ଭାରତ ପ୍ରଥମେ କେବେ ରକେଟ ଲଞ୍ଚ କରିଥିଲା ? ଏହିଭଳି ଆହୁରି 15+Intersting GK Question with Answer

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥିମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥିସହ ଏହି ସବ୍ୟ ଜ୍ଞାନ ଆପଣଙ୍କର ନୀତିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ସବୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ତାହାର ଉତ୍ତର ସମ୍ପର୍କରେ ଜାଣିନେବା ।

1- କେଉଁ ଗଛକୁ କେବେବି ଘର ଭିତରେ ଲଗାଇବା ଉଚିତ ନୁହେଁ ?

ଉତ୍ତର- ଓସ୍ତ ଗଛକୁ କେବେବି ଘରେ ଲଗାଇବା ଉଚିତ ନୁହେଁ ।

2-କେଉଁ ପକ୍ଷୀକୁ ସବୁକିଛି ନୀଳ ଦେଖାଯାଇଥାଏ ?

ଉତ୍ତର-ପେଚାକୁ ସବୁକିଛି ନୀଳ ଦେଖାଯାଇଥାଏ ।

3-ଭାରତରେ ସବୁଠାରୁ ଅଧିକ କେଉଁ ଫସଲ କରାଯାଇଥାଏ ?

ଉତ୍ତର-ଭାରତରେ ସବୁଠାରୁ ଅଧିକ ଚାଉଳ ଚାଷ କରାଯାଇଥାଏ ।

4-କେଉଁ ପଶୁର କ୍ଷୀର ପିଇବା ମାତ୍ରେ ହିଁ ମନୁଷ୍ୟ ମରିବାର ସମ୍ଭାବନା ରହିଥାଏ ?

ଉତ୍ତର-ମାଈ ସିଂହର କ୍ଷୀର ପିଇବା ମାତ୍ରେ ହିଁ ମନୁଷ୍ୟ ମରିବାର ସମ୍ଭାବନା ରହିଥାଏ ।

5-କେଉଁ ଦେଶରେ ଅଧା ରାତିରେ ସୂର୍ଯ୍ୟ ଚମକିଥାଏ ?

ଉତ୍ତର- ନରୱେ ଦେଶରେ ଅଧା ରାତିରେ ସୂର୍ଯ୍ୟ ଚମକି ଥାଏ ।

6-କେଉଁ ଦେଶରେ ଯୌତୁକ ନେବା ଦ୍ଵାରା ଫାଶୀର ଦଣ୍ଡ ଦିଆଯାଇଥାଏ ?

ଉତ୍ତର- ଇଟାଲୀ ଦେଶରେ ଯୌତୁକ ନେବା ଦ୍ଵାରା ଫାଶୀର ଦଣ୍ଡ ଶୁଣାଯାଇଥାଏ ।

7-କେଉଁ ଜୀବ ଚକୋଲେଟ ଖାଇବା ଦ୍ଵାରା ମରିପାରେ ?

ଉତ୍ତର-କୁକୁର ଚକୋଲେଟ ଖାଇବା ଦ୍ଵାରା ମରିପାରେ ।

8-କେଉଁ ପଶୁର ମୁଣ୍ଡ କାଟିବା ପରେ ବି ସେ ବଞ୍ଚିକି ରହିଥାଏ ?

ଉତ୍ତର-ଅସରପାର ମୁଣ୍ଡ କଟିଲା ପରେ ବି ସେ ବଞ୍ଚିକି ରହିଥାଏ ।

9-କ୍ୟାପଟେନ କୁଲ୍ ନାମରେ କିଏ ଅତି ପରିଚିତ ?

ଉତ୍ତର-କ୍ୟାପଟେନ କୁଲ୍ ନାମରେ ମହେନ୍ଦ୍ର ସିଂହ ଧୋନୀ ଅତି ପରିଚିତ ।

10-କେଉଁ ରକୀର ଲୋକ କଦଳୀ ପତ୍ରରେ କହିବା ଖାଇଥାନ୍ତି ?

ଉତ୍ତର-କେରଳ ରାଜ୍ୟର ଲୋକେ କଦଳୀ ପତ୍ର ଉପରେ ଖାଇବା ଖାଇଥାନ୍ତି ।

11-କେଉଁ ଦେଶରେ ଭିକ ମାଗିବା ଦ୍ଵାରା ଜେଲ୍ ର ଦଣ୍ଡ ଦିଆଯାଇଥାଏ ?

ଉତ୍ତର-ଜାପାନ ଦେଶରେ ଭିକ ମାଗିବା ଦ୍ଵାରା ଜେଲ୍ ର ଦଣ୍ଡ ଦିଆଯାଇଥାଏ ।

12-ବିଜୁଳୀ ବଲର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର- ଆମେରିକାରେ ବିଜୁଳୀ ବଲର ଆବିଷ୍କାର ହୋଇଥିଲା ।

13-ଭାରତର କେଉଁ ରାଜ୍ୟର ଯୌତୁକ ବଦଳରେ ସାପ ଦିଆଯାଇଥାଏ ?

ଉତ୍ତର-ଭାରତର ମଧ୍ୟପ୍ରଦେଶ ଠାରେ ଯୌତୁକ ବଦଳରେ ସାପ ଦିଆଯାଇଥାଏ ।

14-କେଉଁ ପଶୁର ଜିଭରେ ବିଶ ରହିଥାଏ ?

ଉତ୍ତର-ଭାଲୁର ଜିଭରେ ବିଶ ରହିଥାଏ ।

15-ଭାରତ ନିଜର ପ୍ରଥମ ରକେଟ କେବେ ଲଞ୍ଚ କରିଥିଲା ?

ଭାରତ ଭାରତ ନିଜର ପ୍ରଥମ ରକେଟ 21 ନଭେମ୍ବର 1963 ମସିହାରେ ଲଞ୍ଚ ହୋଇଥିଲା ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *