‘4 ଟି ଲାତ ମାରି ଶୁଆଅ, 6 ଟା ରେ ଉଠେଇ ଦିଅ ଚପଲରେ 6 ପାହାର, ତା’ ପରେ…’ ଦେଖନ୍ତୁ Aryan ଙ୍କ ପାଇଁ Gouri ଭାଉଜଙ୍କୁ କଣ କହିଲେ ତାଙ୍କ ଦିଅର, Video ହେଲା ଭାଇରାଲ

ବନ୍ଧୁଗଣ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ଗି-ର-ଫ ହେବା ପରେ ଶାହରୁଖଙ୍କ ମାନ ସମ୍ମାନ ଉପରେ ବହୁତ ପ୍ରଭାବ ପଡିଛି । ମୁମ୍ବାଇ କ୍ରୁସ ଡ୍ର-ଗ ମା-ମ-ଲା-ରେ ଆରିୟାନଙ୍କୁ ଏନସିବି ଗି-ର-ଫ କରିଥିଲା । ବହୁତ ଦିନ ପର୍ଯ୍ୟନ୍ତ ଜେ-ଲ-ରେ ରହିବା ପରେ ଗତ ଅକ୍ଟୋବର ୨୯ ତାରିଖରେ ଆରିୟନଙ୍କୁ ଜା-ମି-ନ ମିଳିଲା । ଗତ ୨ ତାରିଖ ରେ ଶାହରୁଖଙ୍କ ଜନ୍ମ ଦିନ ଥିଲା ।

ବନ୍ଧୁଗଣ ସେହିଦିନ ଶାହରୁଖ ଏକା ସହ ନିଜ ପୁଅ ଆସିବା ଖୁସି ଓ ଜନ୍ମଦିନ ଖୁସିକୁ ପାଳନ କରିଥିଲେ । ଏବେ ଶାହରୁଖ ନିଜ ପୁଅକୁ କେଉଁଠି ବି ଛାଡିବାକୁ ଚାହୁଁ ନାହାନ୍ତି । ଅରିୟାନଙ୍କ ପାଇଁ ଶାହରୁଖ ଓ ଗୌରି କିଛି ଅଲଗା ପ୍ଳାନ କରୁଛନ୍ତି । ନିଜ ପୁଅକୁ ସୁରକ୍ଷିତ ରଖିବା ପାଇଁ ସେ ଏକ ଭିନ୍ନ ପ୍ଳାନ କରିଛନ୍ତି । ଅନ୍ୟ ପକ୍ଷରେ ସୋ-ସି-ଆ-ଲ ମି-ଡି-ଆ-ରେ ଶାହରୁଖ ଖାନ ଓ ତାଙ୍କ ପରିବାର ଲୋକଙ୍କୁ ବହୁତ ମାତ୍ରାରେ ଟ୍ରୋ-ଲ କରାଯାଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ଭା-ଇ-ରା-ଲ ହେଉଛି ।

ଏହି ଭିଡିଓରେ ଜଣେ ଲୋକ ଅରିୟାନ ଖାନଙ୍କୁ ସୁଧାରିବା ପାଇଁ ଗୌରିଙ୍କୁ ଉପାୟ କହୁଛନ୍ତି । ବ୍ୟକ୍ତିଙ୍କ ଏହି ସୁଧାରିବା ଉପାୟ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭିଡିଓରେ ବ୍ୟକ୍ତି ଜଣକ ଗୌରିଙ୍କୁ କହୁଛନ୍ତି-‘ଦେଖ ଭାଉଜ ଶାହରୁଖ ଭାଇ ପୁତୁରାକୁ ଜା-ମି-ନ-ରେ ନେଇ ଆସିଲେ ।

ହେଲେ ଗୋଟେ କଥା ମାନ ପୁତୁରାକୁ ଜା-ମି-ନ ଦେବା ଚକ୍କରରେ ଭାଇଙ୍କ ଝା-ଳ ବାହାରି ଯାଇଛି । ଏବେ ମୁ କହୁଛି ପୁତୁରାକୁ କେମିତି ରଖିବେ ଯେମିତି ମୋତେ ମୋ ମା ରଖୁଥିଲେ’ । ଆଗକୁ ବ୍ୟକ୍ତି ଜଣକ କହିଛନ୍ତି- ‘ସଖାଳ ୬ଟାରେ ପୁତୁରାକୁ ଉଠେଇ ଦିଅ ଓ ୬ ଥର ଚ-ପ-ଲ ମା-ଡ ମା-ର । ଚ-ପ-ଲ ମା-ରି-ବା ବେଳେ କିଛି କହିବା ଦରକାର ନାହିଁ । ଏହା ସହିତ ବିଦ୍ୟା ମନ୍ଦିରରେ ତାଙ୍କର ଆଡମିସନ କରାଅ ତାଙ୍କୁ ସଂସ୍କାରର ଆବଶ୍ୟକତା ରହିଛି ।

ବିଜୁଳି ବିଲ ଦେବା, ଗାଡିରେ ପେଟ୍ରୋଲ ପକାଇବା, ଘର ସଫା କରିବା ଓ ନିଜ ଲୁଗାପଟା ଧୋଇବା ଆଦି ସବୁ କାମ ଅରିୟାନ ନିଜେ କରିବେ । ଚାକର ମାନେ ତାଙ୍କର କିଛି ବି କାମ କରିବେ ନାହିଁ’ । ବନ୍ଧୁଗଣ ବ୍ୟକ୍ତି ଜଣକ ଏହିଭଳି ଭାବରେ ଆରିୟାନଙ୍କୁ ସୁଧାରିବା ପାଇଁ ଏକ ଚା-ଟ କରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ବ୍ୟକ୍ତିଙ୍କ ଏହି କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *