Jio ଲଞ୍ଚ କଲା 1 ଟଙ୍କାର ବମ୍ପର ପ୍ଯାକେଜ ! ମାତ୍ର 1 ଟଙ୍କା ରିଚାର୍ଜ କଲେ ମିଳିବ 30 ଦିନର ଭ୍ୟାଲିଡିଟି ସହ ଶାନଦାର ଡାଟା, ଜଲ୍ଦି କରନ୍ତୁ !

ବନ୍ଧୁଗଣ, ବର୍ତ୍ତମାନ ରିଲାଏନ୍ସ ଜିଓ ସବୁଠାରୁ ଶସ୍ତା ପ୍ଳାନ ଆରମ୍ଭ କରିଛି । ଏହି ପ୍ଳାନ ର ମୂଲ୍ୟ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜିଓ ଯେଉଁ ପ୍ଳାନ ବର୍ତ୍ତମାନ ଲଞ୍ଚ କରିଛି ତାହାର ମୂଲ୍ୟ୧ ଟଙ୍କା ରହିଅଛି । ଏହି ପ୍ଳାନ ମାଇ ଜିଓ ଆପରେ ତାଲିକାଭୁକ୍ତ ହୋଇଛି । ଏହି ପ୍ଳାନ ଟି ସେହି ମାନଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ ଯେଉଁମାନେ ଏହି ସିମ କୁ ସକ୍ରିୟ ରଖିବାକୁ ଚାହୁଁଛନ୍ତି । ଏହି ପ୍ଳାନ ରେ କୌଣସି ପ୍ରକାର କଲିଂ ଏବଂ ଏସଏମଏସର ସୁବିଧା ନାହିଁ ।

୧ ଟଙ୍କାର ଏହି ପ୍ଳାନ ୩୦ ଦିନର ବୈଧତା ସହିତ ଆସୁଛି । ଏଥିରେ କେବଳ ୧୦୦ ଏମବି ଡାଟା ରହିଛି । ଡାଟା ସାରିବା ପରେ ଇଣ୍ଟରନେଟ ସ୍ପିଡ ୬୦ କେବିପିଏସକୁ ଖସିଯିବ । ଜିଓର ୧ ଟଙ୍କାର ପ୍ଳାନ ଦେଶର ସବୁଠାରୁ ଶସ୍ତା ପ୍ଲାନରେ ପରିଣତ ହୋଇଛି । ଜିଓ ବ୍ୟତୀତ କୌଣସି ଟେଲିକମ କମ୍ପାନୀ ୧ ଟଙ୍କାର ପ୍ଳାନ ପ୍ରଦାନ କରିନାହିଁ । ଜିଓର ୧୦ ଏବଂ ୨୦ ଟଙ୍କାର ଶସ୍ତା ପ୍ଳାନ ମଧ୍ୟ ଅଛି ।

୧୦ ଟଙ୍କା ପ୍ଲାନରେ ଅସିମୀତ ବୈଧତା ସହିତ ୭.୪୭ ଟଙ୍କା ଟକ-ଟାଇମ ମିଳିଥାଏ । ସେହିପରି ୨୦ ଟଙ୍କା ପ୍ଳାନ ରେ ଆସିମୀତ ବୈଧତା ୧୪.୯୫ ଟଙ୍କାର ଟକଟାଇମ ଉପଲବ୍ଧ ରହିଛି । ମାତ୍ର ବର୍ତ୍ତମାନ ତାହା ସଂପୂର୍ଣ୍ଣ ଭାବରେ ବଦଳିଦେଇଛି । ବର୍ତ୍ତମାନ ଯଦି ଆପଣ ଏହି ପ୍ଳାନ ଅନୁଯାୟୀ ନିଅନ୍ତି । ତେବେ ଆପଣଙ୍କୁ କେବଳ ୧ ଦିନ ର ଭାଲିଡିଟି ମିଳିବ ।

ଏବଂ ୧୦ ଏମବି ର ଡାଟା ମିଳିବ । ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପ୍ଳାନ କୁ ନେବାକୁ ଚାହୁଁଥିଲେ କିନ୍ତୁ ନେଇ ପାରିନଥିଲେ । ସେହିଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ପ୍ଳାନ କୁ ନେଇ ସାରିଛନ୍ତି । ଯେଉଁ ମାନେ ଏହି ପ୍ଳାନ କୁ ନେଇ ଯାଇଛନ୍ତି ସେମାନଙ୍କୁ ୧୦୦ ଏମବି ର ଡାଟା ଏବଂ ୩୦ ଦିନର ଭାଲିଡିଟି ମିଳିଯାଇଥିବ ।

ମାତ୍ର ଯଦି ଆପଣ ବର୍ତ୍ତମାନ ଏହି ପ୍ଳାନ କୁ ନେଉଛନ୍ତି ତେବେ ଆପଣଙ୍କୁ ୧ ଦିନର ଭାଲିଡିଟି ସହିତ ୧୦ ଏମବି ର ଡାଟା ମିଳିବ । ସୂଚନା ଅନୁଯାୟୀ ଏହି ପ୍ଳାନ ରୁ ଲୋକ ମାନଙ୍କୁ ବହୁତ ଫାଇଦା ମଧ୍ୟ ହେବାକୁ ଯାଉଅଛି । ବନ୍ଧୁଗଣ ଏହି ପ୍ଳାନ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *