Bike ଚାଳକ ମାନେ ସାବଧାନ ! ଆସିଲା ନୂଆ ନିୟମ, Helmet ପିନ୍ଧିଥିଲେ ବି ଗଣିବେ 2000 ଟଙ୍କା ଫାଇନ…

ବନ୍ଧୁଗଣ ବାହାନ ଚଲେଇବା ବେଳେ କିଛି ପ୍ରମୁଖ ନିୟମ ଗୁଡିକୁ ମାନିବା ନିହାତି ଆବଶ୍ୟକ ଯଦି ଆପଣ ନିୟମ ଉଲଂଘନ କରନ୍ତି ତେବେ ଆପଣଙ୍କ ନାଁରେ କଟି ପାରେ ଚାଲାଣ । ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ବାଇକ ଓ ସ୍କୁଟର ଚଲେଇବା ବେଳେ ହେଲମେଟ ପିନ୍ଧିବା ନିହାତି ଜରୁରୀ ଅଟେ ଆପଣ ଯଦି ହେଲମେଟ ନ ପିନ୍ଧିବେ ତା ହେଲେ ଆପଣଙ୍କୁ ଚାଲାଣ ଦେବାକୁ ହେବ ।

ହେଲେ ଏବେ ଏକ ଏମିତି ଖବର ଆସିଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ୨୦୦୦ ଟଙ୍କା ଚାଲାଣ ଦେବାକୁ ଏବେ ଠାରୁ ରେଡି ରୁହନ୍ତୁ ଯଦି ଟିକେ ଭୁଲ କରନ୍ତି ତା ହେଲେ ଆପଣଙ୍କର ବି ଚାର୍ଜ ହୋଇପାରେ ୨୦୦୦ ଟଙ୍କା ।

ବନ୍ଧୁଗଣ ଏବେ ହେଲମେଟ ପିନ୍ଧିଲେ ବି କଟିବ ୨୦୦୦ ଟଙ୍କା ଚାଲାଣ । ସାବଧାନ ରୁହନ୍ତୁ ବାଇକ ଓ ସ୍କୁଟର ଚାଳକ । ନୂଆ ଟ୍ରାଫିକ ନିୟମ ଅନୁସାରେ ଏବେ ହେଲମେଟ ପିନ୍ଧିବା ପରେ ମଧ୍ୟ ଆପଣଙ୍କର ୨୦୦୦ ଟଙ୍କା ଚାଲାଣ କଟି ପାରେ ତେବେ ଏହା କେମିତି ସମ୍ଭବ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ମୋଟର ବେହିକାଲ ଆକ୍ଟ ଅନୁସାରେ ମୋଟର ସାଇକେଲ ଓ ସ୍କୁଟର ଆଦି ଚଲେଇବା ବେଳେ ଯଦି ଆପଣ ହେଲମେଟର ସ୍ଟ୍ରିପ ବାନ୍ଧି ନାହାନ୍ତି ତ ନିୟମ ୧୦୪ଟି ଏମଭିଏ ମୁତାବକ ଆପଣଙ୍କର ୧୦୦୦ ଟଙ୍କା ଚାଲାଣ କଟିବ ।

ଆଉ ଯଦି ଆପଣ ତୁଟି ପୂର୍ଣ୍ଣ ହୋଇ ବିନା ବିଆଇଏସ ପିନ୍ଧି ଛନ୍ତି ତ ୧୯୪ଟି ଏମଭିଏ ଅନୁସାରେ ଆପଣଙ୍କର ୧୦୦୦ ଟଙ୍କା ଚାଲାଣ କଟି ପାରେ । ଏମିତିରେ ଯଦି ଆପଣ ହେଲମେଟ ପିନ୍ଧିବା ସତ୍ବେ ଯଦି ନିୟମର ପାଳନ କରୁ ନାହାନ୍ତି ତା ହେଲେ ଆପଣଙ୍କ ପକେଟରୁ ୨୦୦୦ ଟଙ୍କା ଯାଇପାରେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *