ଯୁବକଙ୍କୁ ମହଙ୍ଗା ପଡିଗଲା ମାଙ୍କଡ ସହ ସେଲଫି ନେବା, ରାଗି ଯାଇ ମାଙ୍କଡ ଯାହା କଲା ଦେଖିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ…

ବନ୍ଧୁଗଣ, ସାଧାରଣତଃ ଅନେକ ସମୟରେ ସେଲ୍ଫି କାଳ ସାବ୍ୟସ୍ଥ ହୋଇଥାଏ । ସେଲ୍ଫି ନେଉ ନେଉ କେଉଁଠାରେ ଜୀବନ ଚାଲିଯାଇଥାଏ ତ କେଉଁଠି ପାଣିରେ ଲୋକେ ଭାସିଯାଇଥାନ୍ତି । ଏହିଭଳି ଦୃଶ୍ୟ ଆପଣ ମାନେ ଦେଖିଛନ୍ତି କିନ୍ତୁ ଆଜି ଆମ୍ଭେ କହିବାକୁ ଯାଉଅଛୁ ସେଲ୍ଫିକୁ ନେଇ ଏକ ମଜାଳିଆ କଥା । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ତେବେ ଯାଜପୁରର ଜଣେ ବ୍ୟକ୍ତି ମାଙ୍କଡ ସହ ସେଲ୍ଫି ନେଉଥିଲେ ।

ଆଉ ସେଲ୍ଫି ନେବା ସମୟରେ ମାଙ୍କଡ ଟି ମଧ୍ୟ ଜାଣିପାରୁଛି ଯେ ଏହି ଭାଇ ଜଣଙ୍କ ତାଙ୍କ ସହିତ ସେଲ୍ଫି ନେବାପାଇଁ ଚହୁଁଛନ୍ତି । ସେହି ବ୍ୟକ୍ତି ଜଣଙ୍କ ମାଙ୍କଡ ପାଖକୁ ଯାଉଛନ୍ତି ଏବଂ ନିକଟବର୍ତ୍ତୀ ହେବା ସମୟରେ ମାଙ୍କଡ ତାଙ୍କୁ ଏକ ଶକ୍ତ ଚାପୁଡା ମାରିଛନ୍ତି । ଏଥିରେ ଯୁବକଙ୍କ ହାତରୁ ମୋବାଇଲ ଟି ଖସିପଡିଥିଲା । ଏହାପରେ ମାଙ୍କଡ ଟି ଯୁବକ ଜଣଙ୍କୁ ଚଟକଣା ପରେ ଚଟକଣା ମାରିବାରେ ବ୍ୟସ୍ତ ।

ତେବେ ଏହା ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାରେ ଲାଗିଛି । ଏ ମୋବାଇଲରୁ ସେ ମୋବାଇଲ ଘୁରି ବୁଲୁଛି । ତେବେ ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲାର । ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଅମୃତୀୟା ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯୁବକ ଜଣକ ମାଙ୍କଡ ପାଖକୁ ଯାଇ ସେଲ୍ଫି ନେବାରେ ବ୍ୟସ୍ତ ।

ଦୂରରୁ ସେଲ୍ଫି ନେଲାବେଳେ ମନ ବୁଝୁନଥିଲା ଯୁବକ ଶେଷରେ ପାଖକୁ ଯାଇ ସେଲ୍ଫି ଉଠାଇଲା ବେଳେ ଚାପୁଡା ପରେ ଚାପୁଡା ମାରି ଚାଲିଥିଲା ମାଙ୍କଡ । ଆଉ ମାଙ୍କଡ ର ଶକ୍ତ ଚାପୁଡାରେ ଯୁବକଙ୍କ ହାତରୁ ମୋବାଇଲ ଖସି ପଡିବା ସମୟରେ ମୋବାଇଲଟି ଭାଙ୍ଗି ଯାଇଥିଲା । ଏହା ବର୍ତ୍ତମାନ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ଏହା ସହିତ ଏହି ଭିଡିଓ କୁ ଯିଏ ଦେଖୁଛି ସେ ନ ହସି ରହିପାରୁନାହିଁ ।

କିନ୍ତୁ ଥରେ ଚିନ୍ତା କରିବାକୁ ହେବ ଯେ ମାଙ୍କଡ ଟି ଯଦି ଚାପୁଡା ନ ମାରି ବ୍ୟକ୍ତି ଜଣଙ୍କୁ କାମୁଡି ଦେଇଥାନ୍ତା ଅଥବା ଅନ୍ୟ କିଛି ଗୁରୁତ୍ଵର କାର୍ଯ୍ୟକଳାପ କରିଥାନ୍ତା ମାଙ୍କଡଟି ତେବେ ତାହାର ପରିଣାମ ଯେ କେତେ ଭୟଙ୍କର ହୋଇଥାନ୍ତା ତାହା ବୋଧ ହୁଏ ବ୍ୟକ୍ତି ଜଣକ ଅନ୍ଦାଜା ଲଗାଇପାରୁ ନାହାଁନ୍ତି । ବିନୀତ ଅନୁରୋଧ ଯେ ମଣିଷ ହୋଇ ମାଙ୍କଡ ଭଳି ଅଦ୍ଭୁତ କାର୍ଯ୍ୟକଳାପ ନ କରି ହିତାହିତ ଜ୍ଞାନ ରଖନ୍ତୁ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *