ପାଣିରେ ଏହି ଦୁଇଟି ଜିନିଷ ମିଶାନ୍ତୁ, 99% ଆଣ୍ଠୁ ଗଣ୍ଠି ଦରଜ (Joint Pain) ହେଇଯିବ ପୂରାପୂରି ଭଲ -Health Tips

ବନ୍ଧୁଗଣ ସାଧାରଣତଃ ଅଧିକାଂଶ ଲୋକ ମାନଙ୍କର ଆଣ୍ଠୁ ଗଣ୍ଠି ବ୍ୟଥା ଆଦି ସମସ୍ଯା ରହିଥାଏ । ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ଯା ପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବନ୍ଧୁଗଣ ଏହା ହେଉଛି ଏକ ସାଧାରଣ ସମସ୍ଯା ଯାହା ଦୁନିଆର ଅଧିକାଂଶ ଲୋକଙ୍କୁ ହୋଇଥାଏ । ବନ୍ଧୁଗଣ ଏହି ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ଯାର ବହୁତ କାରଣ ରହିଛି । ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ, ମାଂସପେଶୀ ଦୁର୍ବଳ ହେବା ଓ ଖାଦ୍ୟ ପେୟର ଅଭାବ ଆଦି ରହିଥାଏ ତା ହେଲେ ଆପଣଙ୍କୁ ଏହି ଆଣ୍ଠୁ ଗଣ୍ଠି ସମସ୍ଯାର ସମ୍ମୁଖୀନ ହେବାକୁ ପଡିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ସମସ୍ଯାର ସମ୍ମୁଖୀନ ହେବାକୁ ପଡୁଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାକୁ କରି ଆପଣ ମାନେ ବହୁତ ସହଜରେ ନିଜର ଏହି ଆଣ୍ଠୁ ଗଣ୍ଠି ବ୍ୟଥା ସମସ୍ଯାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମର ପ୍ରଥମ ଉପଚାର ହେଉଛି ଆପଣ ସବୁଦିନ ସଖାଳ ସମୟରେ ଉଠିବା ପରେ ଖାଲି ପେଟରେ ଗୋଟେ ଗ୍ଳାସ ପାଣିର ସେବନ କରନ୍ତୁ । ସଖାଳ ସମୟରେ ଆମ ମୁହଁରୁ ବାହାରୁଥିବା ଳାଳ ଆମ ପଚନ ପ୍ରକ୍ରିୟା ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ଯାହା ଆମ ଶରୀରକୁ ସବୁବେଳେ ସୁସ୍ଥ ରଖିଥାଏ ।

୨. ବନ୍ଧୁଗଣ ଆପଣ ସାଧାରଣତଃ ଥଣ୍ଡା ପାଣିକୁ ତ୍ୟାଗ କରନ୍ତୁ । ଥଣ୍ଡା ପାଣି ଆମ ରକ୍ତ ପାଇଁ ବହୁତ ହାନିକାରକ ଅଟେ । ଯାହା ଆମ ଶରୀରରେ ବହୁତ ସମସ୍ଯାର କାରଣ ହୋଇଥାଏ । ଆପଣ ସବୁବେଳେ ମାଟିର ପାତ୍ରରେ ପାଣି ପିଅନ୍ତୁ ।

୨. ବନ୍ଧୁଗଣ ସାଧାରଣତଃ ଆଣ୍ଠୁ ଗଣ୍ଠି ବ୍ୟଥା ଗ୍ଯାସ ପାଇଁ ମଧ୍ୟ ହୋଇଥାଏ । ତେଣୁ ଆପଣ କେବେହେଲେ ଖାଦ୍ୟ ସେବନ କରୁଥିବା ସମୟରେ ପାଣିର ସେବନ କରିବେ ନାହିଁ । ଆପଣ ସବୁବେଳେ ଖାଦ୍ୟ ସେବନ କରିବାର ଅଧ ଘଣ୍ଟା ପରେ ପାଣିର ସେବନ କରନ୍ତୁ ।

୩. ବନ୍ଧୁଗଣ ବହୁତ ଲୋକ ପାଣି ଛିଡା ହୋଇ ପିଥାନ୍ତି । ହେଲେ ବନ୍ଧୁଗଣ ଏହା ଆମ ଶରୀର ପାଇଁ ହାନିକାରକ ହୋଇଥାଏ । ଆପଣ ସବୁବେଳେ ପାଣିକୁ ବସିକି ପିଇବା ଉଚିତ ।

୪. ବନ୍ଧୁଗଣ ଖଜୁରୀ ଆମ ଆଣ୍ଠୁ ଗଣ୍ଠି ସମସ୍ଯା ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆପଣ ସବୁଦିନ ରାତିରେ ଏକ ଗ୍ଳାସ କ୍ଷୀରରେ ୪ଟି ଖଜୁରୀ ଭିଯାଇ ଛାଡି ଦିଅନ୍ତୁ । ସଖାଳ ସମୟରେ ବ୍ରେକ ଫାଷ୍ଟ ସମୟରେ ଆପଣ ସେହି ଖଜୁରୀ ଓ କ୍ଷୀରର ସେବନ କରିଦିଅନ୍ତୁ । ଦେଖିବେ ବନ୍ଧୁଗଣ ଏହି ଉପାୟକୁ ଆପଣ ମାତ୍ର ୧ ମାସ କରନ୍ତୁ ଆପଣଙ୍କୁ ବହୁତ ଶୀଘ୍ର ଏହାର ଫରକ ଜଣା ପଡିଯିବ ।

୫. ବନ୍ଧୁଗଣ ଆମର ଶେଷ ଉପାୟଟି ହେଉଛି ଏକ ତେଲ ଯାହାକୁ ଆପଣ ନିଜ ଆଣ୍ଠୁରେ ମାଲିସ କରିଲେ ଆପଣଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ । ଏହି ତେଲକୁ ବନେଇବା ପାଇଁ ଆପଣଙ୍କ ଦରକାର ୫୦ ଗ୍ରାମ ରସୁଣ, ୨୫ ଗ୍ରାମ ଜୁଆଣୀ, ୧୦ ଗ୍ରାମ ଲବଙ୍ଗ ଓ ୨୦୦ ଗ୍ରାମ ସୋରିଷ ତେଲ । ବନ୍ଧୁଗଣ ଆପଣ ଏହି ସମସ୍ତ ଜିନିଷକୁ ଏକ କଡ଼ାଇରେ ରଖି ଗରମ କରନ୍ତୁ । ଯେତେବେଳେ ରସୁଣ କଳା ପଡିଯିବ ସେତେବେଳେ ଏହି ତେଲ ପ୍ରସ୍ତୁତ ହୋଇଯିବ । ଏହାପରେ ଆପଣ ଏହି ତେଲକୁ ଛାଣି ଏକ କାଚ ଜାରରେ ରଖି ଦିଅନ୍ତୁ । ବନ୍ଧୁଗଣ ଏହି ତେଲକୁ ଆପଣ ଦିନରେ ଦୁଇ ଥର ନିଜ ଆଣ୍ଠୁରେ ମାଲିସ କରନ୍ତୁ । ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *