ରହ ଏଠି ! ଆରେ ମୋ ପୁଅକୁ କୁଆଡେ ନେଇ ଯାଉଛୁ, ଆମ୍ବୁଲାନ୍ସ ଅଟକାଇଲେ ମୃତ ଛାତ୍ର ଜ୍ୟୋତି ପ୍ରକାଶଙ୍କ ବାପା, Video ଦେଖିଲେ ଆପଣ ବି କାନ୍ଦି ପକେଇବେ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି କାଲି ଏକ ବଡ଼ ଦୁ-ର୍ଘ-ଟ-ଣା ଘ-ଟି ଯାଇଛି ଭୁବନେଶ୍ୱର ର ଶତାବ୍ଦୀ ନଗରରେ ଜଣେ ୧୫ ବର୍ଷ ର ପିଲା ଟି ଏକ ଡ୍ରେନ ଭିତରେ ପ-ଡି ଭା-ସି ଯାଇଥିଲା । ତେବେ ଏହି ବର୍ଷା ଏବଂ ବନ୍ୟା ପାଣି ଯୋଗୁଁ ସବୁ ରାସ୍ତା ଘାଟ ରେ ପାଣି ଭର୍ତ୍ତି ଏପରି କି ରାସ୍ତା କେଉଁଟା ଏବଂ ନାଳ କେଉଁଟା ତାହା ମଧ୍ୟ ଜଣା ପଡୁ ନାହିଁ । ତେବେ ଭୁବନେଶ୍ୱର ର ଶତାବ୍ଦୀ ନଗରର ଜଣେ ୧୫ ବର୍ଷୀୟ ପିଲା ଜ୍ୟୋତି ପ୍ରକାଶ ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଥିଲା ।

ସିଏ ନିଜ ଟିୟୁସନ ସାରଙ୍କ ପାଖକୁ ନିଜ ପାଠ ପଢ଼ାପାଇଁ କିଛି ବୁଝିବାକୁ ଯାଇଥିଲା ଏବଂ ସେହି ସମୟରେ ରାସ୍ତା ଏବଂ ଡ୍ରେନ ନ ଜାଣି ପାରି ସେ ନିଜ ସାଇକେଲ କୁ ରଖି ପାଣି କେତେ ବୋଲ ଚେକ କରୁଥିବା ସମୟରେ ତାଙ୍କ ଗୋଡ ଖୋଲା ଥିବା ଡ୍ରେନ ଭିତରେ ପ-ଡି ଯାଇଥିଲେ ଏବଂ କେଉଁ ଆଡେ ଭା-ସି ଯାଇଥିଲେ କିଛି ଜଣା ପଡି ନଥିଲା । ତେବେ ସେ ଲେନ ୭ ରେ ପାଖାପାଖି ୨:୩୦ରେ ସେହି ଡ୍ରେନ ରୁ ପଡି ପାଣି ର ସୁଅ ରେ କେଉଁ ଆଡେ ଭାସି ଯାଇଥିଲେ ।

କେହି କିଛି ଜାଣି ପାରି ନଥିଲେ ଏବଂ ରାତି ସାରା ଖୋଜା ଖୋଜି କଲା ପରେ ମଧ୍ୟ କିଛି ଖୋଜ ଖବର ପାଇ ନଥିଲେ ତେବେ ଶେଷ ରେ ଆଜି ସକାଳେ ତାର ମୃ-ତ ଦେହ କୁ ଉ-ଦ୍ଧା-ର କରାଯାଇଛି ଏବଂ ଏହା ପରେ ତାଙ୍କୁ ପୋ-ଷ୍ଟ-ମ-ଟ-ମ ପାଇଁ ତାଙ୍କୁ ନିଆ ଯାଇଥିଲା । ତେବେ ଏହା ପରେ ଆମ୍ବୁଲାନ୍ସ ରେ ଜ୍ୟୋତି ପ୍ରକାଶ ଙ୍କୁ ଆଣିବା ପରେ ତାଙ୍କ ବାପା ଙ୍କ ସହ ମଧ୍ୟ ଦେଖା କରେଇ ଦେଇ ନଥିଲେ ଏବଂ ତାଙ୍କ ବାପା ଯେତେ ନେହୁରା ଏବଂ ନିବେଦନ କରିବା ସତ୍ୱେ ତାଙ୍କୁ ଦେଖିବାକୁ ଦେଇ ନଥିଲେ ଏବଂ ଆମ୍ବୁଲାନ୍ସ ପଳାଇ ଯାଇଥିଲା ।

ତେବେ ଏହା ପରେ ତାଙ୍କ ବାପାଙ୍କ ପ୍ରତିକ୍ରିୟା ନେବା ପରେ ସେ କହିଥିଲେ କି ମୁଁ ଜାଣି ନାହିଁ ମୋତେ କଣ ପାଇଁ ଦେଖିବାକୁ ଦେଉ ନାହାନ୍ତି ମୋ ପୁଅ ସିଏ ମୋତେ ଦେଖିବାକୁ ଦେଉ ନାହାନ୍ତି । ତେବେ ସେ କାହାକୁ ଦାୟୀ କରୁଛନ୍ତି ପଚାରିବା ଯୋଗୁଁ ସେ କହିଥିଲେ କି ମୁଁ କଣ କହିବି ଯଦି ନଳା ଟା ଠିକ ଭାବରେ ବନ୍ଦ ହୋଇଥାନ୍ତା ତେବେ ହୁଏତ ଆଜି ମୋ ପୁଅ ବଞ୍ଚିଥାନ୍ତା । ତେବେ ସେ ଆଉ କିଛି କହିବାକୁ ଚାହିଁ ନଥିଲେ । ତେବେ ପ୍ରଶାସନ ଉପରେ ବଡ଼ ପ୍ରଶ୍ନ ରହୁଛି କି ଏହି ରାସ୍ତା କୁ ସେ ଠିକ କଣ ପାଇଁ କରୁ ନାହାନ୍ତି ଏବଂ କେତେ ଜଣ ଙ୍କ ଜୀଵନ ଗଲା ପରେ ପ୍ରଶାସନ ଚେତିବ ।

Leave a Reply

Your email address will not be published. Required fields are marked *