Interesting GK Questions- କେଉଁ ଗଛ ତଳେ ଶୋଇଲେ ମନୀଷା ମରିଯାଏ ? ଜାଣିଥିଲେ କୁହନ୍ତୁ…

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ସର୍ବୋତ୍ତମ ଅଟେ । ତେବେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ତାଙ୍କ ସହିତ ଯେଉଁମାନେ ସରକାରୀ ଚାକିରୀ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ କାର୍ଯ୍ୟକାରୀ ଅଟେ । ତେବେ ଆସନ୍ତୁ ଜାଣିନେବା ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ।

୧;- ନବାବ ମାନଙ୍କ ସହର ର ଉପନାମ ଭାବରେ କିଏ ପରିଚିତ ?

ଉତ୍ତର;- ଲକ୍ଷ୍ନୌ ।

୨;- ସବୁଠାରୁ ବିଶ୍ଵସ୍ଥ ପଶୁ କାହାକୁ କୁହାଯାଏ ?

ଉତ୍ତର;- କୁକୁର ।

୩;- ଭାରତରେ ସବୁଠାରୁ ପ୍ରଥମ ଟାକ୍ସିସେବା କେଉଁ ସହରରେ ଲାଗୁ ହୋଇଥିଲା ?

ଉତ୍ତର;- ବେଙ୍ଗାଲୁରୁରେ ।

୪;- ଭାରତର କେଉଁ ରାଜ୍ୟରେ ୩ ଟି ସନ୍ତାନ ରୁ ଅଧିକ ଜନ୍ମ କରିଲେ ୧୦ ହଜାର ଟଙ୍କା ର ଜୋରିମାନା ଲାଗିଥାଏ ?

ଉତ୍ତର;- କେରଳ ରାଜ୍ୟରେ ।

୫;- କେଉଁ ଭିଟାମିନ ଘା’ ଭରିବାରେ ସାହାର୍ଯ୍ୟ କରିଥାଏ ?

ଉତ୍ତରଲ;- ଭିଟାମିନ K ।

୬;- ବିଶ୍ଵର କେଉଁ ଦେଶ ଅଛି ଯେଉଠାରେ ଗୋଟିଏ ମାତ୍ର ନଦୀ ନାହିଁ ?

ଉତ୍ତର;- ସାଉଦୀ ଆରବରେ ।

୭;- ମାନଚିତ୍ରରେ ନଦୀ କୁ କେଉଁ ରଙ୍ଗରେ ଦେଖାଯାଇଥାଏ ?

ଉତ୍ତର;- ନୀଳ ରଙ୍ଗରେ ।

୮;- ସୂର୍ଯ୍ୟ କିରଣରେ କେତୋଟି ରଙ୍ଗ ଦେଖାଯାଇଥାଏ ?

ଉତ୍ତର;- ୭ ଟି ରଙ୍ଗ ।

୯;- ଷ୍ଟେଚୁ ଅଫ ୟୁନିଟି କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର;- ନର୍ମଦା ନଦୀ କୂଳରେ ।

୧୦;- କେଉଁ ଜୀବ ନିଜ ମା କୁ କେବେ ମଧ୍ୟ ଦେଖିନାହିଁ ?

ଉତ୍ତର;- ବିଛା ।

୧୧;- ଭାଙ୍ଗଡା କେଉଁଠିକାର ଲୋକନୃତ୍ୟ ଅଟେ ?

ଉତ୍ତର;- ପଞ୍ଜାବ ।

୧୨;- ଆମ ଆଦ୍ମି ପାର୍ଟି ର ସ୍ଥାପନ କେବେ ହୋଇଥିଲା ?

ଉତ୍ତର;- ୨୬, ନଭେମ୍ବର ୨୦୧୨ ରେ ।

୧୩;- ତାହା କେଉଁ ପଶୁ ଅଟେ ଯାହାକୁ ଗୋଲାପି ଝାଳ ବାହାରିଥାଏ ?

ଉତ୍ତର;- ଦରିୟାଲ ଘୋଡା ।

୧୪;- କେଉଁ ସ୍ଥାନରେ କୁମ୍ଭମେଳାର ଆୟୋଜନ ହୋଇନଥାଏ ?

ଉତ୍ତର;- ବାରଣାସୀ ।

୧୫;- ମିଲଖା ସିଂ କୁ ଆଉ କେଉଁ ନାମରେ ଜଣାଯାଇଥାଏ ?

ଉତ୍ତର;- ଦ ଫ୍ଲାଇଣ୍ଡ ଶିଖ ।

୧୬;- “ବଙ୍ଗଳା ର ସେଖ” ନାମରେ କେଉଁ ନଦୀ କୁ ଜଣାଯାଇଥାଏ ?

ଉତ୍ତର;- ଦାମୋଦର ନଦୀ ।

୧୭;- ଦିଲ୍ଲୀ ପୂର୍ବରୁ ଭାରତର ରାଜଧାନୀ କେଉଁଠାରେ ଥିଲା ?

ଉତ୍ତର;- କଲୋକତା ରେ ।

୧୮;- ନେପାଲ ର ସବୁଠାରୁ ପ୍ରିୟ ଖେଳ କେଉଁଟା ?

ଉତ୍ତର;- ବେସବଲ ।

୧୯;- ଇଂରେଜ ମାନଙ୍କ ର ସର୍ବାଧିକ ବିରୋଧ କିଏ କରିଥିଲେ ?

ଉତ୍ତର;- ମୋଗଲ ବଂଶ ।

୨୦;- କେଉଁ ବୃକ୍ଷ ତଳେ ମନୁଷ୍ୟ ଶୋଇଲେ ମରିଯାଏ ?

ଉତ୍ତର;- ବବୁଲ ଗଛ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *