Jyotish Shastra- ଜୀବନରେ କେବେ ବି ଖୁସିରେ ରୁହନ୍ତି ନାହିଁ ଏହି ୨ ଟି ନାମର ଝିଅ

ବାହାଘର ଏମିତି ଏକ ପବିତ୍ର ବନ୍ଧନ ଯାହା ଦୁଇଟି ହୃଦୟର ମିଳନ ହୋଇଥାଏ । ଏହି ସମ୍ପର୍କ କୁ ଦୁନିଆରେ ବହୁତ ଖାସ ଓ ନିବିଡ଼ କୁହା ଯାଇଥାଏ । ବାହାଘର ପୁର୍ବରୁ ଉଭୟେ ସ୍ୱାମୀ ସ୍ତ୍ରୀ ଦୁଇଜଣ ଅଜଣା ଥାଆନ୍ତି , କିନ୍ତୁ ବାହାଘର ପରେ ଏମାନେ ଦୁହେଁ ଦୁହିଁଙ୍କୁ ଜାଣିଥାନ୍ତି ଓ ତାଙ୍କ ଜୀବନକୁ ଖୁସିରେ ବ୍ୟତୀତ କରିଥାନ୍ତି । ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଛୋଟ ଛୋଟ ଝଗଡା ମଧ୍ୟ ହୋଇଥାଏ ଓ ଏହା ସେମାନଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିଥାଏ । ଏଥିରେ ଉଭୟ ଉଭୟଙ୍କ ପ୍ରତି ବିଶ୍ଵାସ ରଖିବା ଉଚିତ ।

କିନ୍ତୁ , କିଛି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ଏପରି ବଢି ଯାଇଥାଏ କି ସେମାନେ ଉଭୟେ ଉଭୟଙ୍କୁ ବହୁତ ଅପଶବ୍ଦ କହିଥାନ୍ତି । ଏହାଦ୍ୱାରା ସେମାନଙ୍କ ଭିତରେ ଅଶାନ୍ତି ଦେଖାଦେଇଥାଏ ଓ ସେମାନଙ୍କ ଭିତରେ ପ୍ରେମ କମି ଯାଇଥାଏ । ଏହା ଫଳରେ ସ୍ୱାମୀ ତାହାର ସ୍ତ୍ରୀକୁ ସେତିକି ଭଲ ପାଇବା ଦେଇ ନଥାଏ ଯାହା ଦ୍ଵାରା ତାହାର ସ୍ତ୍ରୀ ବହୁତ ଦୁଃଖରେ ରହିଥାଏ ।

ସେହିଭଳି ଆଜି ଆମେ ଦୁଇଟି ନାମ ର ଝିଅ ମାନଙ୍କ ବିଷୟରେ ଜାଣିବା , ଯେଉଁମାନେ ସବୁବେଳେ ତାଙ୍କ ସ୍ଵାମୀଙ୍କ ପାଇଁ ବହୁତ ଦୁଃଖରେ ରହିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ନାମର ଝିଅ ମାନଙ୍କ ବିଷୟରେ ।

ଯେଉଁ ଝିଅମାନଙ୍କର ନାମ ‘P’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ ତାଙ୍କ ଜୀବନରେ ସ୍ଵାମୀଙ୍କ ପାଖରେ ଖୁସିରେ ରହିନଥାନ୍ତି । ସେମାନଙ୍କୁ ସେମାନଙ୍କର ସ୍ୱାମୀଙ୍କୁ ହରେଇବାର ଡର ସବୁବେଳେ ରହିଥାଏ । ସେମାନେ ତାଙ୍କ ସ୍ଵାମୀଙ୍କ ପାଖରୁ ଯେତିକି ଭଲ ପାଇବା ଆଶା କରିଥାନ୍ତି ସେମାନେ ସେତିକି ପାଇନଥାନ୍ତି ।

ଏମାନେ ଚାହାଁନ୍ତି ଏମାନଙ୍କ ସ୍ଵାମୀ ଏମାନଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଓ ଏମାନଙ୍କ ସହ ସବୁ କଥା ଶେୟାର କରନ୍ତୁ । ଯେଉଁ କାରଣରୁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ଦେଖାଦିଏ ଓ ଘରେ ଅଶାନ୍ତି ସୃଷ୍ଟି ହୁଏ । ସେଥିପାଇଁ ସେମାନେ ସବୁବେଳେ ଜୀବନରେ ଦୁଃଖରେ ରହିଥାନ୍ତି ।

ସେହିପରି , ‘K’ ନାମର ଝିଅମାନେ ମଧ୍ୟ ତାଙ୍କ ଜୀବନରେ ସଵୁବେଳେ ଦୁଃଖରେ ରହିଥାନ୍ତି । ଏମାନେ ସ୍ୱଭାବରେ ଖରାପ ହୋଇନଥିଲେ ମଧ୍ୟ , ଏମାନେ ସବୁବଳେ ନିଜ ସ୍ଵାମୀଙ୍କ ଭଲପାଇବା ଉପରେ ସନ୍ଦେହ କରିଥାନ୍ତି । ଏମାନେ ତାଙ୍କ ସ୍ୱାମୀଙ୍କ ଭଲ ପାଇବାକୁ କାହା ସହିତ ବାଣ୍ଟିବାକୁ ଚାହାନ୍ତି ନାହିଁ । ଏମାନେ ସବୁବେଳେ ନିଜ ସ୍ଵାମୀଙ୍କ ପାଖରୁ ସବୁବେଳେ ଭଲପାଇବା ଚାହିଁଥାନ୍ତି ଓ ସେଥିରେ କିଛି ଉଣା ରହିଲା ମାତ୍ରେ ସେମାନେ ରାଗି ଯାଇଥାନ୍ତି । ଏଥିପାଇଁ ସେମାନେ ସର୍ବଦା ଦୁଃଖରେ ରହିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *