‘ଏବେ ଟୋକା ଟୋକି ଖାଲି କାମୁଡା କାମୁଡି, ସେମାନେ ଏତେ…’ ଦେଖନ୍ତୁ ବର୍ତ୍ତମାନ ଯୁବପିଢୀଙ୍କ ଏମିତି କାହିଁକି କହିଲେ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ସବୁବେଳେ ନିଜ କଡା ବୟାନ ଓ ସମାଜ ସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇ ଏକ ବଡ ବୟାନ ଦେଇଛନ୍ତି । ବନ୍ଧୁଗଣ ଏହି ବୟାନ ସୁର ଭାଇ ଆଜିକାଲିର ଯୁବପିଢିଙ୍କ ପାଇଁ ଦେଇଛନ୍ତି । ଆପଣ ମାନେ ସୁର ଭାଇଙ୍କ ଏହି ବୟାନ ବିଷୟରେ ଜାଣିଲେ ନିଜ ହସ ରୋକିପାରିବେ ନାହିଁ ।

ହେଲେ ସୁର ଭାଇ ଯାହା କହିଛନ୍ତି ତାହା ସତ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ଭାଇ କହିଛନ୍ତି-‘ଏ ଯୁବ ସମାଜ ବୁଲୁଛନ୍ତି ଚାକିରି ନାହିଁ ଆଉ ସବୁଦିନ ରେପ୍ । ଆଉ ନୂଆ ଯେଉଁ ବିବାହ ହେଇଛନ୍ତି ଫୋର୍ଥ ନାଇଟରେ ନଙ୍ଗଳା ହୋଇ ଆଉ କାହାକୁ ଧରି ଶୋଇଲାଣି । ଆଉ ଗୋଟେ କାଲି ବାହା ହେଉଛି କାଚ ଫାଚ ପକେଇକି ତାକୁ ଏମିତି କଲା ଯେ ସେ ଜ୍ଵାଇଁଟା ଅଚେତ ହୋଇ ପଡିଲା ।

ତା ଭାଇ ମାନେ ତାକୁ ବାଡେଇକି ଆକଡାନ୍ତେ । ଆରେ ଏସବୁ ତମେ ଚାରି ଆଡେ ଦେଖିବ ଫରେଷ୍ଟ ପାର୍କ ଯାଅ ଯେଉଁ ଭଳିଆ ଅବସ୍ଥାରେ କାମୁଡା କାମୁଡି ହେଉଛନ୍ତି ଘୃଣା ଲାଗିବ । ଇନ୍ଦ୍ରା ପାର୍କ ଯାଇ ସେ ଖରାରେ ଦେଖିବ ଛାଇ ତଳେ ସୋଇଥିବେ । ଖାଲି କୁଣ୍ଢିଆ କାଣ୍ଢେଇ କାମୁଡା । ଶାସନ ମାନେ ଢିଲା ଏତେ ଏ ପ୍ରେମ ପାଇଁ ଖାଲି ଦେଉଛନ୍ତି । ସେ କଥା କଣ କି ନବୀନ ବାବୁ ବାହା ହେଇ ନାହାନ୍ତି ପ୍ରେମ କଣ ଜାଣି ନାହାନ୍ତି ।

ତେଣୁ ସେ ଫ୍ରି କରିଦେଇଛନ୍ତି ଯେ, ପିଲେ ମୁଁ ତ କରିନି ତମେ କରି ଚାଲ । ଖଣ୍ଡଗିରୀ, ଉଦୟଗିରୀ, ଡେରାସ, ନନ୍ଦନ କାନନ, ଗାନ୍ଧୀ ପାର୍କ, ଇନ୍ଦ୍ରା ପାର୍କ, ବିଯୁ ପଟ୍ଟନାୟକ ପାର୍କ ତମେ ଏଇନେ ଯାଅ ଏବେ ପୁଅ ଝିଅ କେଉଁ ଅବସ୍ଥାରେ ଥିବେ ଓହୋ ଘୃଣା । ଏବେ ପରା ମେଲେଇ ଦେଇଛି ନବୀନ ପଟ୍ଟନାୟକ । ପୁରା ସାହାଡ ମେଲା ଯିଏ ଯାହା କରିପାରିବ ।

ତେଣୁ ସରକାର ଟିକେ କଡାକଡି କରିବା ଦରକାର କେଉଁ ମାନେ ନେକେଡ଼ ପୋଜିସନରେ ଅଛନ୍ତି । ତାଙ୍କୁ ନେଇ ବାଡେଇ ବାଡେଇ ଜେଲ ପର୍ଯ୍ୟନ୍ତ ନେଇ ଜେଲ ମୁହଁରୁ ଛାଡି ଦେବ’ । ତା ହେଲେ ବନ୍ଧୁଗଣ ସୁର ଭାଇଙ୍କ ଏହି ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *