ଦେଖନ୍ତୁ ଏହି ଝିଅଟି ଡେଲିଭରି ବୟ କୁ କେମିତି କହୁଛି, ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଭାଇରାଲ ହେଲା Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି ।

ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭିଡିଓଟି ସମସ୍ତ ସ୍ଥାନରେ ବହୁତ ଚର୍ଚାରେ ମଧ୍ୟ ଅଛି । ତା ହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓର ଜଣେ ଡେଲିଭରି ବୟ ଉପରେ ଜଣେ ମହିଳା ବହୁତ ଖ-ରା-ପ ବ୍ୟବହାର କରୁଥିବାର ନଜର ଆସୁଛନ୍ତି ।

ସେ ଡେଲିଭରି ବୟଙ୍କୁ ଖରାପ ବ୍ୟ-ବ-ହା-ର କରିବା ସହ ତାଙ୍କୁ ଧ-ମ-କ ମଧ୍ୟ ଦେଉଛନ୍ତି । ଡେଲିଭରି ବୟ ଜଣକ ଚାଲାକ ଥିବାରୁ ସେ ସେହି ଘ-ଟ-ଣାର ଭିଡିଓ କରି ଦେଇଥିଲେ ନଚେତ ମହିଳା ଜଣକ ତାଙ୍କ ନାମରେ କେତୋଟି କେ-ସ ଦେଇଥାନ୍ତେ ଆପଣ ମାନେ ଏହି ଭିଡିଓ ଦେଖି ଜାଣି ପାରୁଥିବେ । ମହିଳା ଜଣକ ଅନଲାଇନ କିଛି ଅର୍ଡର କରିଥିଲେ । ଅନଲାଇନ ଅର୍ଡର କରିଥିବା ଜିନିଷ ଡେଲିଭରି ବୟ ତାଙ୍କୁ ଦେବାକୁ ଯାଇଥିଲେ ।

ଡେଲିଭରି ବୟ ଜଣକ ତାଙ୍କୁ ୫ ଥର ଫୋନ କରିବା ସତ୍ବେ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ କି ଆସି ନଥିଲେ । ତେବେ ତାଙ୍କ ଜିନିଷ ଅଫିସକୁ ପଠା ଯାଇଥିଲା । ଏବେ ମହିଳା ଜଣକ ତାଙ୍କ ଜିନିଷ ଡେଲିଭରି ବୟକୁ ମାଗୁ ଛନ୍ତି । ଡେଲିଭରିଙ୍କ ମତରେ, ମହିଳା ଜଣକ ତାଙ୍କ ଅଫିସ ଯାଇ ଜିନିଷ ଆଣିପାରିବେ । ସେମାନଙ୍କ କମ୍ପାନୀରେ ଦ୍ଵିତୀୟ ଥର ଜିନିଷ ଡେଲିଭର କରି ହେବ ନାହିଁ ।

କିନ୍ତୁ ମହିଳାଙ୍କର ଏକା ଜିଦ ଯେ ତାଙ୍କୁ ତାଙ୍କ ଜିନିଷ ସେହି ଡେଲିଭରି ବୟ ଆଣିକି ଦ୍ଵିତୀୟ ଥର ଦେବ । ଭିଡିଓରେ ମହିଳା ଡେଲିଭରି ବୟଙ୍କୁ ଜିନିଷ ଆଣିବା ପାଇଁ ଜବରଦସ୍ତି କରୁଥିବାର ମଧ୍ୟ ନଜର ଆସୁଛନ୍ତି । ଏମିତିକି ମହିଳା ଜଣକ ଡେଲିଭରି ବୟକୁ ଜେ-ଲ ପଠାଇବାର ମଧ୍ୟ ଧ-ମ-କ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *