କ୍ୟାମେରାରେ କଏଦ ହେଲା 5 ଟି ଲୋମ ଟାଙ୍କୁରେଇ ଦେବା ଭଳି ଘଟଣା, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏବେ ତ ସୋ-ସି-ଆ-ଲ ମି-ଡ଼ି-ଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋ-ସି-ଆ-ଲ ମି-ଡ଼ି-ଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋ-ସି-ଆ-ଲ ମି-ଡ଼ି-ଆ ରେ ଅନେକ ଭି-ଡି-ଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭି-ଡି-ଓ- ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭି-ଡି-ଓ କୁ ସେୟାର କରି ଭା-ଇ-ରା-ଲ କରାଯାଉଛି । ତେବେ ଯଦି କୌଣସି ଭି-ଡି-ଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭି-ଡି-ଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭା-ଇ-ରା-ଲ କରି ଥାଆନ୍ତି ।

ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅ-ଦ୍ଭୁ-ତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ । ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମ-ଧ୍ୟ ଟା-ଙ୍କୁ-ରି ଉଠିବ । ତେବେ ଆସନ୍ତୁ ସେହିଭଳି କିଛି ଘ-ଟ-ଣା ସମ୍ପର୍କରେ ଆଲୋଚନା କରିବା ଯାହା କ୍ୟାମେରା ରେ ରେକର୍ଡ ହୋଇଯାଇଥିଲା ଏବଂ ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ମଧ୍ୟ ହୋଇ ଯାଇଥିଲା ।

୧- ପ୍ରଥମ ଭିଡିଓ ରେ ମେକ୍ସିକୋ ର ଏକ କଲେଜ ରେ ଚାଳିଶି ଜଣ ଛାତ୍ର ଙ୍କୁ ନେଇ ତାଙ୍କ ଗୁରୁ ଏକ ଏକ୍ସପେରିମେଂଟ କଲେ । ତାଙ୍କର କହିବାର ଥିଲା କି ଯଦି ଆମେ ଷଣ୍ଢ ସହ ଲାଗିବା ନାହିଁ ତେବେ ସେ ଆମର କୌଣସି କ୍ଷତି କରେ ନାହିଁ । ତେଣୁ ସେ ସେହି ଛାତ୍ର ମାନ ଙ୍କୁ ଠିଆ କରି ଏମ ଷଣ୍ଢ କୁ ଖୋଲା ଛା-ଡି ଦେଇଥିଲେ । ତେବେ ସେ ଏଠୁ ସେଠି ଦୌଡ଼ି ବାକୁ ଲାଗିଲା କିନ୍ତୁ କାହାର କିଛି ବି କ୍ଷତି କରି ନଥିଲା ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଥିଲେ ।

୨- ଦ୍ଵିତୀୟ ଭିଡିଓ ରେ କାନ୍ନଡା ରେ ଜଣେ ବ୍ୟକ୍ତି ବାହାରୁ ଘର ଭିତରକୁ ଯାଉଥିଲା ସେ ଠିକ ଘର ଭିତରେ ଯିବା ମାତ୍ରେ ହିଁ ଗୋଟିଏ ଗଛ ଉପରେ ବି-ଜୁ-ଳି ପ-ଡି-ଥି-ଲା ଏବଂ ସେହି କ୍ଷଣେ ହିଁ ସେ ଗଛ ପୁରାପୁରି ନଷ୍ଟ ହୋଇ ଯାଇଥିଲା ତେବେ ଏହା ହେଉଛି ସେହି ବ୍ୟକ୍ତି ର ଭଲ ଭାଗ୍ୟ ଯେ ସେ ବଞ୍ଚିଗଲା ।

୩- ତୃତୀୟ ରେ ହେଉଛି ନେପାଳ ରେ ୨୦୧୫ ରେ ଏକ ବହୁତ ବଡ଼ ଭୂକମ୍ପ ଆସିଥିଲା । ଯାହା ଦ୍ୱାରା ସେଠାକାର ରାସ୍ତା ଫା-ଟି ଯାଇଥିଲା ଏବଂ ବହୁତ କିଛି ନ-ଷ୍ଟ ମଧ୍ୟ ହୋଇ ଯାଇଥିଲା ତେବେ ଏହି ଦୃଶ୍ୟ ସମସ୍ତ ଙ୍କୁ ଭ-ୟ-ବି-ତ କରି ଦେଇଥିଲା ।

୪- ଚତୁର୍ଥ ରେ ହେଉଛି ୨୦୧୬ ଫେବ୍ରୁଆରୀ ର କଥା ନିୟୁର୍କ କୁ ଏକ ସୁନାମି ଏକ ଦମ ନ-ଷ୍ଟ କରିଦେଇଥିଲା କିଛି କ୍ଷଣ ରେ ମାତ୍ର ସବୁ କିଛି ଓଲଟ ପାଲଟ ହେଇଗଲା ଏବଂ ସବୁକିଛି କିଛି କ୍ଷଣ ରେ ଧ୍ୱଂ-ସ ହୋଇ ଗଲା । ସେତେବେଳେ ର ଏହି ଦୃଶ୍ୟ କୁ ଦେଖି ସମସ୍ତେ ଭ-ୟ-ବି-ତ ହୋଇ ଯାଇଥିଲେ ।

୫- ପଞ୍ଚମ ରେ ହେଉଛି ଅଷ୍ଟ୍ରେଲିଆ ର ଯାହାକି ୨୦୧୩ ମସିହାର ଘ-ଟ-ଣା । ସେଠାରେ ବାତ୍ୟା ଆସିବା ଯୋଗୁଁ ସମୁଦ୍ର ତଟ ର ସମ୍ପୂର୍ଣ୍ଣ ଇଲାକା ସମୁଦ୍ର ଫେଣ ରେ ଭର୍ତ୍ତି ହୋଇଗଲା ଯେମିତି ଲାଗୁଥିଲା ଫେଣ ପୁରା ସହରକୁ ଘୋଡାଇ ରଖିଛି ତେବେ ଏହା ଏକ ଅଦ୍ଭୁତ ଘଟଣା ଟି କିନ୍ତୁ କିଛି ଲୋକ ଏହି ମୁହୂର୍ତ୍ତରେ ମଜା ମଧ୍ୟ କରୁଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *