ପ୍ରଯୋଜକ Akshay Parija ଙ୍କ ଅନ୍ତରଙ୍ଗ ଭିଡିଓ ସାମନାକୁ ଆସିବା ପରେ ମିଡିଆକୁ କିଛି ଏମିତି ପ୍ରତିକ୍ରିୟା ଦେଲେ ଅକ୍ଷୟ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଯୁବତୀ ଓଡିଆ ଇଣ୍ଡଷ୍ଟ୍ରୀ ର ପ୍ରଯୋଜକ ଅକ୍ଷୟ ପରିଜା ଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ ସେ ତାଙ୍କ ସହିତ ଅନେଇତିକ ଶାରୀରିକ ସମ୍ପର୍କ ଦିର୍ଘ ବର୍ଷ ଧରି ରଖି ଆସିଛନ୍ତି । ଏହାକୁ ନେଇ ମି-ଡି-ଆ ଭାଇମାନେ ପ୍ରଯୋଜକ ଅକ୍ଷୟ ପାରିଜା ଙ୍କ ପ୍ରତିକ୍ରିୟା ଶୁଣିବାକୁ ଚାହିଁଥିଲେ ମାତ୍ର ସେ କିଛି ନ କହି ଲକ୍ଷ୍ମୀ ନଗରରେ ଥିବା ଆପାର୍ଟ ମେଣ୍ଟରୁ ବାହାରି ଚାଲି ଯାଇଥିଲେ ।

ମି-ଡି-ଆ ଘେରି ଯାଇଥିବାରୁ ପ୍ରଯୋଜକ ଅକ୍ଷୟ ପରିଜା ସେମାନଙ୍କୁ କହିଥିଲେ ଯେ ଆପଣ ମାନେ ମୋ ସହିତ ମିସ ବିହେବ କରୁଛନ୍ତି । ବାସ ଏତିକି କହି ସେ କାର ଭିତରେ ବସି ଚାଲିଗଲେ । ଅକ୍ଷୟ ପରିଜା ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା ମାତ୍ର ସେ ଲିଖିତ ଭାବରେ କିଛି ଫର୍ମ ରଖିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଗଣ ମାଧ୍ୟମ ପାଖରେ ନିଜର ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଅଭିଯୋଗ ହୋଇଛି ଲକ୍ଷ୍ମୀ ସାଗର ଥାନାରେ । ଏହି ଅଭିଯୋଗ କୁ ବର୍ତ୍ତମାନ ଅକ୍ଷୟ ପରିଜା ଖଣ୍ଡନ କରୁ ନାହାଁନ୍ତି କି ପ୍ରତିକ୍ରିୟା କରିବାକୁ ମନା କରୁଛନ୍ତି । ଏବେ ଖୋଲା ଖୋଲି ସାମ୍ନାରେ ମନା କରିସାରିଛନ୍ତି ଏବଂ ତାଙ୍କ ସହିତ ତାଙ୍କ ଓକିଲ ଗାଡି ମଧ୍ୟରେ ଥିବା ଜଣାପଡିଥିଲା । ସେ ଗଣ ମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଯୁବତୀ ଙ୍କ ଅଭିଯୋଗ କ୍ରମେ ଅକ୍ଷୟ ପରିଜା ତାଙ୍କୁ କହିଥିଲେ ଯେ ତୁ କାହାକୁ ଏ ସମ୍ବନ୍ଧରେ ଜଣାଇଲେ ମୁଁ ତତେ ଜୀବନରୁ ମଆରିଦେବି । ଏହା ସହିତ ସେ କହିଥିଲେ ଯେ ଅନ୍ୟତ୍ର କେଉଁଠାରେ ବିବାହ କରିଲେ ମଧ୍ୟ ରଖିଥିବା ନ୍ୟୁଡ ଫଟୋ ସବୁ ଭା-ଇ-ରା-ଲ କରିଦେବେ । ଯୁବତୀ ଙ୍କ ସହିତ ଅକ୍ଷୟ ପରିଜା ହୋଇଥିବା ଅନ୍ତରଙ୍ଗର ମୂହୁର୍ତ୍ତର ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା ।

ଦୀର୍ଘ ବର୍ଷ ଧରି ଯୁବତୀ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଥିଲେ ଆଉ କହିଥିଲେ ଯେ ସିରିୟଲରେ ତାଙ୍କୁ ହିରୋଇନ ତଥା ଅଭିନୟ କରିବାକୁ ସୁଯୋଗ ଦେବେ । ଏବଂ ତାଙ୍କର କୌଣସି ଏକ ବ୍ୟବସାୟ ମଧ୍ୟ କରିବାରେ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ ।

ଏହିଭଳି କହି ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସିଛନ୍ତି ବୋଲି କହିଛନ୍ତି ଯୁବତୀ ଜଣଙ୍କ । ତେବେ ପୋଲିସ ବର୍ତ୍ତମାନ ଏ ନେଇ କେଉଁ ପଦକ୍ଷପ ଗ୍ରହଣ କରୁଛି ତାହା ଦେଖିବା ବାକି ରହିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *