ଜୀବନରେ କେବେବି ମିଛ କୁହନ୍ତି ନାହିଁ ଏହି 2 ନାମର ଝିଅ -Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ର ର ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ କୌଣସି ବ୍ୟକ୍ତି ର ବର୍ତ୍ତମାନ ତଥା ଭବିଷ୍ୟତ ସମ୍ବନ୍ଧରେ ମଧ୍ୟ ନିର୍ଣ୍ଣୟ କରାଯାଇ ପାରିଥାଏ । ଜ୍ୟୋତିଷ ରେ ଏଭଳି ଅନେକ କିଛି ବିଦ୍ୟା ଉପସ୍ଥିତ ରହିଛି ଯାହାଦ୍ୱାରା କୌଣସି ବ୍ୟକ୍ତି ର ସ୍ୱଭାବ ତଥା ଚରିତ୍ର ସମ୍ବନ୍ଧରେ କୁହାଯାଇ ପାରିବ । ଏହି ବିଦ୍ୟା ଗୁଡ଼ିକ ମଧ୍ୟରୁ ହସ୍ତରେଖା ବିଦ୍ୟା ସବୁଠାରୁ ଅଗ୍ରଣୀ ଅଟେ ।

ଜ୍ୟୋତିଷ ମାନେ ଏହି ବିଦ୍ୟା ଦ୍ଵାରା କୌଣସି ବ୍ୟକ୍ତି ର ସ୍ୱଭାବ, ଚରିତ୍ର ତଥା ଭବିଷ୍ୟତ ରେ ହେବାକୁ ଥିବା ଘଟଣା ସମ୍ବନ୍ଧରେ ମଧ୍ୟ କହି ପାରନ୍ତି । ତେବେ ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୨ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ କେବେବି ନିଜ ଜୀବନରେ ମିଛ କୁହନ୍ତି ନାହିଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି, ‘A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅତ୍ୟନ୍ତ ଶାନ୍ତ ଓ ସରଳ ସ୍ୱଭାବ ର ହୋଇଥାନ୍ତି । ଏମାନଙ୍କ ହୃଦୟ ବହୁତ ସଫା ଓ କୋମଳ ହୋଇଥାଏ । ଏହି ଝିଅ ମାନେ କେବେବି ଅନ୍ୟ ଙ୍କୁ ଦୁଃଖ ଦିଅନ୍ତି ନାହିଁ । ଅନ୍ୟ ମାନଙ୍କୁ ଖୁସି କରିବା ପାଇଁ ଏମାନେ ସର୍ବଦା ଚେଷ୍ଟା କରିଥାନ୍ତି ।

ଏହି ନାମର ଝିଅ ମାନେ କେବେବି ମିଛ କୁହନ୍ତି ନାହଁ । କିନ୍ତୁ ବେଳେବେଳେ ପରିସ୍ଥିତି ରେ ପଡ଼ି ଏମାନେ ମିଛ କହିଥାନ୍ତି । ଯଦିଓ ସେହି ମିଛ କାହାକୁ ହାନୀ ପହଞ୍ଚାଇ ନଥାଏ । କିନ୍ତୁ ଏମାନେ ମିଛ କହିବା ପରେ ଅତ୍ୟନ୍ତ ଗ୍ଲାନି ଅନୁଭବ କରିଥାନ୍ତି ଏବଂ ତାଙ୍କୁ ନିଜ ପ୍ରତି ବହୁତ ଖରାପ ଲାଗିଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଅତ୍ୟନ୍ତ ପରିଶ୍ରମୀ ହୋଇଥାନ୍ତି ଏବଂ ଏମାନଙ୍କ ବୁଦ୍ଧି ପ୍ରଖର ଓ ବହୁତ ତେଜ ହୋଇଥାଏ । ଏହା ସହିତ ଏମାନେ ବହୁତ ଶାନ୍ତ ସ୍ୱଭାବ ର ମଧ୍ୟ ହୋଇଥାନ୍ତି ଏବଂ ଏମାନେ ସଫା ହୃଦୟ ର ବ୍ୟକ୍ତିତ୍ବ ଅଟନ୍ତି । ଏହି କାରଣରୁ ଏହି ନାମର ଝିଅ ମାନେ ନିଜ ଜୀବନରେ କେବେବି ମିଛ କୁହନ୍ତି ନାହିଁ ।

ତେବେ ବନ୍ଧୁଗଣ ଏହି ଦୁଇଟି ନାମର ଝିଅ ବହୁତ ସଚ୍ଚୋଟ ହୋଇଥାନ୍ତି ଏବଂ ଏମାନେ ନିଜ ଜୀବନରେ କେବେବି ମିଛ କୁହନ୍ତି ନାହିଁ । ଯଦି ବି ଏମାନେ କେବେ ଅନ୍ୟ କୁ ମିଛ କହିଥାନ୍ତି ତେବେ ତାହା ଜରୁରୀ ଥିଲେ କୁହନ୍ତି । ଯଦିଓ ସେ କହିଥିବା ମିଛ କାହାକୁ ମଧ୍ୟ ହାନୀ ପହଞ୍ଚାଇ ନଥାଏ । ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *