ସୋସିଆଲ ମିଡିଆରେ ଘୁରି ବୁଲୁଛି ଓଡିଆ ପ୍ରଯୋଜକ Akshay Parija ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ଯୁବତୀ ଆଣିଲେ ସାଂଘାତିକ ଅଭିଯୋଗ, କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଯୁବତୀ ପ୍ରଯୋଜକ ଅକ୍ଷୟ ପାରିଜା ଙ୍କ ନାମ ରେ ଆଣିଛନ୍ତି ସଙ୍ଗୀମ ଅଭିଯୋଗ । ଅକ୍ଷୟ ପାରିଜା ଯିଏ କି ଫିଲ୍ମ ଇଣ୍ଡଷ୍ଟ୍ରୀ କୁ ସୁଧାରିବା ପାଇଁ ଦେଇଥିଲେ ୫ କୋଟି ଟଙ୍କାର ଅଫର । ଆଉ ଯିଏ କି ସବୁବେଳେ ଲୋକଙ୍କୁ ଭୁଆଁ ବୁଲାଇବା ଛଡା ଆଉ କିଛି ଜାଣିନାହାଁନ୍ତି ଆଜି ତାଙ୍କର ଧରା ପଡିଯାଇଛି ଅସଲ ମୁହଁ । ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି ଆଉ କହିଛନ୍ତି ଯେ କିଭଳି ତାଙ୍କୁ ସିରିୟଲରେ ଗୋଟିଏ ଚରିତ୍ର ଦେବାକୁ ପ୍ରତିଶ୍ରୁତି ଦେଇ

ତଥା ତାଙ୍କୁ ବ୍ୟବସାୟ କରାଇ ଦେବାର ପ୍ରତିଶ୍ରୁତି ଦେଇ ନିୟମିତ ତାଙ୍କ ସହିତ ରଖୁଥିଲେ ଶଆରୀଇରିକ ସମ୍ପର୍କ । ଏ ନେଇ ବର୍ତ୍ତମାନ ମୁହଁ ଖୋଲିଛନ୍ତି ଏହି ପୀଡ଼ିତା ଯୁବତୀ । ଲକ୍ଷ୍ମୀ ସାଗର ଥାନାର ଦ୍ଵାରସ୍ଥ ହୋଇଛନ୍ତି ଏହି ପୀଡ଼ିତା ଯୁବତୀ ଜଣକ । କହିଛନ୍ତି ଅକ୍ଷୟ ପାରିଜା ଯାହାଙ୍କ ବୟସ ୬୦ ବର୍ଷ ତାଙ୍କର ଜବାନିର ନିଶା ଏତେ ଯେ ତାଙ୍କର ଭି-ଡି-ଓ ଉଠାଇ ବାରମ୍ବାର ତାଙ୍କୁ ଦଉଷ୍କଅର୍ମ କରି ଆସିଛନ୍ତି ।

ଶଆରୀଇରିକ ସମ୍ପର୍କ ରଖିଛନ୍ତି । ଆଉ ତାଙ୍କର ନୟୁ-ଡ ଫଟୋ ସବୁ ପାଖରେ ରଖିଛନ୍ତି । ଆଉ ଧମକ ମଧ୍ୟ ଦେଇଛନ୍ତି ଯେ ଯଦି ତୁ ଆଉ କାହା ପାଖକୁ ଗଲୁ କିମ୍ବା ଯଦି ବିବାହ କରିଲୁ ତେବେ ତୋ ଫଟୋ ସବୁ ଭା-ଇ-ରା-ଲ କରିଦେବି ତଥା ତତେ ଜୀବନରୁ ମାରିଦେବି । ଏ ନେଇ କଣ କହିଛନ୍ତି ମହିଳା ଆସନ୍ତୁ ଜାଣିନେବା । ମହିଳା ଜଣଙ୍କ କହିଛନ୍ତି ଯେ ମୁଁ ହରିଜନ ଜାତିର ଝିଅ ।

ଦୀର୍ଘ ବର୍ଷ ହେବ ପ୍ରଡ୍ୟୁସର ଅକ୍ଷୟ ପରିଜା ଜବରଦସ୍ତ ତାଙ୍କ ସହିତ ଶଆରୀଇରିକ ସମ୍ପର୍କ ରଖିଛନ୍ତି ବୋଲି ସେ କହିଛନ୍ତି । ଆଉ ତାଙ୍କର ନୟୁ-ଡ ଫଟୋ ରଖୀ ତାଙ୍କୁ ବ୍ଲଆକ-ମଏଲ କରୁଛନ୍ତି । ତେବେ ବର୍ତ୍ତମାନ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଏହି ଯୁବତୀ ଜଣକ । କେବଳ ଏତିକି ନୁହେଁ ଝିଅ ଟି ନିଚ୍ଚ ଜାତିର ବୋଲି ତାଙ୍କ ଜାତିକୁ ନେଇ ତାଙ୍କୁ ଆକ୍ଷେପ କରିଛନ୍ତି । ଏହି କଥା କହିଛନ୍ତି ଯୁବତୀ ଜଣଙ୍କ ।

ଯେଉଁ ସବୁ ଚରିତ୍ର ନିଜ ପ୍ଲାଟଫର୍ମ ରେ ଛାଡୁଛନ୍ତି ସେହି ଚରିତ୍ର ଭଳି ଏହା ଏକ ଚରିତ୍ର ଯାହା ସେ ନିଜେ କରୁଛନ୍ତି । ତେବେ ଇଣ୍ଡଷ୍ଟ୍ରୀ କୁ ଅଭିନୟ କରିବା ନିମନ୍ତେ ଅନେକ ଅଭିନେତ୍ରୀ ଆସିଥାନ୍ତି ମାତ୍ର ଯେଉଁଭଳି ଭାବରେ କାସଟିଙ୍ଗକାଉଚ ଚାଲିଛି ତାହା ଅତ୍ୟନ୍ତ ନିନ୍ଦନୀୟ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *