ମାଟି ତଳେ ମୃତ ଦେହ ଅଛି ବୋଲି କେମିତି ଜାଣିଲା ପୋଲିସ ! ସାମ୍ନାକୁ ଆସିଲା ଏହି ସାଙ୍ଘାତିକ ସତ, ଦେଖନ୍ତୁ Video

ବନ୍ଧୁଗଣ ବହୁ ଚର୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଦକ୍ଷ ମମିତା ମେହେର ହ-ତ୍ୟା ମାମଲାରେ ସଭାପତି ଗୋବିନ୍ଦ ସାହୁକୁ ପୋଲିସ ଗି-ର-ଫ କରିଛି । ହ-ତ୍ୟା ମା-ମ-ଲା-ରୁ ରହସ୍ୟ ଉଠାଇ ପୋଲିସ କହିଛି, ଗୋବିନ୍ଦ ସାହୁର ଅ-ନୈ-ତି-କ କ-ର୍ଣ୍ଣ-ମା-ର ପ୍ରମାଣ ମମିତାଙ୍କ ହାତରେ ଲାଗି ଥିବାରୁ ତାଙ୍କୁ ରାସ୍ତାରୁ ହ-ଟା ଯାଇଥିବାର ଜଣା ପଡିଛି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ।

ମାଟି ତଳେ ମମିତାଙ୍କ ମୃ-ତ ଦେହ ଥିବା ବିଷୟରେ ପୋଲିସ କେମିତି ଜାଣିଲା । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମୁଖ୍ୟ ଖବର ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ସ୍କୁଲର ୱାଚମ୍ୟାନକୁ ଯେତେବେଳେ ପୋଲିସ ଜେ-ରା କରିଲା ସେତେବେଳେ ପୋଲିସ ହାତରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଆସିଥିଲା ।

ଜେ-ରା କରିବା ବେଳେ ୱାଚମ୍ୟାନ କହିଥିଲେ, ରାତିରେ ଲାଇଟ ଲଗାଇ ଷ୍ଟାଡିୟମ ଖୋ-ଳା ଯାଉଥିଲା ଓ ସେ ନିଜ ଆଖିରେ ସେହି ଦୃଶ୍ୟ ଦେଖିଥିବାର ପୋ-ଲିସକୁ କହିଥିଲା । ବନ୍ଧୁଗଣ ଏହା ପରେ ପୋଲିସ ସ-ନ୍ଦେ-ହ କରି ମହାଲିଙ୍ଗ ଷ୍ଟାଡିୟମ ଯାଇଥିଲା ଓ ତ-ନା-ଘ-ନା ଯା-ଞ୍ଚ କରିଥିଲା । ପୋଲିସ ନିଜ ତ-ଦ-ନ୍ତ କ-ଡା-କ-ଡି ରୂପେ କରି ମମିତାଙ୍କ ମୃ-ତ ଦେ-ହ-କୁ ମାଟି ଭିତରୁ ଉ-ଧା-ର କରିଥିଲା ।

ମୃ-ତ ଦେ-ହ ସହ ଏକ ପାଉଁଜି ଓ ଏକ ସୁନା ଚେନ ମଧ୍ୟ ଘ-ଟ-ଣା ସ୍ଥଳରେ ମିଳିଥିଲା । ଏହା ପରେ ମମିତାଙ୍କ ମୃ-ତ ଦେ-ହ-କୁ ଡିଏନଏ ଟେ-ଷ୍ଟ ପାଇଁ ପଠା ଯାଇଥିଲା । ଡିଏନଏ ଟେ-ଷ୍ଟ ପରେ ଏହା ସ୍ପର୍ଷ୍ଟ ହୋଇଥିଲା ଯେ, ସେହି ମୃ-ତ ଦେ-ହ-ଟି ହେଉଛି ମମିତାଙ୍କର । ଗତ କାଲି ଗୋବିନ୍ଦକୁ ପୋଲିସ ଗି-ର-ଫ କରିଥିଲା ଓ ଗୋବିନ୍ଦ ସତ ମାନି ଘ-ଟ-ଣା ବିଷୟରେ କହିଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *