କଲ୍ ରେକର୍ଡ ହେଲା ଭାଇରାଲ- ତମେ ବହୁତ ସୁନ୍ଦର ! ମୋ ଘରକୁ ଆସ, ବହୁତ ଏଞ୍ଜୟ କରିବା, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଅଡିଓ ରେକର୍ଡ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଅଡିଓ ରେକର୍ଡ ବିଷୟରେ କହିବାକୁ ଯାଉଛୁ ଓ ଏହା ବିଷୟରେ ଜାଣିଲା ପରେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଡିଓ ରେକର୍ଡ ବିଷୟରେ ।

ଗତ କିଛି ସମୟ ହେବ ଏକ ଅଡିଓ ରେକର୍ଡ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି । ମିଡିଆ ରିପୋର୍ଟସ ଅନୁସାରେ ଏହା ଯାଜପୁର ଜିଲ୍ଲା ବ୍ୟାସନଗର ମୁନିସପାଲଟିରେ ଥିବା ଏକ୍ସକ୍ୟୁଟିଭ ଅଫିସର ଶୁଭେନ୍ଦୁ ଜେନାଙ୍କର ବୋଲି କୁହାଯାଉଛି । ସମ୍ପୃକ୍ତ ଅଡିଓରେ ଯୁବକ ଜଣକ ଏକ ମହିଳାଙ୍କ ସହ ଚାକିରି ଆସା ଦେଇ କଥା ବାର୍ତ୍ତା ହେଉଛନ୍ତି ।

ଯୁବକ ଜଣକ କଲ୍ ରେ ୪୮ ଘଣ୍ଟା ଏବଂ ୭୨ ଘଣ୍ଟା ମଧ୍ୟରେ ଥିବା ସ୍ଵପ୍ନ ଓ ଆଗାମୀ ଭବିଷ୍ୟତରେ ବିବାହ କରି କିଭଳି ପିଲା ଛୁଆ ଜନ୍ମ କରିବେ ତାହା ବିଷୟରେ କଥା ହୋଇଛନ୍ତି । ଉଭୟ ଯୁବକ ଓ ମହିଳା ପରସ୍ପର ସହ କଲ୍ ରେ ଅନେକ ରୋ-ମା-ଣ୍ଟି-କ ଆଲୋଚନା କରୁଛନ୍ତି । ଅନ୍ୟ ପକ୍ଷରେ ଯୁବତୀ ମଧ୍ୟ ପ୍ରତ୍ୟକ କଥାରେ ହଁ ମା-ରୁ- ଛ-ନ୍ତି । ତେବେ ଏହି କଲ୍ ରେ କଥା ହେଉଥିବା ସମ୍ପୃକ୍ତ ଅଫିସର ଜଣକ ବିବାହିତ ଓ ତାଙ୍କର ପିଲା ମଧ୍ୟ ଅଛନ୍ତି । ତେବେ ମି-ଡି-ଆ ଏହି ଅଫିସରଙ୍କ ସହ ଏହି ସମ୍ପର୍କରେ କଥା ହୋଇ ତାଙ୍କର ପ୍ରତିକ୍ରିୟା ନେଇଥିଲା ।

ସେହି ଅଫିସର ଜଣକ କଲ୍ ରେକର୍ଡକୁ ସଂପୂର୍ଣ୍ଣ ମିଛ କହିବା ସହ ତାଙ୍କ ବି-ରୋ-ଧ-ରେ କିଏ ଅ-ପ-ପ୍ର-ଚା-ର କରୁଥିବା କଥା କହିଛନ୍ତି । ସେହି କଲ୍ ରେକର୍ଡରେ ସମ୍ପୃକ୍ତ ଅଫିସର ଯୁବତୀଙ୍କ ଫିଗର ବିଷୟରେ କଥା ହେଉଛନ୍ତି । ବିବାହ କରିବା ଓ ବିବାହର କେତେ ବର୍ଷ ପରେ ଛୁଆ ଜନ୍ମ କରିବା ବିଷୟରେ ମଧ୍ୟ କଥା ହେଉଛନ୍ତି । ଉକ୍ତ ଅଫିସର ମହିଳାଙ୍କୁ ପୁଅ ନା ଝିଅ ଭଲ ଲାଗେ ମଧ୍ୟ ପଚାରୁଛନ୍ତି ।

କାରଣ ବିବାହ ପରେ ସେମାନେ ଛୁଆ ଜନ୍ମ କରିବାର ଯୋଜନା କରିସାରିଥିଲେ । ଅଫିସର ଜଣକ ଯୁବତୀଙ୍କୁ ହିରୋଇନ କରିବେ ଓ ଦୁନିଆର ସମସ୍ତ ସୁଖ ଦେବେ ବୋଲି କଲ୍ ରେ କହିଛନ୍ତି । ତାଙ୍କର ଏହି କଲ୍ ରେକର୍ଡିଙ୍ଗ ବର୍ତ୍ତମାନ ବହୁତ ଚର୍ଚାରେ ଅଛି ଓ ଏହି କଲ୍ ରେକର୍ଡିଙ୍ଗକୁ ଶୁଣି ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ମଧ୍ୟ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *