବତୀଙ୍କ ସହ ଗେଲ ହେଉଛି ଏକ ବିଶାଳକାୟ ଅଜଗର (Massive Python), ଭାଇରାଲ ହେଉଥିବା Video ଦେଖିଲେ ଆପଣ ବି ଡରିଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବାସ୍ତବ ଜୀବନ ନଚେତ ଟିଭିରେ ଅନେକ ସାପ ଦେଖିଥିବେ । ସାପ ମାନଙ୍କର ଅନେକ ପ୍ରଜାତି ଅଛନ୍ତି ସେଥିମଧ୍ୟରୁ ଗୋଟେ ପ୍ରଜାତିର ନାମ ହେଉଛି ଅଜଗର । ଅଜଗର ନାମ ଶୁଣିଲେ ଲୋକ ମାନଙ୍କ ମନରେ ଭୟ ଆସିଯାଇଥାଏ । କାରଣ ଏହି ସାପଟି ଅତିସହଜରେ କାହାକୁ ବି ଗି-ଳି ଦେଇପାରେ । ତେଣୁ ଅଜଗର ନାମ ଶୁଣିବା ମାତ୍ରେ ଲୋକ ଭ-ୟ-ବି-ତ ହେବା ସ୍ଵାଭାବିକ କଥା ।

ହେଲେ ବନ୍ଧୁଗଣ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଏପରି ଭିଡିଓ ଭା-ଇ-ରା-ଲ ହେବାରେ ଲାଗିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓର ଚର୍ଚା ବର୍ତ୍ତମାନ ସମସ୍ତ ସ୍ଥାନରେ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ ବିଶାଳ କାୟ ଅଜଗର ଜଣେ ଯୁବତୀଙ୍କ କୋଳରେ ରହି ଗେଲ ହେଉଛି । ଏହି ବିରାଟ କାୟ ଅଜଗର ସାପଟିକୁ ଦେଖି ଯୁବତୀ ଜଣକ କୌଣସି ଭ-ୟ କରୁନାହାନ୍ତି । ପୂର୍ବରୁ ସେ ଯେପରି ନିଜ ମୋବାଇଲ ଦେଖୁଥିଲେ ଓ ସାପଟି ତାଙ୍କ ପାଖକୁ ଗଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ନଦେଇ ନିଜ କାମରେ ବ୍ୟସ୍ତ ଅଛନ୍ତି । ଏହି ଭିଡିଓ ଦେଖି ଲାଗୁଛି ଯେ ସେହି ବିଶାଳ କାୟ ଅଜଗରଟିକୁ ଯୁବତୀ ନିଜ ଘରେ ପାଳିଛନ୍ତି ।

ଯଦି ଏହି ପରିକା ଘ-ଟ-ଣା ଆପଣଙ୍କ ସହ ଘ-ଟି-ବ ତା ହେଲେ ଆପଣ କଣ କରିଥାନ୍ତେ । ଏହି ଭିଡିଓଟି ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ ଏହା ସତ । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଭିଡିଓ ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *