ପ୍ରଥମ ଥର ପାଇଁ ଦେଖନ୍ତି Tarang ଟିଭିର ହୀରୋ ମାନଙ୍କ Real life ମା’ଙ୍କୁ, ଆଗରୁ କେବେ ବି ଦେଖି ନଥିବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହି ଅଭିନେତା ମାନେ ନିଜ ସୁନ୍ଦର ଭୂମିକା ପଦର୍ଶନ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ଏମାନଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଅଭିନେତା ମାନଙ୍କ ରିଅଲ ଲାଇଫ ମା ମାନଙ୍କୁ ଦେଖିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତାଙ୍କର ମା ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଜଗଜିତ ପାଲ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଜଗଜିତ ପାଲ । ଆପଣ ମାନେ ସମସ୍ତେ ଜଗଜିତଙ୍କୁ ‘ନୂଆ ବୋହୁ; ସିରିଏଲରେ ନିଶ୍ଚୟ ଦେଖିଥିବେ । ଆଗାମୀ ସମୟରେ ଆପଣ ମାନେ ଓଡିଆ ଧାରାବାହିକ ‘ବନ୍ଧନ ଏ ଜନ୍ମ ଜନ୍ମ ର’ରେ ଦେଖିବାକୁ ପାଇବେ । ତେବେ ବନ୍ଧୁଗଣ ଏ ହେଉଛନ୍ତି ଜଗଜିତଙ୍କ ମା ।

ସପ୍ଲୀନ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସପ୍ଲୀନ ମିଶ୍ର । ଆପଣ ମାନେ ସମସ୍ତେ ସପ୍ଲୀନଙ୍କୁ ‘ତାରିଣୀ ଆଖିର ତାରା’ ସିରିଏଲରେ ତୁଷାର ଭୂମିକାରେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ସପ୍ଲୀନଙ୍କର ମା ।

ସନୋଜ କୁମାର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଡିଆ ଅଭିନେତା ସନୋଜ କୁମାର । ଆପଣ ମାନେ ସମସ୍ତେ ସନୋଜଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ସନୋଜଙ୍କର ମା ।

ଲିକୁନ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଲିକୁନ ଚୌଧୁରୀ । ଆପଣ ମାନେ ସମସ୍ତେ ‘ସିନ୍ଦୁର ର ଅଧିକାର’ ସିରିଏଲରେ ଲିକୁନଙ୍କୁ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ଲିକୁନଙ୍କର ମା ।

ସୁମନ କୁମାର- ବନ୍ଧୁଗଣ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ସୁମନ କୁମାର । ଆପଣ ମାନେ ସମସ୍ତେ ସୁମନଙ୍କୁ ‘କୁଆଁରୀ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ସୁମନଙ୍କର ମା ।

ଅଭିଜିତ ଦାସ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିଜିତ ଦାସ । ଆପଣ ମାନେ ସମସ୍ତେ ଅଭିଜିତଙ୍କୁ ‘ଝିଅ ଆମର ନୂଆ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ତେବେ ଏ ହେଉଛନ୍ତି ଅଭିଜିତଙ୍କ ମା ।

Leave a Reply

Your email address will not be published. Required fields are marked *