ଜୀବନ ଚାଲିଯାଉ ପଛକେ…କିନ୍ତୁ ତମାସା ନିଶ୍ଚୟ ଦେଖିବୁ… (Funny Moments Cought on camera), ହସି ହସି ଗଡିବେ ଆପଣ ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟୁଛି ଏବଂ ଏହା କ୍ୟାମେରା ରେକର୍ଡ ନ ହୋଇଥିଲେ ବୋଧ ହୁଏ କେହି ବିଶ୍ୱାସ ମଧ୍ୟ କରି ନଥାନ୍ତେ ତେବେ ଆସନ୍ତୁ ସେହି ପରି କିଛି ଭାଇରାଲ ଭିଡ଼ିଓ ବିଷୟ ରେ ଆଲୋଚନା କରିନେବା ।

୧ ପ୍ରଥମ ଭିଡିଓ ରେ ହେଉଛି ପୋଲିସ ର ବ୍ୟବହାର । ତେବେ ଆପଣ ସର୍ଵଦା ଦେଖିଥିବେ କି ପୋଲିସ ମାନେ ସାଧାରଣ ଜନତାଙ୍କ ଉପରେ ସର୍ଵଦା ନିଜର ଜୋର ଦେଇଥାନ୍ତି ସେମାନଙ୍କ ସହ ବହୁତ ଖରାପ ବ୍ୟବହାର କରି ଥାଆନ୍ତି ତଥା ସେମାନଙ୍କ ଦୋକାନ ମଧ୍ୟ ଭାଙ୍ଗି ଦେଇଥାନ୍ତି ତେବେ ଏବେ ଏକ ଭିଡିଓ ଭାଇରାଲ ହେଉଛି ।

https://www.youtube.com/watch?v=aEjNOqEqjhw

ଯେଉଁଥିରେ ଜଣେ ପୋଲିସ ଅଫିସର ଜଣେ ବିକଳାଙ୍ଗ ପରିବା ବିକାଳୀ କୁ ରାସ୍ତା ରେ ନ ବିକିବା ପାଇଁ ଏବଂ ମାସ୍କ ଲଗାଇବା ପାଇଁ ମାସ୍କ ମଧ୍ୟ ଦେଇ ତାଙ୍କ ପରିବା ଠେଲା କୁ ଅନ୍ୟ ଜାଗାରେ ରଖି ଦେଇଥିଲେ ଏବଂ କିଛି ଟଙ୍କା ମଧ୍ୟ ଦେଇଥିଲେ । ତେବେ ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାକୁ ମଧ୍ୟ ଲାଗିଛି ଏବଂ ଲୋକମାନେ ମଧ୍ୟ ପୋଲିସ ର ଏହି ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ଏବଂ ଖୁସି ଅଛନ୍ତି ।

୨ ଦ୍ଵିତୀୟ ଭିଡିଓ ରେ ହେଉଛି ବିଲେଇ ର କମାଲ । ତେବେ ଆପଣ ଏଭଳି ଅନେକ ଭିଡିଓ ଦେଖୁଥିବେ ଯେଉଁ ଥିରେ ବିଲେଇ ମାନେ କେତେବେଳେ କିଛି ଚୋରି କରିବା କିମ୍ବା କାନ୍ତରେ ଚଢ଼ିବା କିମ୍ବା ମଣିଷ ଙ୍କ ଭଳି ବସି ରହିବା ଆଦି ଦେଖିଥିବେ ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁ ଥିରେ ଜଣେ ଛୋଟ ଛୁଆ କୁ ଏକ କୁକୁର ଆସି ଆକ୍ରମଣ କରିଦେଇ ଥିଲା ତେବେ ସେହି ସମୟରେ ଗୋଟିଏ ବିଲେଇ ଦୌଡ଼ି କୁକୁର ପାଖକୁ ଯାଇ କୁକୁର କୁ ଭଗେଇ ଦେଇଥିଲା ତେବେ ଏହି ସାହାସି ବିଲେଇ ବିଷୟରେ ସମସ୍ତେ ପ୍ରଶଂସା କରୁଛନ୍ତି ।

୩ ତୃତୀୟ ଭିଡିଓ ରେ ହେଉଛି ଯେ ସାପ କୁ ବାନ୍ଧି ରଖିବା । ତେବେ ଆମ ଦେଶରେ ବୋଧ ହୁଏ ଅନେକ ସ୍ଥାନ ରେ ସାପ ମାନେ ବାହାରି ଥାଆନ୍ତି ତେବେ ଆପଣ ଘରର ସଫା କରନ୍ତୁ ଯାହା ଦ୍ୱାରା ସେମାନେ ଘରକୁ ପଶିବେ ନାହିଁ । ତେବେ କିଛି ଏଭଳି ଭିଡିଓ ଥିଲା କି ସାପ ର ଚାରି ପଟେ ଗୋଲ ହୋଇକି ଲୁଣ ପକାଇଲେ ସେ ବନ୍ଦୀ ହୋଇ ରହିଯାଏ । ତେବେ ଏହାର ପରୀକ୍ଷା ପାଇଁ ଏଭଳି କରାଯାଇ ଥିଲା କିନ୍ତୁ କିଛି ଫାଇଦା ହୋଇ ନଥିଲା ସାପ ଲୁଣ ର ଚକ୍ର ରୁ ବାହାରି ପଳାଇ ଥିଲା ।

Leave a Reply

Your email address will not be published. Required fields are marked *