ଓଡିଶାର ଲୋକପ୍ରିୟ ସିଙ୍ଗର Ipsita ଙ୍କୁ ବିବାହ କରିବେ ସିଙ୍ଗର Kuldeep, ସାରିଲା ନିର୍ବନ୍ଧ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଓଡିଆ ସିଙ୍ଗର ମାନେ ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ଏକ ବଡ ଖବର ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ଓ ଏହି ଖବରଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ମଧ୍ୟ ପାଲଟିଛି ।

ବନ୍ଧୁଗଣ ଓଡିଆ ସିଙ୍ଗର କୁଲଦୀପ ପଟ୍ଟନାୟକ ଓ ଇପ୍ସିତା ପଣ୍ଡା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ଗାୟିକା ଇପ୍ସିତା ପଣ୍ଡା ଓ ଗାୟକ କୁଲଦୀପ ପଟ୍ଟନାୟକଙ୍କ ଅନେକ ସୁପର ହିଟ ଗୀତ ଶୁଣିଥିବେ ।

ଉଭୟ ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ତେବେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ବଡ ଖବର ସାମ୍ନାକୁ ଆସୁଛି । କୁଲଦୀପ ଓ ଇପ୍ସିତା ବହୁତ ଶୀଘ୍ର ବିବାହ ବ-ନ୍ଧ-ନରେ ବା-ନ୍ଧି ହେବାକୁ ଯାଉଛନ୍ତି । ତେବେ କୁଲଦୀପ ଓ ଇପ୍ସିତାଙ୍କ ନିର୍ବନ୍ଧ ସରିଛି ।

କୁଲଦୀପ ଏହି ବଡ ଖବର ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ସେ-ୟା-ର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚା ଚାଲିଛି । ନିର୍ବନ୍ଧ ସମୟରେ ଏହି ଦୁଇଜଣଙ୍କ ପରିବାର ଲୋକ ଉପସ୍ଥିତ ଥିବାର କୁଲଦୀପ କହିଛନ୍ତି । ଏହି ଦୁଇଜଣଙ୍କ ନିର୍ବନ୍ଧ ଏକ ମନ୍ଦିରରେ ହୋଇଛି ।

ଉଭୟଙ୍କ ଗୀତକୁ ଓଡିଶା ବାସୀ ବେସ ପସନ୍ଦ କରନ୍ତି ଓ ଉଭୟଙ୍କୁ ଓଡିଶା ବାସୀ ବେସ ଭଲ ପାଇବା ମଧ୍ୟ ଦେଇଛନ୍ତି । ଏହି ନିର୍ବନ୍ଧରେ କୁଲଦୀପ ଓ ଇପ୍ସିତାଙ୍କ ସହ ତାଙ୍କ ପରିବାର ଲୋକେ ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ନିର୍ବନ୍ଧ ସରିବା ପରେ କୁଲଦୀପ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏହି ସବୁ ଫଟୋକୁ ଅପଲୋଡ କରିଛନ୍ତି ।

ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି ଖବର ବିଷୟରେ ଜାଣି ବେସ ଅଧିକ ଖୁସି ଅଛନ୍ତି । ତେବେ ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହ ବହୁତ ଶୀଘ୍ର ହେବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *