ଭାଇରାଲ ହେଲା ଭୁବନେଶ୍ଵର ର ମୃତ ଛାତ୍ର Jyoti Prakash Behera ଙ୍କ ଶେଷ ଭିଡିଓ, Video ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ଏକ ଅ-ଘ-ଟ-ଣ ଘ-ଟି ଯାଇଛି ଭୁବନେଶ୍ୱର ର ଶତାବ୍ଦୀ ନଗରରେ ତେବେ ଜଣେ ୧୫ ବର୍ଷୀୟ ଛାତ୍ର ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ । ତେବେ ସେ ରବିବାର ଦିନ ୨:୩୦ ରେ ନିଜର ଟିୟୁସନ ପାଇଁ ଘରୁ ବାହାରି ଯାଇଥିଲେ ତେବେ ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଘା-ଟ-ରେ ପ୍ରବଳ ପାଣି ହୋଇ ଯାଇଥିଲା ଏବଂ ରାସ୍ତା ନଳା ଖାଲ କିଛି ଜଣା ପଡୁ ନଥିଲା ସବୁ ସମାନ ହୋଇଯାଇଥିଲା ।

ତେବେ ଜ୍ୟୋତି ପାଣି ରେ କିଛି ନଜାଣି ପାରି ତାଙ୍କ ଗୋଡ ଭୁଲ ରେ ସେହି ଡ୍ରେନ ଯାହା କି ଖୋଲା ଥିଲା ସେହିଥିରେ ପ-ଡି ଯାଇଥିଲା ଏବଂ ପାଣି ର ସୁଅ ଏତେ ଥିଲା ଯେ ତାଙ୍କୁ ଭସାଇ କେଉଁ ଆଡେ ନେଇ ଯାଇଥିଲା । ତେବେ ଏହି ଖବର ପରେ ତାଙ୍କୁ ବହୁତ ଖୋଜାଖୋଜି କରା ଯାଇଥିଲା କିନ୍ତୁ ତଥାପି ତାଙ୍କୁ ପାଇ ନଥିଲେ ଏବଂ ଶେଷ ରେ ସୋମବାର ସକାଳେ ତାଙ୍କ ମୃ-ତ ଦେହ ମିଳି ଥିଲା ।

ତେବେ ଏହି ଖବର ଆସିବା ପରେ ସମସ୍ତେ ବହୁତ ଦୁଃଖ ଏବଂ ଶୋ-କ ରେ ଅଛନ୍ତି । ଜ୍ୟୋତି ଜଣେ ବହୁତ ଭଲ ଛାତ୍ର ଥିଲେ ମେଧାବୀ ଛାତ୍ର ଥିଲେ ତାଙ୍କ ଶିକ୍ଷକ ଏବଂ ସହପାଠୀ ମାନେ ମଧ୍ୟ ସମସ୍ତେ ତାଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ଜ୍ୟୋତି ଙ୍କ ର ଏକ ଶେଷ ଲା-ଇ-ଭ ଭିଡିଓ ସାମ୍ନା କୁ ଆସିଛି ଯେଉଁ ଥିରେ ସେ ନିଜର ସମୟ କୁ କିପରି ଅତିବାହିତ କରନ୍ତି ସେ ବିଷୟରେ ଆଲୋଚନା କରିଥିଲେ ।

ସେଥିରେ ସେ କହିଛନ୍ତି କି ତାଙ୍କର ସନ୍ଧ୍ୟା ୬ଟାରୁ ୯ ଟା ଯାଏଁ ଟିୟୁସନ ଯାଆନ୍ତି ଏବଂ ୯ଟା ରୁ ୯:୪୫ ପର୍ଯ୍ୟନ୍ତ ଟିକେ ଆରାମ କରନ୍ତି ଏବଂ ଏହା ପରେ ସେ ୯:୪୫ ରୁ ନିଜର ପାଠ ପଢା ଆରମ୍ଭ କରନ୍ତି ଏବଂ ସେ ସେହି ଭିଡିଓ ରେ କହିଛନ୍ତି କି ଦେଖିବା ସେ ୯:୪୫ ରୁ କେତେ ସମୟ ପର୍ଯ୍ୟନ୍ତ ନିଜର ପାଠ ପଢା କରି ପାରୁଛନ୍ତି । ତେବେ ଜଣେ ଭଲ ଛାତ୍ର ଏବଂ ଜଣେ ଭଲ ପିଲା କୁ ହରାଇ ସମସ୍ତେ ବର୍ତ୍ତମାନ ଶୋକ ରେ ଭରି ଯାଇଛନ୍ତି ଏବଂ ତାଙ୍କ ପରିବାର ବର୍ତ୍ତମାନ ଭା-ଙ୍ଗି ଯାଇଛନ୍ତି । ତେବେ ଏଥିପାଇଁ ଦାୟୀ କିଏ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *