ଏହି ୧୦ ଜଣ Bollywood ଷ୍ଟାରଙ୍କର ନିଶାରେ ବୁଡି ରହିଥିବାର ଭିଡିଓ ହୋଇଥିଲା ଖୁବ ଭାଇରାଲ, ନମ୍ବର ୯ ତ ପୁରା ହଙ୍ଗାମା କରି ଦେଇଥିଲେ

ବଲିଉଡରେ NCB ତାହାର ଯାଞ୍ଚ ଆହୁରି ଜୋର କରିବା ଦ୍ୱାରା ବଲିଉଡର କିଛି ଦାମୀ ଚେହେରା ଏବେ NCB ହାତରେ ଧରା ପଡିଛନ୍ତି ।  ଏହି ଷ୍ଟାର ମାନଙ୍କର କିଛି ଭିଡିଓ ଓ ଫଟୋରେ ଏମାନେ ନିଶାରେ ଥିବାର ଦେଖାଯାଇଛି । କିଛି କଳାକାର ମାନେ ମିଡିଆ ଆଗରେ ଇଣ୍ଟରଭ୍ୟୁ ଦେବା ସମୟରେ ସେମାନେ ନିଶାରେ ଥିବା ଭଳି ଜଣା ପଡ଼ିଥିଲେ । ଆଉ କିଛି କଳାକାର ମାନେ ମଧ୍ୟ ମିଡ଼ିଆ ଆଗକୁ ନ ଆସି ଚାଲି ଯାଇଥିଲେ । ଆଉ କିଛି କଳାକାର ମାନେ ମିଡିଆ ଆଗରେ ଆସି ମିଡ଼ିଆର କର୍ମଚାରୀ ମାନଙ୍କ ସହିତ ମଧ୍ୟ ଯୁକ୍ତି କରିଥିଲେ । ତେବେ ଆସନ୍ତୁ ଜାଣିବା ନିଶାରେ ରହୁଥିବା ସେହି କଳାକାର ମାନଙ୍କ ବିଷୟରେ ।

ଦୀପିକା ପାଦୂକୋନ

ଦୀପିକା ପାଦୂକୋନଙ୍କୁ ଏନସିବି କିଛିଦିନ ତଳେ ସମନ ପଠେଇ ପଚରା ଉଚରା କରିଥିଲା । NCB ତାଙ୍କୁ ଡ୍ରଗ୍ସ ନେବା କଥା ପଚାରିବାରୁ ଦୀପିକା କାନ୍ଦିଥିଲେ । କିନ୍ତୁ ଦୀପିକାଙ୍କୁ ଏକ ଭଡ଼ିଓରେ ହାତରେ ମଦ ଗ୍ଲାସ ଧରି ନିଶାରେ ସମସ୍ତଙ୍କ ସହିତ ନାଚୁଥିବାର ଦେଖାଯାଇଛି । ଏହି ଭଡ଼ିଓ ଇଶା ଅମ୍ବାନୀଙ୍କ ବିବାହ ର ଭିଡିଓ ଅଟେ । ଏଭଳି ଦୀପିକାଙ୍କର ଏମିତି ବହୁତ ଭିଡିଓ ମାନ ଏବେ ଭାଇରାଲ ହେଉଛି ଯେଉଁଥିରେ ଦୀପିକା ନିଶାରେ ଥିବାର ଜଣାଯାଏ ।

ରଣବୀର କପୁର

ବଲିଉଡରେ କପୁର ପରିବାର ସବୁବେଳେ ନିଶାରେ ରହୁଥିବା କଥା ସମସ୍ତେ ଜାଣିଛନ୍ତି । ରଣବିର କପୁର ତାଙ୍କର ଫିଲ୍ମ ୟେ ଦିଲ ହେ ମୁସ୍କିଲ ଓ ରକଷ୍ଟାର ରେ ଡ୍ରଗ୍ସର ସେବନ କରି ଫିଲ୍ମ ସୁଟ କରିଥିଲେ । ଏହା ପରେ ଆଉ କିଛି ପାଟିରେ ମଧ୍ୟ ରଣବୀର କପୁର ନିଶାରେ ଥିବାର ଭଡ଼ିଓ ମଧ୍ୟ ଭାଇରଲ ହୋଇଛି ।

ଡିନୋ ମୋରିୟା

ଡିନୋ ମୋରିୟା ତାଙ୍କ ସଙ୍ଗ ମାନଙ୍କ ସହିତ ଘରେ ପାର୍ଟି କରୁଥିବା ସମୟରେ ନିଶାରେ ମିଡ଼ିଆ ଆଗରେ ତାଙ୍କର ହୋସରେ ନଥିବା କଥା ସାମ୍ନାକୁ ଆସିଛି । ସେ ନିଶାରେ ମିଡ଼ିଆ ଆଗରେ ମିଡିଆ କର୍ମଚାରି ମାନଙ୍କ ସହିତ ଖରାପ ବ୍ୟବହାର ମଧ୍ୟ କରିଥିଲେ । ଏହା ପରେ ତାଙ୍କ ଘରୁ ତାଙ୍କର ସାଙ୍ଗମାନେ ବାହାରକୁ ଆସିଥିଲେ ଯିଏକି ସମସ୍ତେ ନିଶାରେ ଥିଲେ ।

ମଲାଇକା ଆରୋଡା


ମଲାଇକା ଅରୋଡ଼ା ସବୁଠାରୁ ଅଧିକ ମଦ ପିଉଥିବା କଳାକାର ମାନଙ୍କ ଭିତରେ ଜଣେ । ତାଙ୍କର ଗୋଟିଏ ଭିଡିଓ ବହୁତ ଭାଇରାଲ ହେଉଛି । ଏହି ଭିଡ଼ିଓ କରଣ ଜୋହରଙ୍କ ଘରେ ହେଉଥିବା ପାଟିର ଅଟେ । ସେଥିରେ ମଲାଇକା ଅରୋଡା ବହୁତ ନିଶାରେ ଥିବାର ଦେଖାଯାଉଛନ୍ତି ।

ସାହିଦ କପୁର


ସାହିଦ କପୁର ଏକ ପାର୍ଟିରେ ବାହାରକୁ ବାହାରି ଆସୁଥଲେ । ସେଥିରେ ସେ ବହୁତ ନିଶାରେ ଥିବାର ଦେଖାଯାଉଥିଲେ । ଏଥିରେ ସେ ମିଡିଆକୁ ଇଣ୍ଟରଭ୍ୟୁ ଦେବାକୁ ମନା କରିଦେଇଥିଲେ ।

ମନୀଷା କୋଇରାଲା

ମନୀଷା କୋଇରାଲା ମଧ୍ୟ ବହୁତ ନିଶାରେ ଥିବା ବେଳେ ମିଡିଆରେ ଧରା ପଡିଛନ୍ତି । ସେ ମିଡ଼ିଆ ସାମ୍ନାରେ ଇଣ୍ଟରଭ୍ୟୁ ଦେଲାବେଳେ ତାଙ୍କ କଥାରେ କିଛି ଏପଟ ସେପଟ ହେବାର ଦେଖା ଦେଇଥିଲା , ସେ ମିଡିଆରେ କଣ କହୁଥିଲେ କିଛି ଜଣା ପଡୁଥିଲା ।

ଶ୍ରଦ୍ଧା କପୁର


ଶ୍ରଦ୍ଧା କପୁରଙ୍କୁ ମଧ୍ୟ ଏନସିବି ସମନ ପଠାଇ ଜେରା କରିଥିଲା । କିନ୍ତୁ ସେ ଏହି ସବୁ ବିଷୟରେ କିଛି ଜାଣିନଥିବା କଥା କହିଛନ୍ତି । ତାଙ୍କର ଗୋଟିଏ ଭଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ସେଥିରେ ସେ ଏକ ପାର୍ଟିରୁ ବାହାରି ନିଜ ଗାଡିକୁ ଆସିବାପାଇଁ ତାଙ୍କର ଭଉଣୀର ସହାରା ମାଗିଥିଲେ ।

ସଞ୍ଜୟ ଦତ୍ତ

ସମସ୍ତେ ଜାଣିଛନ୍ତି କି ସଞ୍ଜୟ ଦତ୍ତ ଜଣେ ବହୁତ ବଡ଼ ଡନ ଅଟନ୍ତି ଓ ସେ ବହୁତ ଛୋଟ ବେଳରୁ ମଦ ପିଉଛନ୍ତି । ସେ ସବୁବଳେ ନିଶାରେ ଥିବା କଥା ମିଡିଆରେ ଚର୍ଚ୍ଚା ହୋଇଥାଏ । ସେ ବଲିଉଡର ସାବୁ ପାର୍ଟିରେ ନିଶାରେ ରହିବାର ଭିଡିଓ ସାମ୍ନାକୁ ଆସିଛି ।

ସଲମାନ ଖାଁନ

ସଲମାନ ଖାଁନଙ୍କ ବିଷୟରେ କୁହାଯାଏ ଯେ ସେ କିଛି ପାର୍ଟିରେ ମଦ ପିଇ ବହୁତ ହଙ୍ଗାମା କରୁଥିବାର ଦେଖାଯାଇଛି । ଥରେ ସଲମାନ ଖାଁନ ନିଶାରେ ବଲିଉଡ ସୁପର ଷ୍ଟାର ସାହରୁଖ ଖାଁନଙ୍କ ଉପରକୁ ହାତ ଉଠେଇଦେଇଥିଲେ । ସେ ତାଙ୍କର ବହୁତ ଷ୍ଟେଜ ସୋରେ ବହୁତ ନିଶାରେ ଥିବାର ଦେଖା ଯାଇଛି ।

ସାହରୁଖ ଖାଁନ

ସାହରୁଖ ଖାଁନ ବଲିଉଡ ପାର୍ଟିରେ ବହୁତ ନିଶାରେ ଥିବାର ଦେଖା ଯାଆନ୍ତି । ତାଙ୍କୁ ସଵୁବେଳେ ଜଣେରୁ ଦୁଇଜଣ ଲୋକ ସମ୍ଭାଳିବା ପାଇଁ ଥାଆନ୍ତି । ଗୋଟିଏ ଭିଡ଼ିଓରେ ଦେଖାଯାଇଥିଲା କି ଏକ ବଲିଉଡ ପାର୍ଟିରେ ସାହରୁଖ ଖାଁନ ଘରକୁ ଯିବା ସମୟରେ ତଙ୍କୁ ସଞ୍ଜୟ ଦତ୍ତ ତାଙ୍କ ଗାଡି ପାଖକୁ ହାତ ଧରି ଛାଡ଼ିବା ପାଇଁ ଆସିଥିଲେ ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *