Jyoti Prakash (ରାଜା) ଙ୍କ ଶିକ୍ଷକ ରାଜାଙ୍କ ବିଷୟରେ କିଛି କହିଲେ ଏମିତି, ଶୁଣିଲେ ଆଖି ଭରିଯିବ, ଦେଖନ୍ତୁ Video

ବନ୍ଧୁଗଣ, ସାଧାରଣତ ଆମ୍ଭ ନିକଟରେ ଏଭଳି ମ-ର୍ମା-ହ-ତ ଘ-ଟ-ଣା ମାନ ଘଟିଥାଏ, ଯାହା ଆମ୍ଭେ ନିଜ ଜୀବନରେ କେବେ ଭୁଲି ନଥାଉ ଏବଂ ସେ ସବୁ ଘଟଣା ର ସ୍ମୃତି ଆମ୍ଭ ମାନଙ୍କ ନିମନ୍ତେ ଅବିସ୍ମରଣୀୟ ହୋଇଯାଇଥାଏ । ନିକଟରେ ଏଭଳି ଏକ ଦୁ-ର୍ଘ-ଟ-ଣା ଘ-ଟି-ଥି-ଲା । ଜଣେ ମା’ କୋଳରୁ ସବୁଦିନ ଲାଗି ତାଙ୍କ ୧୫ ବର୍ଷ ର ଶିଶୁପୁତ୍ର ଆରପାରି କୁ ଚାଲିଗଲା । ଆଜ୍ଞା ହଁ ଆପଣ ମାନେ ଜ୍ୟୋତିପ୍ରକାଶ ଙ୍କ ସମ୍ବନ୍ଧରେ ଜାଣିଥିବେ ।

2 ଦିନ ତଳେ ବର୍ଷା ପାଣି ର ସ୍ରୋତ ରେ ଭାସି ଯାଇ ତାଙ୍କ ପରଲୋକ ହୋଇଅଛି । ପାଣିର ସ୍ରୋତ ଏଭଳି ଥିଲା ଯେ, ହଟାତ ସେ ମିଳିନଥିଲେ ପ୍ରାଏ ୧୮ ଘଣ୍ଟା ପରେ ତାଙ୍କ ପାର୍ଥିବ ଶରୀର କୁ ଉଧାର କରାଯାଇଥିଲା । ଘରେ ନିଜ ମା’ ଙ୍କ ପାଖରେ ଗେଲ ବସରରେ ବଢିଥିବା ଜ୍ୟୋତିପ୍ରକାଶ ଆଉ ନାହାନ୍ତି । ପାଠ ପଢିବା ନିମନ୍ତେ ଟିଉସନ କୁ ଯାଉଥିବା ସମୟରେ ରାସ୍ତାରେ ତାଙ୍କ ଗୋଡ ଖ-ସି-ଯାଇଥିଲା ମାତ୍ର ରାସ୍ତାରେ ପାଣି ଅଧିକ ବହୁଥିବାରୁ ନିଜ ଭାରସାମ୍ୟ ହରାଇ ସେ ଗଭୀର ନାଳ ମଧ୍ୟରେ ପଡି ଯାଇଥିଲେ ।

ଏହାପରେ ଦୀର୍ଘ ୧୮ ଘଣ୍ଟା ପରେ ତାଙ୍କ ଶରୀରକୁ ଉଦ୍ଧାର କରଯାଇଥିଲା । ମା’ ନିଜ ଏଜମାତ୍ର ପୁତ୍ର ସନ୍ତାନ ଙ୍କ ବିୟୋଗ ରେ ସଂପୂର୍ଣ୍ଣ ରୂପେ ଭା-ଙ୍ଗି ପଡିଛନ୍ତି । ଡଉଲ ଡାଉଲ ଚେହେରା କୁ ସେ ବର୍ତ୍ତମାନ ଆଉ ଗେଲ କରି ଟିଉସନ କୁ ପଠାଇ ପାରିବେ ନାହିଁ । ଜ୍ୟୋତିପ୍ରକାଶ ଙ୍କ ଶିକ୍ଷକ ତାଙ୍କୁ ନେଇ କିଛି ଏଭଳି କହିଛନ୍ତି ଆସନ୍ତୁ ଜାଣିବା, ଜ୍ୟୋତି ଙ୍କ ଶିକ୍ଷକ କହିଛନ୍ତି ଯେ, ସେ ଆମ୍ଭର ଜଣେ ନିଜର ପିଲା ଭଳି ଲାଗୁଥିଲା ।

ସେ ଆମ୍ଭ ବିଦ୍ୟାଳୟ ରେ ଆରମ୍ଭ ରୁ ପାଠ ପଢିଅଛି । ସବୁ ଗୁରୁଜୀ ତଥା ଗୁରୁମା ମାନେ ତା ସହିତ ଭଲ ଭାବରେ ମିଶିଛନ୍ତି । ମାତ୍ର ଆଜି ଏଭଳି ଏକ ଘ-ଟ-ଣା ଘଟିଯିବ ବୋଲି କେହି ବିଶ୍ଵାସ କରି ନଥିଲେ । ଆମ୍ଭ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସହିତ ସମସ୍ତେ ତାକୁ ନେଇ ବହୁତ ବ୍ୟସ୍ତ ହୋଇଛନ୍ତି । ଆମ୍ଭେ ଜ୍ୟୋତି ଙ୍କ ଘରକୁ ଯାଇ ଦେଖିକି ଆସିଥିଲୁ ତାଙ୍କ ବାପା ମା’ ଙ୍କୁ ସମବେଦନା ଦେବା କଥା । କହିବାକୁ ଗଲେ ସେ ଯାହା ହରେଇଛନ୍ତି ତାହା ଆମ୍ଭେ ପୂରଣ କରିପାରିବା ନାହିଁ ।

ମାତ୍ର ଆମ୍ଭକୁ ବହୁତ ଦୁଖ ଲାଗୁଛି । ଆମ୍ଭ ବିଦ୍ୟାଳୟ ର ସେ ଜଣେ ଉତ୍ତମ ଛାତ୍ର ମଧ୍ୟ ଥିଲା । ଏଭଳି କିଛି ଜ୍ୟୋତିପ୍ରକାଶ ଙ୍କ ଗୁରୁଜୀ ମାନେ କହିଥିଲେ । ବନ୍ଧୁଗଣ ଜୀବନରେ କେତେବେଳେ ମନୁଷ୍ୟ କେଉଁ ଦୁ-ର୍ଘ-ଟ-ଣା ର ଶି-କା-ର ହେବ ତାହା ନିର୍ଦ୍ଧାରିତ ନଥାଏ । ୧୫ ବର୍ଷ ଛାତ୍ର ଜ୍ୟୋତି ଙ୍କ ପାଇଁ ଅଶେଷ ଶ୍ରଦ୍ଧାଞ୍ଜଳି । ଫ୍ରେଣ୍ଡ୍ସ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *