କାଲି ଏଇଠି ଚାଲିଥିଲା ସେକ୍ସ ରାକେଟ୍, ଚାଲିଥିଲା ମଦର ଆସର, ମସଗୁଲ ଥିଲେ ଗ୍ରାହକ, ଆଉ ହଠାତ ପହଞ୍ଚିଲା ପୋଲିସ

ନମସ୍କାର ବନ୍ଧୁଗଣ ରାଜଧାନୀ ଭୁବନେଶ୍ବର ରେ ବର୍ତ୍ତମାନ ବହୁତ ଅସମାଜିକ କାର୍ଯ୍ୟ ହେବାକୁ ଏବଂ ବଢିବାକୁ ଲାଗୁଛି । କେଉଁଠି ମ-ର୍ଡ-ର ତ କେଉଁଠି କି-ଡ-ନା-ପ ତ କେଉଁଠି ରେ-ପ ତେବେ ରାଜଧାନୀ ରେ ଚଳିବା ଏକ ପ୍ରକାର ର ବଡ଼ ଅସୁବିଧା ର ବିଷୟ ପାଲଟି ଗଲାଣି । ତେବେ ବର୍ତ୍ତମାନ ଏକ ଖବର ମିଳିଛି ଯାହାକି ହେଉଛି ଭୁବନେଶ୍ୱର ର ଏକ ସ୍ଥାନରେ ପୋଲିସ ର ରେ-ଡ଼ ପଡ଼ିଥିଲା ଏବଂ ସେଠାରେ ଆ-ପ-ତ୍ତି-ଜ-ନ-କ କାର୍ଯ୍ୟ ହେଉଥିଲା ତେବେ ପୋ-ଲି-ସ ସେଠାରେ ରେ-ଡ଼ କରି ଅ-ପ-ରା-ଧୀ ଙ୍କୁ ଗି-ର-ଫ କରି ନେଇଛି ।

ତେବେ ଏହି ଘଟଣା ଟି ହେଉଛି ରାଜଧାନୀ ଭୁବନେଶ୍ୱରର ଭରତ ପୁର ଥାନା ଅନ୍ତର୍ଗତ ଫେଜ ୨ ରେ ଥିବା ହିମାଵତି ପ୍ୟାଲେସ ରେ ପୋଲିସ ଛାପା ମା-ରି-ଥି-ଲା । ସେଠାରେ ପୋଲିସ କୁ ସୂଚନା ମିଳିଥିଲା କି ସେଠାରେ ସେ-କ୍ସ ରା-କେ-ଟ ଚାଲିଥିଲା । ତେବେ ସେହି ପ୍ୟାଲେସ ରେ ଅନେକ ଗୁଡିଏ ରୁମ ରହିଛି ଏବଂ ସେଠାରେ ଗ୍ରାହକ ମାନେ ଦୁଇ ଦିନ ଆଗରୁ ଏହି ରୁମ କୁ ବୁକ କରି ଦେଇଥାନ୍ତି ।

ତେବେ ସେଠାରେ ଆଠ ଜଣ ବଙ୍ଗୀୟ ଝିଅ ମାନେ ଏହି ରା-କେ-ଟ ରେ ଥିଲେ । ତେବେ ସେହି ଝିଅ ମାନେ ସେହି ରୁମ ରେ ନିଜର ମୁ-ଜ-ରା କାର୍ଯ୍ୟକ୍ରମ ମଧ୍ୟ କରୁଥିଲେ । ତେବେ ରାତି ଯେତିକି ଅଧିକ ହେଉଥିଲା ସେମାନଙ୍କ ଉ-ତ୍ପା-ତ ଆହୁରି ଅଧିକ ବଢ଼ୁଥିଲା । ତେବେ ପୋଲିସ ଯେତେବେଳେ ଛାପା ମା-ରି-ଲା ସେତେବେଳେ ବି କିଛି ଏହି ଭଳି ପରିବେଶ ଥିଲା ଏବଂ ଆଠ ଜଣ ବଙ୍ଗୀୟ ଯୁବତୀ ଙ୍କ ସହିତ କିଛି ଅନ୍ୟ ଲୋକଙ୍କୁ ଗି-ର-ଫ କରାଯାଇଛି .

କିନ୍ତୁ ଏହି ରାକେଟ ର ଯିଏ ମୁଖ୍ୟ କିଙ୍ଗ ସେ ଫେ-ରା-ର ହୋଇ ଯାଇଛି । ତେବେ ସେ ରୁମ ରେ ଏସି ଲାଗିବା ସହିତ ସେଠାରେ ମ-ଦ ବୋତଲ ଗୁଡିକ ମଧ୍ୟ ପଡି ରହିଥିଲା ଏବଂ ଫ୍ରିଜ ରେ ମଧ୍ୟ କିଛି ମ-ଦ ବୋତଲ ରହିଥିଲା ତେବେ ଏଥିରୁ ଜଣା ପଡେ କି ସେଠାରେ ମ-ଦ-ର ଆସର ମଧ୍ୟ ଜମୁଥିଲା । ତେବେ ପୋଲିସ ନିଜର ଆଗକୁ ସବୁ ତଦନ୍ତ ଆରମ୍ଭ କରି ଦେଇଛି ଏବଂ ଫେ-ରା-ର ମୁଖ୍ୟ ଅ-ଭି-ଯୁ-କ୍ତ- କୁ ମଧ୍ୟ ଖୋଜିବାରେ ଲାଗି ପଡିଛି ।

Leave a Reply

Your email address will not be published. Required fields are marked *