Jayanarayan ଙ୍କ ମାମଲାରେ ମିନତୀ ବହିଦାର କହିଲେ ‘ଜଣକୁ କଣ ଯଦି ମୁଥା ମାରିବା ଆଉ କଣ ଜଣେ କଣ ଛାଡ଼ିଦେବ ? ଏଥିରେ ପୋଲିସ ବାଲାଙ୍କ ସବୁ ଭୁଲ, କାରଣ…’

ଫ୍ରେଣ୍ଡ ବର୍ତ୍ତମାନ ଜୟନାରାୟଣ ଙ୍କୁ ନେଇ ଚାଲିଛି ବିବାଦ ! ପୁଲିସ ମ୍ୟାଡମ ଙ୍କ ଉପରେ ହାତା ଉଠାଇ ବିବାଦରେ ଅଛନ୍ତି ଜୟ ନାରାୟଣ ମିଶ୍ର , ଯାହାକୁ ନେଇ ଏବେ ମୁହଁ ଖୋଲିଛନ୍ତି ବିଜେଡ଼ି ନେତ୍ରୀ ମିନତୀ ବହିଦାର । ସେ ଏଥିରେ ପୁଲିସ ବାଲାଙ୍କୁ ଦାୟୀ କରିଛନ୍ତି , ସେ ନିଜର ବୟାନ ରେ ଏମିତି କାହିଁକି କହିଲେ ଚାଳନ୍ତୁ ଜାଣିବା । ସୂଚନା ଅନୁସାରେ ସେ କହିଛନ୍ତି କି ଜଣଙ୍କୁ ମୁ-ଥଆ ମ-ଆରିଲେ ଅନ୍ୟ ଜଣେ କଣ ଛାଡିଦେବ। ତେବେ ଏପରି କିଛି ବୟାନ ମିନତୀ ବହିଦାରଙ୍କ ମୁହଁରୁ ଶୁଣିବାକୁ ମିଳିଛି ।

ତେବେ ନିକଟ ଅତୀତରେ ବିଧାୟକ ଜୟନାରାୟଣଙ୍କ ସହିତ ପୋଲିସଙ୍କର ଯେଉଁ ଧ-ସ୍ତା-ଧ-ସ୍ତି ହୋଇଥିଲା । ସେହି କଥା ଉପରେ ନିଜସ୍ୱ କିଛି ମନ୍ତବ୍ୟ ମିନତୀ ବହିଦାର ପ୍ରକାଶ କରିଛନ୍ତି । ତେବେ ମିନତୀ ବହିଦାରଙ୍କ କହିବା ଅନୁଯାଇ ସେହି ମହିଳା ପୋଲିସ ଅଫିସର ଜଣଙ୍କ ଜୟନାରାୟଣଙ୍କୁ ମୁ-ଥା ମା-ରି-ବା ଟା କେତେ ଦୂର ଠିକ ହେଉଛି । ଯଦି ଜୟନାରାୟଣ ସାମାନ୍ୟ ଅଳ୍ପ ମାତ୍ର ମହିଳା ପୋଲିସଙ୍କୁ ଠେ-ଲି-ଦେଲେ ।

ତମେ କିଛି ନବୁଝି କିଛି ନସୁଝି ରା-ଗ ତରତର ହୋଇ ଜୟନାରାୟଣଙ୍କ ଉପରେ ମୁ-ଥଆ ମା-ରି-ବା ଜମାରୁ ମଧ୍ୟ ଠିକ ହେଉନାହିଁ । ତେବେ ମିନତୀ ବହିଦାର ଏପରି ମଧ୍ୟ କହିଛନ୍ତି । ଯେ ଜୟନାରାୟଣ କ୍ର-ଆଇ-ମ ବ୍ରାଞ୍ଚ ଉପରେ ଯେଉଁ କଥାଟି ଉଠେଇଥିଲେ । ଯେ କ୍ରଆ-ଇ-ମ ବ୍ରାଞ୍ଚ ନିଜ କାମ ନିଜେ କରୁନାହିଁ । ତାହା ଭୁଲ ହୋଇପାରେ । କାରଣ ପୋଲିସ ବାଲା ମାନେ ବି କଣ କରିବେ । ତାଙ୍କୁ ଉପର ପୋଲିସ ଅଫିସରରୁ ଯେଉଁ ଅର୍ଡର ଆସିବ ।

ପୋଲିସ ମାନେ ସେଇଆ ହିଁ କରିବେ । ପୋଲିସ ଶାସନ ବ୍ୟବସ୍ଥା ବହୁ ମାତ୍ରାରେ ବିଶ୍ରୂଙ୍ଖଳିତ ହୋଇଗଲାଣି । ପ୍ରଥମେ ପ୍ରଥମେ ଯେତେବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପାୱାରକୁ ଆସିଥିଲେ । ସେତେବେଳେ ପୋଲିସ ମାନେ ଜାଗ୍ରତ ହୋଇରହୁଥିଲେ । ହେଲେ ଏବେ ସମସ୍ତେ ନିଜ ନିଜର ମନମାନି କରିବାରେ ଲାଗି ପଡିଛନ୍ତି । ତେବେ ଜୟନାରାୟଣଙ୍କ ଉପରେ ମହିଳା ପୋଲିସ ଜଣଙ୍କ ମୁ-ଥ-ଆ ମା-ରି-ବା କଥାକୁ ମିନତୀ ବହିଦାର ଘୋର ବି-ରୋ-ଧ କରି ଏପରି କିଛି ମତ ଗଣ ମାଧ୍ୟମ ନିକଟରେ ନିଜର ମତ ରଖିଛନ୍ତି ।

ତେବେ ଜଣେ ବାପା ବୟସର ବୟସ୍କ ଲୋକଟେ ପରି ହେବେ । ତାଙ୍କୁ ଏପରି ହାତ ଉଠାଇ ମୁ-ଥଆ ମା-ରି-ବା ଜମାରୁ ମଧ୍ୟ ଠିକ ନୁହେଁ ବୋଲି କହିଛନ୍ତି । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ଉପରେ କଟାକ୍ଷ ମନ୍ତବ୍ୟ କହି ମିନତୀ ବହିଦାର ବହୁ ଚର୍ଚାରେ ରହିଛନ୍ତି । ତେବେ ଏବେର ପ୍ରସଙ୍ଗ ଜୟନାରାୟଣଙ୍କ ଘଟଣାରେ ମଧ୍ୟ ମିନତୀ ବହିଦାର ନିଜର ପ୍ରତିକ୍ରିୟା ରଖିଛନ୍ତି ।

Leave a Reply

Your email address will not be published. Required fields are marked *