ଏକୁଟିଆ ମହିଳା ଜଣକ ନିଜ ପିଲାଙ୍କୁ ବଞ୍ଚେଇବା ପାଇଁ ଏହି ଭୟଙ୍କର ଚନ୍ଦ୍ରନାଗ (Monocled Cobra) ସହିତ ଯାହା କଲେ ଦେଖିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ନାଗ ସାପ ନିଶ୍ଚୟ ଦେଖିଥିବେ । ସାଧାରଣତଃ ସାପ ମାନଙ୍କର ବହୁତ ପ୍ରଜାତି ଅଛି ସେଥିମଧ୍ୟରୁ ନାଗ ସାପ ହେଉଛି ପୂଜନୀୟ । ଆମ ହିନ୍ଦୁ ଧର୍ମ ଅନୁସାରେ ନାଗ ସାପର ବହୁତ ପୁରାଣିକ ମାନ୍ୟତା ରହିଛି  । ଆଗରୁ ହିଁ ଲୋକମାନେ ନାଗ ସାପର ପୂଜା ଅର୍ଚ୍ଚନା କରନ୍ତି । ହେଲେ ବନ୍ଧୁଗଣ ଏହି ସାପଟି ଯେତିକି ପୂଜନୀୟ ସେତିକି ମା-ରା-ତ୍ମ-କ ମଧ୍ୟ ଅଟେ ।

ଯଦି ନାଗ ସାପ କୌଣସି ମଣିଷକୁ ଚୋ-ଟ ମା-ରେ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରା-ଣ ହରାଇବ । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଚନ୍ଦ୍ର ନାଗ ସାପ ସହ ଜଡିତ ଏକ ଘଟନା ବହୁତ ଚର୍ଚାରେ ଅଛି ଓ ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଚନ୍ଦ୍ର ନାଗ ସାପ ଏକ ଘର ଭିତରେ ଥିଲା ଯାହାକୁ ରାତି ୧ଟାରେ ଘରର ଜଣେ ମହିଳା ଦେଖିଲେ । ଘରେ ମହିଳାଙ୍କ ଚୋଟ ଛୁଆ ମଧ୍ୟ ଥିଲେ । ନିଜ ଛୁଆକୁ ନାଗ ଠାରୁ ବଞ୍ଚାଇବା ପାଇଁ ମହିଳା ଜଣକ କୌଣସି ଉପାୟ ନ ପାଇ ନାଗ ଉପରେ କିଛି ବିଷ ପକାଇବା ସହିତ ଏକ ମାଛ ଜା-ଲ ପକାଇ ଦେଲେ ଯାହାଫଳରେ ସାପଟି ଜା-ଲ ଭିତରେ ଫ-ସି-ଗ-ଲା ଓ ବେହୋସ ହୋଇ ଯାଇଥିଲା । ବନ୍ଧୁଗଣ ରାତି ସାରା ସେହି ପରିବାର ସାପ ପାଇଁ ସୋଇ ନଥିଲେ ।

ସକାଳ ସମୟରେ ଏକ ସାପ ଧରାଳି ସେହି ସ୍ଥାନକୁ ଆସି ସାପଟିକୁ ସାବଧାନତାର ସହ ଉଧାର କରିଲେ । ଓ ତାକୁ ହୋସ ରେ ଆଣିବା ପାଇଁ ପାଣି ବାଲଟି ରେ ବୁଡାଇ ଦେଲେ ଯାହା କିଛି ସମୟ ପରେ ସାପତିର ହୋସ ଆସିଯିବ ଓ ସେ ତାକୁ ସୁରକ୍ଷିତ ଜଙ୍ଗଲରେ ଛାଡି ଦେବେ । ମହିଳାଙ୍କ ଏହି ସାହସିକତାକୁ ଦେଖି ସମସ୍ତ ଲୋକ ତାଙ୍କର ପ୍ରଶଂସା କରିଥିଲେ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *