ଡିଲୀଟ ହେବା ପୂର୍ବରୁ ଦେଖି ନିଅନ୍ତୁ Shraddha Kapoor ଙ୍କ ନିନ୍ଦନୀୟ ସତ, ଯାହା ପାଇଁ ଶକ୍ତି କପୂର ଙ୍କୁ ବି ହେବାକୁ ପଡିଛି ଟ୍ରୋଲିଙ୍ଗ ର ଶିକାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କୁ ନିଶ୍ଚୟ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଦର୍ଶକ ମାନଙ୍କ ସାମ୍ନାରେ ବହୁତ ସୁନ୍ଦର ଏବଂ ସରଳ ସ୍ଵଭାବର ନଜର ଆସିଥିଲେ ମଧ୍ୟ ଅସଲ ଜୀବନରେ ପୁରା ବିପରୀତ ଅଟନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶ୍ରଦ୍ଧା କପୁରଙ୍କ ଜୀବନ ସହ ଜଡିତ କିଛି ରହସ୍ୟମୟ କଥା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଶ୍ରଦ୍ଧାଙ୍କ ବିଷୟରେ ।

ଦର୍ଶକ ମାନଙ୍କ ସାମ୍ନାରେ ଶ୍ରଦ୍ଧା ଯାହା ନଜର ଆସିଥିଲେ ମଧ୍ୟ ନିଜ ଅସଲ ଜୀବନରେ ଶ୍ରଦ୍ଧାଙ୍କର ବହୁତ ନଖରା ରହିଛି । ଛୋଟ ଛୋଟ କଥା ପାଇଁ ଶ୍ରଦ୍ଧା ବହୁତ ଅଧିକ କ୍ରୋଧ କରିଥାନ୍ତି । ସେଥିପାଇଁ ଅଧିକାଂଶ ବଲିଉଡ ଡାଇରେକ୍ଟର ଶ୍ରଦ୍ଧାଙ୍କୁ ପସନ୍ଦ କରନ୍ତି ନାହିଁ । ହେଲେ ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ କେସ ପାଇଁ ଶ୍ରଦ୍ଧା ଚର୍ଚାରେ ଆସିଛନ୍ତି ।


ବର୍ତ୍ତମାନ ଶ୍ରଦ୍ଧାଙ୍କୁ ଏନସିବି ଟିମ ପଚରା ଉଚରା କରୁଛି । ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହ ଓ ଶ୍ରଦ୍ଧା କପୁରଙ୍କ ଚାଟିଙ୍ଗ ସାମ୍ନାକୁ ଆସିଛି । ଯେଉଁଥିରେ ଶ୍ରଦ୍ଧା ଜୟାଙ୍କୁ ଡ୍ରଗ୍ସ ମାଗୁଛନ୍ତି । ଏହା ପୂର୍ବରୁ ମଧ୍ୟ ଶ୍ରଦ୍ଧା ବିଭିନ୍ନ ବିବାଦରେ ଫସିଥିବାର ନଜର ଆସିଛନ୍ତି । ସାଧାରଣତଃ ଶ୍ରଦ୍ଧାଙ୍କ ବିଷୟରେ ବର୍ତ୍ତମାନ ବହୁତ କିଛି ସାମ୍ନାକୁ ଆସିଛି, ସେଥି ମଧ୍ୟରୁ ଗୋଟେ ହେଉଛି ଶ୍ରଦ୍ଧାଙ୍କର ଡ୍ରେସିଙ୍ଗ ଷ୍ଟାଇଲ ।


ସାଧାରଣତଃ ଶ୍ରଦ୍ଧା ବହୁତ ସିମ୍ପଲ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି । ହେଲେ ଶ୍ରଦ୍ଧାଙ୍କ ଡ୍ରେସ ପାଇଁ ଥରେ ପାକିସ୍ତାନରେ ବହୁତ ବିବାଦ ସୃଷ୍ଟି ହୋଇଥିଲା । ପାକିସ୍ତାନକୁ ଶ୍ରଦ୍ଧା ଏକ ଇଭେଣ୍ଟ ପାଇଁ ଯାଇଥିଲେ । ହେଲେ ସେହି ସ୍ଥାନରେ ଶ୍ରଦ୍ଧା ବହୁତ ଅଧିକ ଛୋଟ ଡ୍ରେସ ପିନ୍ଧିଥିଲେ । ପାକିସ୍ତାନରେ ଏହି ସବୁ ଫଟୋ ବହୁତ ଆପତିଜନକ ହୋଇଥିବାରୁ ତାଙ୍କ ଫଟୋକୁ ଏଡିଟ୍ କରିବାକୁ ପଡିଥିଲା ।

ଏହା ପୂର୍ବରୁ ମଧ୍ୟ ଶ୍ରଦ୍ଧା ନିଜ ଡ୍ରେସ ପାଇଁ ବହୁତ ସ୍ଥାନରେ ଲଜିତ ହୋଇସାରିଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଶ୍ରଦ୍ଧାଙ୍କର ଲଭ ଅଫେୟାର ବିଷୟରେ । ପୂର୍ବରୁ ଶ୍ରଦ୍ଧା ଆଦିତ୍ୟ ରୟ କପୁରଙ୍କ ସହ ଲଭ ରିଲେସନରେ ରହିଥିଲେ । ଏଥିପାଇଁ ସେ ବହୁତ ସମୟ ପର୍ଯ୍ୟନ୍ତ ଲାଇମ ଲାଇଟରେ ମଧ୍ୟ ନଜର ଆସିଥିଲେ । ଏମାନଙ୍କର ସମ୍ପର୍କ କିଛି ବର୍ଷ ପର୍ଯ୍ୟନ୍ତ ଯାଇଥିଲା ହେଲେ ଏହା ପରେ ସେମାନଙ୍କ ମଧ୍ୟରେ ବ୍ରେକଅପ୍ ହୋଇଯାଇଥିଲା ।

ଏହାପରେ ଶ୍ରଦ୍ଧା ଓ ବରୁନ ଧବନଙ୍କର ନାମ ମଧ୍ୟ ଯୋଡା ହେଉଛି । ଖବର ମିଳିଥିଲା ଯେ ଆଦିତ୍ୟଙ୍କ ସହ ବ୍ରେକ ଅପ୍ କରିବା ପରେ ଶ୍ରଦ୍ଧା ବରୁନଙ୍କ ସହ ରହିଛନ୍ତି । ଏହା ପୂର୍ବରୁ ଫରାନ ଅଖତରଙ୍କ ନାମ ମଧ୍ୟ ଶ୍ରଦ୍ଧା କପୁରଙ୍କ ସହ ଯୋଡା ଯାଇଥିଲା । ବର୍ତ୍ତମାନ ଶ୍ରଦ୍ଧା ରୋହନ ଶ୍ରେଷ୍ଠାଙ୍କୁ ଡେଟ କରୁଛନ୍ତି । ଏହା ବ୍ଯତୀତ ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର ମଧ୍ୟ ଶ୍ରଦ୍ଧାଙ୍କ ପାଇଁ ବହୁତ ଥର ଟ୍ରୋଲ ହୋଇଛନ୍ତି । ବନ୍ଧୁଗଣ ଏହା ଥିଲା ଶ୍ରଦ୍ଧାଙ୍କ ଜୀବନରେ ଏକ ଝଲକ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *