ମୃତ୍ୟୁ ଶଯ୍ୟାରେ ସସ୍ମିତାଙ୍କ ବୟାନ… କହିଲେ କିଛି ଏମିତି କି ଶୁଣି ଆପଣଙ୍କ ଛାତି ଥରି ଉଠିବ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ଥାନା,ପ୍ରତାପପୁର ଗାଁ ରେ ଯୁବତୀ ଯାହାଙ୍କ ନାମ ସୁସ୍ମିତା ଙ୍କୁ ଜୀ-ଅ-ନ୍ତା ଜା-ଳି ଦେବା ଖବର ଟି ବର୍ତ୍ତମାନ ସବୁଆଡ଼େ ଚହଳ ସୃଷ୍ଟି କରିଛି । ପୋ-ଲି-ସ ଏହାର ଛା-ନ-ଭି-ନ ଆରମ୍ଭ କରିଦେଇଛି ।

ସେହି ଘଟଣା ସ୍ଥଳ ରେ ପହଁଚିଛି ସାଇଣ୍ଟିଫିକ ଟିମ ଏବଂ ସମ୍ପୂର୍ଣ୍ଣ ଘଟଣା ର ତ-ଦ-ନ୍ତ କରୁଛି । ଅଭିଯୋଗ ଅନୁସାରେ ଏକ ପାଖିଆ ପ୍ରେମ ସମ୍ପର୍କ ରୁ ଏଭକି ଜ-ଘ-ନ୍ୟ କା-ଣ୍ଡ ହୋଇଛି । ଆଗରୁ ସେହି ଯୁବତୀ ଏବଂ ପ୍ରତାପପୁର ର କୃଷ୍ଣଚନ୍ଦ୍ର ଙ୍କ ମଧ୍ୟରେ ବିବାହ ହେବା ବୋଲି ଠିକ ହୋଇଥିଲା କିନ୍ତୁ ପରେ ବିବାହ ଭାଙ୍ଗି ଯାଇଥିଲା ତଥାପି କୃଷ୍ଣ ସେହି ଯୁବତୀ ଙ୍କୁ ଫୋନ କରି ହ-ଇ-ରା-ଣ କରୁଥିଲା ବୋଲି ଯୁବତୀ ଙ୍କ ବାପା କହିଛନ୍ତି । ଏଭଳି କି ପରିବାର ଲୋକଙ୍କୁ ମଧ୍ୟ ଧ-ମ-କ ଚ-ମ-କ ଦେଇ ଆସୁଥିଲା କୃଷ୍ଣ ।

ଗତକାଲି ସେ ଯୁବତୀ ଙ୍କୁ ବାହାନା କରି ଏକ ପ-ରି-ତ୍ୟ-କ୍ତ ଘରକୁ ଡାକିଥିଲା ଅଭିଯୁକ୍ତ ସେଠାରେ ଦୁଇ ଜଣ ଙ୍କ ଭିତରେ ଅନେକ ଯୁକ୍ତି ତର୍କ ହୋଇଥିଲା ଏବଂ କୃଷ୍ଣ ସେହି ଯୁବତୀ ଙ୍କ ଉପରକୁ ଏ-ସି-ଡ ପକାଇ ନି-ଆଁ ଲ-ଗା-ଇ ଦେଇଥିଲା । ତେବେ ଯୁବତୀ ଜଣଙ୍କ ର ଶରୀର ପ୍ରାୟଃ ୮୦ ରୁ ୯୦ ପ୍ରତିଶତ ପୋ-ଡି ଯାଇଥିଲା ।

ଗୁରୁତର ଅବସ୍ଥାରେ ଯୁବତୀ ଙ୍କୁ ପ୍ରଥମେ ପୁରୁଷୋତ୍ତମ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କୁ ଏମ କେ ସିଜି କୁ ସ୍ଥାନାନ୍ତର ମଧ୍ୟ କରା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରାତି ପ୍ରାୟଃ ୮ ଟାରେ ଯୁବତୀ ଙ୍କ ର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ଅଭିଯୁକ୍ତ କୃଷ୍ଣ ଙ୍କ ନାମ ରେ ସବୁ ସତ କଥା କହିଥିଲେ ଏବଂ କିପରି ସେ ଯୁକ୍ତିତର୍କ ଲାଗିବା ରୁ ସେ ଉ-ତ୍ୟ-କ୍ତ ହୋଇ ସ୍ପି-ରି-ଟ ପକାଇ ଏବଂ ନି-ଆଁ ଲ-ଗା-ଇ ଜା-ଳି-ଦେ-ଇ ଥିଲା ସେସବୁ ସଂପର୍କ ରେ ସେ ମୃତ୍ୟୁ ପୂର୍ବରୁ ପୋ-ଲି-ସ କୁ ଜଣାଇ ଥିଲେ ।

ତେବେ ପୋ-ଲି-ସ ଅ-ଭି-ଯୁ-କ୍ତ କୃଷ୍ଣଚନ୍ଦ୍ର ଙ୍କୁ ଗି-ର-ଫ କରିଛି । ଯୁବତୀ ଙ୍କ ବାପାଙ୍କ ଅନୁସାରେ କୃଷ୍ଣଚନ୍ଦ୍ର ଙ୍କ ସହ ତାଙ୍କ ଝିଅ ର ବିବାହ ଦୁଇ ବର୍ଷ ପୂର୍ବରୁ ଭାଙ୍ଗି ଯାଇଥିଲା ଏବଂ ତା ପରେ ମଧ୍ୟ ସେ ଝିଅ କୁ ହ-ଇ-ରା-ଣ ହ-ର-କ-ତ କରୁଥିଲା ଝିଅ କିଛି ନ କହିଲେ ମଧ୍ୟ ଆମେ ତାହା ଅନୁଭବ କରି ପାରୁଥିଲୁ କାରଣ ସେ ତାଙ୍କ ସାନ ଭାଇ,ପୁଅ ଏବଂ ଝିଅ ଙ୍କୁ ଫୋନ କରି ଧ-ମ-କ ମଧ୍ୟ ଦେଉଥିଲା ।

ତେବେ ସେଇଠି ଅ-ଭି-ଯୁ-କ୍ତ ଜଣକ କିଛି କରି ନାହାନ୍ତି ଏବଂ ସେ ଝିଅ କୁ ଭଲ ପାଉଥିଲେ ତାକୁ ମା-ରି ପାରିବେ ନାହିଁ ବୋଲି କହିଛନ୍ତି ଏବଂ ତାଙ୍କୁ ଫ-ଶା-ଇ ଦିଆ ଯାଉଛି ବୋଲି କହିଛନ୍ତି । ତେବେ ସୂଚନା ଅନୁସାରେ ଦୁଇ ବର୍ଷ ପୂର୍ବରୁ ଦୁହିଁଙ୍କ ବିବାହ ହେବାର ଥିଲା କିନ୍ତୁ କୃଷ୍ଣଚନ୍ଦ୍ର ତାଙ୍କ ପରିବାର ଏହି ବିବାହ ପାଇଁ ସହମତି ନୁହଁନ୍ତି ବୋଲି କହି ବିବାହ ଭାଙ୍ଗି ଦେଇଥିଲେ କିନ୍ତୁ ଏକ ବର୍ଷ ତଳେ ସେ ସେହି ଯୁବତୀ ଜଣଙ୍କ ସହ ସ-ମ୍ପ-ର୍କ ରଖିବା ପାଇଁ ଚାହୁଁଥିଲେ ଏବଂ ତାଙ୍କ ଭାଇ କୁ ହ-ତ୍ୟା କରିବି ବୋଲି ଧ-ମ-କ ମଧ୍ୟ ଦେଉଥିଲେ ।

ତେବେ ମୃ-ତ୍ୟୁ ପୂର୍ବରୁ ସେହି ଯୁବତୀ ଜଣକ ନିଜ ଜମାନ ବ-ନ୍ଦୀ ରେ କହିଥିଲେ କି କୃଷ୍ଣ ତାଙ୍କୁ ଡାକି ଆଣିଲା ଏବଂ ସେଠାରେ ସେ ପ୍ରଥମେ କହିଲେ ଆମେ ବାହା ହେବା ଏବଂ ସେ ପ୍ରଥମେ ରାଜି ହେଲା କିନ୍ତୁ ପରେ ମନା କରି ମୋ ମାମୁଁ ଝିଅ ଙ୍କ ସହ ମୋର ବାହାଘର ଠିକ ହୋଇଛି ଯୁ-କ୍ତି ତ-ର୍କ ପରେ ଯୁବତୀ ଙ୍କ ଉପରକୁ ସ୍ପି-ରି-ଟ ପ-କା-ଇ ସେଠାରୁ ପଳାଇଥିଲେ ।

ତେବେ ସୁସ୍ମିତା ନିଜ ଜମାନ ବ-ନ୍ଦୀ ରେ ନିଜ ପ୍ରେମିକ ଙ୍କ ନାମ ନେଇଥିବାରୁ ତାଙ୍କୁ ଗି-ର-ଫ କରାଯାଇଛି ଏବଂ ଏହି ମା-ମ-ଲା-ର ଅଧିକ ତ-ଦ-ନ୍ତ ମଧ୍ୟ କରାଯାଉଛି ।  ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *