ବ୍ରହ୍ମପୁର ଏସିଡ ଆଟାକ ମାମଲା: ମୁହଁ ଖୋଲିଲା ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁ, କହିଲା କିଛି ଏମିତି କି ଶୁଣିଲେ ଆପଣଙ୍କ ମୁଣ୍ଡ ବି କାମ କରିବନି, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଏକ ଖବର ବହୁତ ଚହଳ ସୃଷ୍ଟି କରିଛି ଘଟଣା ଟି ହେଉଛି ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମ ଥାନା ଅନ୍ତର୍ଗତ ପ୍ରତାପପୁର ଗାଁରେ ସେଠାରେ ସୁଶ୍ମିତା ନାମକ ଜଣେ ଯୁବତୀ ଜି-ଅ-ନ୍ତା ଅବସ୍ଥାରେ ପୋ-ଡି ହୋଇ ଚିକିତ୍ସା ଧୀନ ଅବସ୍ଥାରେ ମୃ-ତ୍ୟୁ ବରଣ କରିଛନ୍ତି ।

ଏହି ଘ-ଟ-ଣା ରେ ଯୁବତୀ ଜଣଙ୍କ ର ବାପା କୃଷ୍ଣଚନ୍ଦ୍ର ଙ୍କ ନାମ ନେଇଛନ୍ତି ଯିଏ କି ସେହି ଯୁବତୀ ଜଣଙ୍କ ର ପ୍ରେମିକ । ତେବେ ସୁଶ୍ମିତା ନିଜ ମୃ-ତ୍ୟୁ ପୂର୍ବରୁ ନିଜ ଜମାନ ବ-ନ୍ଦୀ ରେ ତାଙ୍କର ଏହି ଅବସ୍ଥା ପାଇଁ ନିଜ ପ୍ରେମିକ ଙ୍କ ନାମ ନେଇଛନ୍ତି । ତାଙ୍କ ଅନୁସାରେ କୃଷ୍ଣ ତାଙ୍କୁ ଏକ ପ-ରିତ୍ୟ-କ୍ତ ଘରକୁ ଡାକି ଥିଲା ସେଠାରେ ଯୁବତୀ ବିବାହ କରିବାକୁ ବାଧ୍ୟ କଲେ ଏବଂ ଏହି ଯୁ-କ୍ତ ତ-ର୍କ ମଧ୍ୟରେ କୃଷ୍ଣ ଉ-ତ୍ୟ-କ୍ତ ହୋଇ ସୁଶ୍ମିତା ଙ୍କ ଉପରେ ସ୍ପି-ରି-ଟ ପକାଇ ନି-ଆଁ ଲ-ଗା-ଇ ଦେଇ ସେଠାରୁ ପଳାଇଥିଲେ ।

ତେବେ ଯୁବତୀ ଜଣ ଙ୍କୁ ଏମକେସିଜି ରେ ଚିକିତ୍ସା କରାଯାଉ ଥିଲା କିନ୍ତୁ ତାଙ୍କ ଶରୀର ୮୦ ରୁ ୯୦ ପ୍ରତିଶତ ଜ-ଳି ଯାଇଥିଲା ଏବଂ ପ୍ରାୟଃ ଆଠ ଟାରେ ଚିକିତ୍ସା ଧୀନ ଅବସ୍ଥାରେ ହିଁ ମୃ-ତ୍ୟୁ ହୋଇଥିଲା । ତେବେ ଏହି ଘଟଣା ପରେ ପୋ-ଲି-ସ ଅ-ଭି-ଯୁକ୍ତ କୃଷ୍ଣ ଙ୍କୁ ଗି-ର-ଫ କରିଛି ତେବେ କୃଷ୍ଣ ନିଜର ଏହି ଅଭିଯୋଗ କୁ ଖାରଜ କରିଛି ଏବଂ ଏହା ମିଛ କେବଳ ତାଙ୍କୁ ଫ-ସା ଯାଉଛି ବୋଲି ସେ ବୟାନ ଦେଇଛି।

ସେ କହିଛି କି ସେହି ଦିନ ସେ ପୁରା ଦିନ ନିଜ ଅଫିସ ରେ ବସି କାର୍ଯ୍ୟ କରୁଥିଲେ । ସେ ଏହା ମଧ୍ୟ କହିଛନ୍ତି କି ସେ ଆଗରୁ ମଧ୍ୟ କ୍ୟାନ୍ସର ରୋଗ ରେ ପୀଡିତ ଅଛନ୍ତି ବୋଲି ଅଭିନୟ କରିଥିଲେ ଏବଂ ଚିକିତ୍ସା ହେଉଛି ବୋଲି ମଧ୍ୟ କହୁଥିଲେ ଏହି ସବୁ ବିଷୟରେ ତାଙ୍କ ସାନ ଭଉଣୀ ଜାଣିଛି ଏବଂ ମୁଁ କୌଣସି ବି ପ୍ରକାରର ଧ-ମ-କ ଦେଇ ନାହିଁ ।

ସେ ଏହା ମଧ୍ୟ କହିଛନ୍ତି କି ସୁଶ୍ମିତା ଥରେ ତାଙ୍କୁ ବି-ଷ ମଧ୍ୟ ଦେଇ ଦେଇଥିଲେ ଏବଂ ସର୍ଵଦା ସନ୍ଦେହ କରୁଥିଲେ ତାଙ୍କର ମାନସିକ ଅବସ୍ଥା ଖରାପ ଥିଲା ଏହା ସବୁ ତାଙ୍କ ସାନ ଭଉଣୀ ଜାଣିଛନ୍ତି ଏବଂ ସେ ନିଜେ ମଧ୍ୟ ତାଙ୍କ ଭଉଣୀ ଠାରୁ ଦୂରେଇ ରହିବା ପାଇଁ କହିଥିଲେ । କୃଷ୍ଣ ଏହା କହିଛନ୍ତି କି ଯୁବତୀ ଜଣକ ବହୁତ ଦୁଃଖ ରେ ଥିଲେ କାରଣ ତାଙ୍କ ବାପା ମାଆ ତା କଥା ଚିନ୍ତା ନ କରି ତାଙ୍କ ସାନ ଭଉଣୀ ର ବାହାଘର କରି ଦେଇଥିଲେ ତାଙ୍କୁ ଥରେ ବି ମନ କଥା ପଚାରିଲେ ନାହିଁ ।

ସେ ଏହା ମଧ୍ୟ କହିଛନ୍ତି କି ସେ ଆଇ ଟି ପିଲା ତେଣୁ ସେ ଏ-ସି-ଡ କେଉଁଠୁ ଆଣିବେ ଏବଂ ସେ ଝିଅ ଦୁଇ ଦିନ ତଳେ ଚିଲିକା ପଳାଇ ଥିଲା ଏବଂ ମୁଁ ତାକୁ ବରମପୁର ଆଣିବା ସମୟରେ ମଧ୍ୟ କରିଥାନ୍ତି କାହିଁକି ତାକୁ ଡାକି ନିଜ ଗାଁ ରେ ଏଭଳି କାମ କରିବି ମୋତେ ତାଙ୍କ ଘର ଲୋକ ଫ-ସା-ଉ ଛନ୍ତି । ତେବେ ପୋ-ଲି-ସ ଏହି ମାମଲା ର ଅଧିକ ତ-ଦ-ନ୍ତ ଆରମ୍ଭ କରିଦେଇଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *