ପଣ୍ଡିତ ତଥା ପ୍ରବଚକ Jitu Dash ଙ୍କ ନାମରେ ମାତିଛନ୍ତି ଲୁଟେରା, ଲୋକଙ୍କ ଠାରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା, ଶୁଣନ୍ତୁ ଏ ନେଇ କଣ କହୁଛନ୍ତି Jitu Dash, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ର ଯୁଗ ସୋ-ସି-ଆ-ଲ ମି-ଡ଼ି-ଆ-ର ଯୁଗ କହିଲେ କିଛି ଭୁଲ ହେବ ନାହିଁ । ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଲୋକମାନେ ନିଜର ସମୟ କୁ ଅତିବାହିତ କରୁଛନ୍ତି ନିଜର ମନୋରଞ୍ଜନ କରୁଛନ୍ତି ତଥା ନିଜ ପରିବାର ଠାରୁ ମଧ୍ୟ ଦୁରେଇ ଯାଇଛନ୍ତି ।

ସୋ-ସି-ଆ-ଲ ମି-ଡ଼ି-ଆ ରେ ବିଭିନ୍ନ ପ୍ରକାରର ଆପ ଗୁଡିକ ରହିଛି ଯେପରି ଇଂ-ଷ୍ଟା-ଗ୍ରା-ମ, ହ୍ଵା-ଟ୍ସ-ଆ-ପ, ୟୁ-ଟି-ୟୁ-ବ ଆଦି । ଏହି ଆପ ଗୁଡିକ ରେ ଲୋକମାନେ ଦେଶ ବିଦେଶର ଖବର ମଧ୍ୟ ଜାଣି ପାରୁଛନ୍ତି ଏବଂ ନିଜର ପ୍ରିୟ କଳାକାର ହେଉ କିମ୍ବା ଦେଶ ରେ ଘଟୁଥିବା ପରିବର୍ତ୍ତନ କିମ୍ବା ଅଘଟଣ ସଂପର୍କ ରେ ମଧ୍ୟ ଏହି ସୋ-ସି-ଆ-ଲ ମି-ଡ଼ି-ଆ ସୂଚିତ କରିଥାଏ ।

ତେବେ ସୋ-ସି-ଆ-ଲ ମି-ଡ଼ି-ଆ ରେ ଦେଖା ଯାଉଥିବା ସବୁ କଥା ସତ ହୋଇ ନଥାଏ ତେଣୁ ଅନ୍ଧ ଙ୍କ ପରି ତା ଉପରେ ବିଶ୍ୱାସ କରିବା ଉଚିତ ନୁହେଁ । ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ମି-ଥ୍ୟା ଘଟଣା ଏବଂ ଫେ-କ୍ ଆ-କା-ଉ-ଣ୍ଟ ଖୋଲି ଲୋକ ମାନଙ୍କୁ ଠ-କି ଦେଉଛନ୍ତି । ତେବେ ସେହି ଭଳି ପଣ୍ଡିତ ଜିତୁ ଦାସ ତାଙ୍କ ନାମ କୁ ଜରିଆ କରି ଲୁ-ଟେ-ରା ସାଧାରଣ ଲୋକଙ୍କ ଠାରୁ ଲୁ-ଟୁ-ଥି-ବା-ର ଲିଖିତ ଅଭିଯୋଗ ଆଣିଛନ୍ତି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଜାଣିନେବା ।

ଘଟଣା ଟି କିଛି ଏପରି କି ଫେ-ସ-ବୁ-କ- ରେ ପଣ୍ଡିତ ଜିତୁ ଦାସ ଙ୍କ ନାମ ରେ କିଛି ଲୋକ ଫେ-କ୍ ଆ-କା-ଉ-ଣ୍ଟ ଖୋଲିଛନ୍ତି ଏବଂ ଲୋକ ମାନଙ୍କୁ ମେସେଜ ମଧ୍ୟ କରୁଛନ୍ତି ଏହା ଛଡା ଗ୍ରହ ନକ୍ଷତ୍ର ଏବଂ ଜାତକ ଦେଖିବା ବାହାନାରେ ସେମାନଙ୍କ ଠାରୁ ପଇସା ନେଇ ଯାଉଛନ୍ତି କହିବାକୁ ଗଲେ ଲୁ-ଟି ନେଉଛନ୍ତି ।

ତେବେ ଯେତେବେଳେ ଜିତୁ ଦାସ ଙ୍କୁ ଏହି ବାବଦରେ ମାଲୁମ ପଡିଲା ସେତେବେଳେ ସେ କେଉଁଝର ଆନନ୍ଦ ପୁର ଘଷି ପୁର ଥାନା ରେ ଏହି ମା-ମ-ଲା ଏବଂ ତାଙ୍କ ନାମ କୁ ମାଧ୍ୟମ କରି ଲୋକ ମାନଙ୍କ ଠାରୁ ଟଙ୍କା ନିଆ ଯାଉଛି ବୋଲି ଏକ ଲିଖିତ ଅ-ଭି-ଯୋ-ଗ କରିଛନ୍ତି । ତେବେ ଜିତୁ ଦାସ ମଧ୍ୟ ମି-ଡ଼ି-ଆ ଆଗରେ ଏହା ଅନୁରୋଧ କରିଛନ୍ତି କି ସେ ଫେ-ସ-ବୁ-କ ବ୍ୟବହାର କରନ୍ତି ନାହିଁ ।

ସେ ନିଜର ସମୟ ପୁରାଣ ଶାସ୍ତ୍ର ପଢି ସାରିଥାନ୍ତି ତେଣୁ ଯଦି କୌଣସି ଫେ-ସ-ବୁ-କ- ଆ-କା-ଉ-ଣ୍ଟ ମୋ ନାମରେ ହୋଇଥିବ ତେବେ ତାହା ଫେ-କ୍ ଏବଂ ତା ଉପରେ ବିଲକୁଲ ବି ବିଶ୍ୱାସ କରିବେ ନାହିଁ ଏବଂ ଠା-କା-ମୀ ର ଶି-କା-ର ହେବାରୁ ମଧ୍ୟ ବଂଚି ଯିବେ ।

ଏହା ଛଡା ୟୁ-ଟି-ୟୁ-ବ ରେ ତାଙ୍କ ନାମ କୁ ନେଇ ଅ-ଶ୍ଲୀ-ଳ ଭିଡିଓ ପୋଷ୍ଟ ହେଉଛି ତାହା ମଧ୍ୟ ଫେ-କ୍ ତେଣୁ ଆପଣ ମାନେ ଏହି ସବୁ ଜିନିଷ ଉପରେ ବିଶ୍ୱାସ କରିବେ ନାହିଁ କେବଳ ମୁଁ ଯାହା କହିବି ସେହି କଥା ଉପରେ ବିଶ୍ୱାସ କରନ୍ତୁ । ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *