ଜ୍ୟୋତିଙ୍କୁ ମନେ ପକାଇ କଣ କହିଲେ ସାଙ୍ଗ ଶୁଣନ୍ତୁ, ଆପଣଙ୍କ ଆଖି ବି ଲୁହରେ ଭିଜିଯିବ, ଦେଖନ୍ତୁ Video

ବନ୍ଧୁଗଣ, ନିକଟରେ ଆପଣ ମାନେ ଜାଣିଥିବେ ଜ୍ୟୋତିପ୍ରକାଶ ନାମକ ୧୫ ବର୍ଷୀୟ ବାଳକ ର ବିୟୋଗ ଘଟିଛି । ଟିଉସନ ନିମନ୍ତେ ଘରୁ ବାହାରି ଯାଉଥିବା ସମୟରେ ନାଳ ମଧ୍ୟକୁ ଖସି ଯାଇଥିଲେ । ଜ୍ୟୋତି ଙ୍କ ମା’ ବର୍ତ୍ତମାନ ନିଜ ପୁଅ କୁ ଝୁରି ଝୁରି ବେହୋସ ହୋଇଯାଉଛନ୍ତି । ସବୁଦିନ ଭଳି ସେଦିନ ମଧ୍ୟ ମା’ ନିଜ ଗେହ୍ଲା ପୁଅ କୁ ଗେଲ କରି ଟିଉସନ କୁ ପଠାଇଲେ । ମାତ୍ର କିଏ ଜାଣିଥିଲା ଏପରି ଏକ ଏ-ଘ-ଟ-ଣ ଘ-ଟି-ଯି-ବ ? ମା’ ନିଜ ଗେହ୍ଲା ପୁଅ କୁ ଆଉ ଫେରି ପାଇବ ନାହିଁ ।

ସେଦିନ ବର୍ଷା ହେଇଥିବା ସମୟରେ ରାସ୍ତାରେ ପାଣି ପରିପୂର୍ଣ୍ଣ ହୋଇ ରହିଥିଲା ମାତ୍ର ରାସ୍ତା ପାଖକୁ ଲାଗି ଥିବା ନାଳ ଏବଂ ରାସ୍ତା କୁ ଜାଣି ହେଉନଥିଲା । ଜ୍ୟୋତି ସବୁଦିନ ଭଳି ସେଦିନ ମଧ୍ୟ ନିଜ ସାଇକେଲ ରେ ରାସ୍ତାରେ ଯାଉଥିଲେ ମାତ୍ର ରାସ୍ତା ଏବଂ ନାଳ ମିଶି ଯାଇଥିବାରୁ ସେ ଜାଣି ନପାରି ନାଳ ମଧ୍ୟକୁ ଖ-ସି ଯାଇଥିଲେ । ସେଠାକାର କିଛି ଲୋକ ଏହି ଘ-ଟ-ଣା-କୁ ଦେଖି ଜ୍ୟୋତି ଙ୍କୁ ବଞ୍ଚାଇବା ନିମନ୍ତେ ପ୍ରୟାସ କରିଥିଲେ ।

ମାତ୍ର ତାଙ୍କ ପାଣି ର ସ୍ରୋତ ଏଭଳି ଥିଲା ଯେ ଜ୍ୟୋତି ଗଭୀର ନାଳ ମଧ୍ୟକୁ ପ୍ରବେଶ କରି ଯାଇଥିଲେ । ଏହା ପରେ ପ୍ରାଏ ୧୮ ଘଣ୍ଟା ପରେ ତାଙ୍କ ଶରୀର ମିଳିଥିଲା । ଏହି ଦୁ-ର୍ଘ-ଟ-ଣା ଟି ସ୍ଥାନୀୟ ବାସିନ୍ଦା ଙ୍କ ମନରେ ବହୁତ ଆ-ଘା-ତ ପକାଇଅଛି । ଜ୍ୟୋତି ଙ୍କ ସାଙ୍ଗ ତାଙ୍କୁ ମାନେ ପକାଇ ନିଜର କିଛି ଅଭୂଲା ସ୍ମୁତ୍ତି କୁ ସେୟାର କରିଛନ୍ତି । ଜ୍ୟୋତି ଙ୍କ ସାଙ୍ଗ ଆଶିଷ କହିଛନ୍ତି ଯେ ସେ ସବୁଦିନ ମତେ ଖେଳିବାକୁ ଡାକେ ମୁଁ ତା ସହିତ ଖେଳିବାକୁ ଯାଏ ।

ବଲ ସବୁବେଳେ ତାହାର ହଜିଯାଏ, ଆମ୍ଭେ ସବୁବେଳେ ହସୁ । ମାତ୍ରା ଯାହା ହେଲେ ମଧ୍ୟ ସେ ମତେ ସବୁବେଳେ ଡାକେ । ନବମ ଶ୍ରେଣୀରୁ ସେ ତଳକୁ ଆସି ରହିଲେ ନ ହେଲେ ଆମ୍ଭେ ଦୁହିଜଣ ଉପରେ ଥିଲୁ । ସେ ବହୁତ ଭଲ ମଧ୍ୟ ପଢେ । ମୋର ନବମ ଶ୍ରେଣୀ ତାର ୧୦ ମ । ସେ ମୋ’ଠାରୁ ଏକ ବର୍ଷ ଉପର ବ୍ୟାଚ । ମାତ୍ର ଆମ୍ଭେ ଦୁହିଜଣ ର-ଗା-ର-ଗୀ ମା-ଡ଼-ଗୋ-ଳ ମଧ୍ୟ ହେଇଯାଉ ।

ସେ ବହୁତ ଭଲ ପିଲା ଥିଲା । ମୁଁ ସେଦିନ ଶୋଇଥିଲି ହଟାତ ତାଙ୍କ ମାମା କହିଲେ, ଘରେ ରହିଥା ମୁଁ ଯାଉଛି । ମୁଁ ଘରେ ଥିଲା ବେଳେ ଜାଣିପାରିଲି ଯେ ସେ ନାଳରେ ପଡିଯାଇଛି । ଏଭଳି କିଛି କହିଥିଲେ ଜ୍ୟୋତି ଙ୍କ ସାଙ୍ଗ ଆଶିଷ । ଫ୍ରେଣ୍ଡ୍ସ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *