‘ରାତି ପିଛା ୧୦ ହଜାର ଟଙ୍କା, nisa ରେ ତାଙ୍କୁ ଆଲିଙ୍ଗନ କରୁଥିବା ବେଳେ ଅନ୍ୟ ଗ୍ରାହକଙ୍କ ସହ ରାତି କାଟିବା ପାଇଁ…’ ଝିଅଟି ସହ ଯାହା ହେଲା ଶୁଣିଲେ ଆପଣ କାବା ହେବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର ଅଳକାନନ୍ଦା ନଦୀର ଘାଟରେ ଅଙ୍କିତା ଭଣ୍ଡାରିଙ୍କର ଅନ୍ତିମ ସଂସ୍କାର ସଂପୂର୍ଣ୍ଣ ହୋଇଛି । ଆଉ ହୁତୁ ହୁତୁ ହୋଇ ଜଳୁଛି ଅଙ୍କିତା ଭଣ୍ଡାରିଙ୍କ ଚିତା । ଆଉ ଏହି ଚିତାରେ ଅଙ୍କିତା ଙ୍କ ଲକ୍ଷ ସ୍ଵପ୍ନ ଭବିଷ୍ୟତ ସବୁ ଜାଳି ପୋଡି ଛାରଖାର ହୋଇଯାଊଛି । କାରଣ ଆଉ ଅଙ୍କିତା କେବେ ଉଠିବେ ନାହିଁ କି ଗରିବ ବାପାର ଦୁଖ ନିମନ୍ତେ ଆଉ କେବେ ଚାକିରି କରିବେ ନାହିଁ । ବର୍ତ୍ତମାନ ସେ ଅଫେରା ରାଇଜର ରାଜକୁମାରୀ ପାଲଟିଯାଇଛନ୍ତି ।

ପରିବାର ଲୋକେ ଅଙ୍କିତାର ଶେଷକୃତ୍ୟ କରିବାକୁ ରାଜି ହେବା ପରେ, ତାଙ୍କ ପରିବାରକୁ ଅଙ୍କିତା ଙ୍କର ପ୍ରାର୍ଥିବ ଶରୀର ହସ୍ତାନ୍ତର କରାଯାଇଥିଲା । ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ ଅବସ୍ଥିତିରେ ଅଳକା ନଦୀ କୂଳରେ ଅଙ୍କିତାଙ୍କ ଶେଷକୃତ୍ୟ କରାଯାଇଅଛି । ଏକ ରିଶୋର୍ଟର ରିଶେପସନେଷ୍ଟ ଭାବରେ କାମ କରୁଥିବା ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରି ଙ୍କ ହତୟଆ ମାମଲାକୁ ନେଇ ଦୋହଲି ଯାଇଛି ଉତ୍ତରଖଣ୍ଡ ।

ଆଉ ଅଙ୍କିତାଙ୍କ ହତୟଆକାରୀ ବିଜେପି ନେତା ଙ୍କ ପୁଅ ହୋଇଥିବାରୁ ପୋଲିସ ଅଭିଯୁକ୍ତ ସପକ୍ଷରେ ଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏପରିକି ପ୍ରମାଣ ନଷ୍ଟ କରିବା ପାଇଁ ରିଶୋର୍ଟ କୁ ପ୍ରଶାସନ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି । ତେବେ ଅଙ୍କିତା ଙ୍କ ହତୟଆକାରୀ ଙ୍କୁ ଫାଶୀ ଦେବାପାଇଁ ଦାବି କରିଛନ୍ତି ସାଧାରଣ ଲୋକେ । ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ବୁଝାସୁଝା ମଧ୍ୟ କରାଯାଉଅଛି ।

ମୁଖ୍ୟମନ୍ତ୍ରୀ ମାମଲାର ତଦନ୍ତ କରିବା ପାଇଁ କହିଥିବା ବେଳେ ମାମଲାର ଶୁଣାଣି କୋର୍ଟରେ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ରାଜି ହୋଇଥିଲେ । ତେବେ ଅଙ୍କିତା ଙ୍କ ୱାଟ୍ସଆପ କୁ ଯାଞ୍ଚ କରାଯାଇଅଛି । ସେ ତାଙ୍କ ସାଙ୍ଗ କୁ କହିଥିଲେ ଯେ ରିଶୋର୍ଟ୍ସରେ ଗ୍ରାହକଙ୍କୁ ସ୍ଵତନ୍ତ୍ର ସେବା ନିମନ୍ତେ ତାଙ୍କୁ ବାଧ୍ୟ କରାଯାଉଥିଲା । ଅନେକ ଗ୍ରାହକ ମଦ ନିଶାରେ ତାଙ୍କୁ ଆଲିଙ୍ଗନ ମଧ୍ୟ କରିନେଉଥିଲେ ।

ଆଉ କେତେକ ଗ୍ରାହକଙ୍କ ସହିତ ରାତି କାଟିବାକୁ ମଧ୍ୟ କୁହାଯାଉଥିଲା । ଆଉ ଏଥି ନିମନ୍ତେ ତାଙ୍କୁ ୧୦ ହଜାର ଟଙ୍କା ଦେବା ନିମନ୍ତେ ହୋଟେଲ ମାଲିକ କହିଥିଲେ । ଏହାକୁ ସେ ମୁହାଁମୁହିଁ ପ୍ରତ୍ୟାଖାନ କରିଥିଲେ ଏବଂ ଏହାକୁ ନେଇ ରିଶୋର୍ଟ୍ସ ର ମାଲିକ ତାଙ୍କୁ ଟାର୍ଗେଟ ରେ ରଖିଥିଲେ ଏବଂ ତାଙ୍କୁ ଜୀବନରୁ ମାରିଦେଲେ । ତେବେ ବନ୍ଧୁଗଣ ଏହି ମର୍ମାହତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *