ଯୁବକ ଜଣକ ଟ୍ରେନ ଭିତରେ ଯାହା କହିଲେ ହସି ହସି ପେଟ ଦରଜ ହେଇଯିବ, ଦୟା କରି ପୁଅ ମାନେ ଏହି Video କୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ବର୍ତ୍ତମାନର ସମୟରେ ସୋ-ସି-ଆ-ଲ ମି-ଡି-ଆ-ରେ ଏପରି ସବୁ ଭିଡିଓ ଭା-ଇ-ରା-ଲ ହେଉଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବର୍ତ୍ତମାନର ସମୟରେ ପ୍ରାୟ ଅଧିକାଂଶ ଲୋକ ପା-ନ, ଗୁ-ଟୁ-କା, ବି-ଡି ଓ ସି-ଗା-ରେ-ଟ ଆଦି ନି-ଶା-ର ସେବନ କରୁଛନ୍ତି । ଏ ସବୁ ଛୋଟ ନି-ଶା ଭାବି ଲୋକମାନେ ବହୁଳ ମାତ୍ରାରେ ଏହାର ସେବନ କରୁଛନ୍ତି । କିନ୍ତୁ ବନ୍ଧୁଗଣ ପା-ନ ଗୁ-ଟୁ-କା ଆଦି ନି-ଶା ଦ୍ର-ବ୍ୟ ସେବନ କରିଲେ କ୍ୟା-ନ୍ସ-ର ରୋଗ ହୋଇଥାଏ ଯାହା ବିଷୟରେ ଆପଣ ମାନେ ନିଶ୍ଚୟ ଜାଣିଥିବେ ।

ତେବେ ଭାରତ ସରକାର ଏହି ସବୁ ନି-ଶା ଦ୍ରବ୍ୟର ପ୍ଯାକେଟରେ ସଚେତନ କରାଇବା ସହ ନି-ଶା ଦ୍ରବ୍ୟ ଛାଡିବା ପାଇଁ ଅନେକ ନି-ଶା ମୁ-କ୍ତି କେନ୍ଦ୍ର ମଧ୍ୟ ଖୋଲିଛନ୍ତି ହେଲେ ଲୋକ ମାନେ ବୁଝିବାକୁ ନାରାଜ । ତେବେ ଗତ କିଛି ସମୟ ହେବ ଏକ ଭିଡିଓ ବହୁଳ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓରେ ଜଣେ ଲୋକ ଟ୍ରେନ ଭିତରେ ଗୁ-ଟୁ-କା ବିକ୍ରି କରୁଥିବାର ନଜର ଆସୁଛି । ବନ୍ଧୁଗଣ ଲୋକଟିର ଗୁ-ଟୁ-କା ବିକିବା ଷ୍ଟାଇଲ ଦେଖି ଅନେକ ଲୋକ ସଚେତନ ହୋଇଛନ୍ତି ।

ଗୁ-ଟୁ-କା ଖାଇଲେ କଣ ହେବ ଓ ଆପଣଙ୍କ ସମ୍ପର୍କୀୟ ମାନେ ଆପଣଙ୍କୁ ହରାଇ କଣ ପାଇବେ ସେ ସବୁ କଥା କହିଛନ୍ତି । ବେପାରୀଙ୍କ ମତରେ, ଯାହାକୁ ମ-ରି-ବା-ର ଇଛା ଅଛି ସେମାନେ ସାମ୍ନାକୁ ଆସନ୍ତୁ ଓ ଗୁ-ଟୁ-କା କିଣି ଖାଆନ୍ତୁ । ଏମିତିରେ ବନ୍ଧୁଗଣ କିଏ ଗୁଟୁକା ଖାଇବ । ବେପାରୀଙ୍କ ଏହି ସଚେତନ ମୂଳକ ଭିଡିଓ ବର୍ତ୍ତମାନ ବହୁତ ଭା-ଇ-ରା-ଲ ହେଉଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *