ଏହି କାରଣରୁ Bobby Deol ଙ୍କୁ ଝିଅ ବୋଲି ଭାବୁଥିଲେ ଲୋକ, Bobby Deol ନିଜେ କଲେ ଏହି ବଡ ଖୁଲାସା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଦିଗଜ ଅଭିନେତା ବବି ଦେଓଲଙ୍କ ଜୀବନ ସହ ଜଡିତ ଏକ ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ବଲିଉଡ ଅଭିନେତା ବବି ଦେଓଲଙ୍କ ବିଷୟରେ ।

ବନ୍ଧୁଗଣ ବଲିଉଡ ଅଭିନେତା ବବି ଦେଓଲଙ୍କ ଜନ୍ମ ୨୭ ଜାନୁୟାରୀ ୧୯୬୯ ମସିହାରେ ମୁମ୍ବାଇରେ ହୋଇଥିଲା । ବବି ହେଉଛନ୍ତି ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କର ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ସାନ ପୁଅ । ନିଜ ପରିବାର ପରି ବବି ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ । ବବି ପ୍ରଥମେ ଏକ ଶିଶୁ କଳାକାର ରୂପେ ମାତ୍ର ୮ ବର୍ଷ ବୟସରେ ବଲିଉଡରେ ଅଭିନୟ କରିଥିଲେ ।

ସେ ଫିଲ୍ମ ‘ଧରମ ବୀର’ରେ ନଜର ଆସିଥିଲେ । ଏହାପରେ ସେ ନିଜ କାରିୟରର ଆରମ୍ଭ ୧୯୯୫ ମସିହାରେ ଆସିଥିବା ଫିଲ୍ମ ‘ବରସାତ’ରୁ କରିଥିଲେ । ଏହି ଫିଲ୍ମଟି ତାଙ୍କର ସୁପର ହିଟ ହୋଇଥିଲା । ବନ୍ଧୁଗଣ ଏହି ଫିଲ୍ମ ପରେ ବବି ବହୁତ ସାରା ଫିଲ୍ମରେ ଅଭିନୟ କରି ସଫଳତା ହାସଲ କରିଥିଲେ । ହେଲେ ସେ ତାଙ୍କ ପିତା ଓ ବଡ ଭାଇଙ୍କ ପରି ପ୍ରସିଦ୍ଧି ହାସଲ କରିପାରିନଥିଲେ ।


ବନ୍ଧୁଗଣ ବବି ନିଜ ଅଭିନୟ ପାଇଁ କେତେକ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟରେ କିଛି କାରଣ ହେତୁ ଲୋକ ମାନେ ତାଙ୍କୁ ଭଉଣୀ କହି ଡାକୁଥିଲେ । ବବି ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ ନିଜେ ଏହାର ଖୁଲାସା କରିଥିଲେ । ବବିଙ୍କ ମତରେ ‘ଯେତେବେଳେ ମୁ ଛୋଟ ଥିଲି ସେତେବେଳେ ମୋ ଆବାଜ ବହୁତ ପତଳା ଥିଲା ସେଥିପାଇଁ ଲୋକମାନେ ମତେ ଭଉଣୀ କହି ଡାକୁଥିଲେ ।

ସେହି ସମୟରେ ମୋତେ ଲୋକମାନେ କହୁଥିଲେ ଭଉଣୀ ଧର୍ମେନ୍ଦ୍ର ସାର ଘରେ ଅଛନ୍ତି କି ?’ । ସେହି ସମୟରେ ବବି ବହୁତ ଚିଡି ଯାଉଥିଲେ । ସେହି ସମୟରେ ବବି କୌଣସି ହୋଟେଲରେ ନିଜ ବାପାଙ୍କ ସହ ଥିଲେ । ଲୋକମାନେ ଯେତେବେଳେ ଫୋନ କରି ବବିଙ୍କ ସହ କଥା ହେଉଥିଲେ ସେତେବେଳେ ଲୋକମାନେ ବବିଙ୍କୁ ମହିଳା ଭାବୁ ଥିଲେ ।


ଏହାପରେ ବବି ମଧ୍ୟ ନିଜ ଆବାଜ ଦ୍ଵାରା ଲୋକ ମାନଙ୍କ ସହ ମଜାକ କରିବାକୁ ଲାଗିଲେ । ବବିଙ୍କ ମତରେ, ‘ଯେତେବେଳେ ଲୋକମାନେ ଫୋନ କରୁଥିଲେ ସେତେବେଳେ ସେ ନିଜର ଏହି ପତଳା ଆବାଜରେ କଥା ହୋଇ ଲୋକ ମାନଙ୍କ ସହ ମଜାକ କରୁଥିଲେ’ । ହେଲେ ବନ୍ଧୁଗଣ ସମୟ ସହ ବବିଙ୍କର ଆବାଜ ମଧ୍ୟ ବଦଳି ଗଲା ଓ ସେ ଆଜି ବଲିଉଡ ଇଣ୍ଡଷ୍ଟ୍ରିର ବହୁତ ବଡକଳାକାର ଅଟନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *