Odia Puzzle: ଝିଅଟିର ନାମ କଣ ହେବ କୁହନ୍ତୁ, 99% ଲୋକ ହେଲେ ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କ ପାଇଁ କିଛି ଏଭଳି ଏକାଭଳି ଫଟୋଚିତ୍ର ନେଇ ଆସିଛୁ ଯାହାକୁ ଦେଖି ଆପଣ କେତେ ଚାଲାକ ବୋଲି ଜାଣିପାରିବେ । ଏହି ଫଟୋଚିତ୍ରରେ କେଉଁ ତ୍ରୁଟି ରହିଛି ଅଥବା କିଛି ଏଭଳି ପ୍ରଶ୍ନ ପଚାରିବୁ ଯାହାକୁ ଆପଣଙ୍କୁ କେବଳ ୧୦ ସେକେଣ୍ଡ ମଧ୍ୟରେ ଦେବାକୁ ହେବ । ଯଦି ଆପଣ ୧୦ ସେକେଣ୍ଡ ମଧ୍ୟରେ ଉତ୍ତର ଦେଇଦେଉଛନ୍ତି ତେବେ ଆପଣଙ୍କ ଠାରୁ ବିଦ୍ଵାନ ଆଉ କେହି ନୁହଁନ୍ତି ବୋଲି ଜାଣି ରଖନ୍ତୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- ଏହି ଦୁଇ ଫଟୋ କୁ ଦେଖନ୍ତୁ ଏବଂ ଏଥିରେ ୫ ଟି ଏଭଳି ତୃଟି କ’ଣ ରହିଛି ତାହା ସମ୍ବନ୍ଧରେ କୁହନ୍ତୁ ? ଚାଲନ୍ତୁ ଆମ୍ଭେ ଆପଣଙ୍କୁ କହୁଛୁ ପ୍ରଥମ ତୃଟି ହେଉଛି ଯେ ପ୍ରଥମ ତୃଟି ରହିଛି ଆକାଶରେ, ଦ୍ଵିତୀୟ ହେଉଛି ପତାକାରେ, ତୃତୀୟ ହେଉଛି ସେଠାରେ ଏକ ଲାଇଟ ମଧ୍ୟ ନାହିଁ, ଚତୁର୍ଥ ରେ ଅଧା ରଙ୍ଗ ଗୋଟିଏ ଘରେ ହୋଇଥିବା ବେଳେ ଆଉ ଗୋଟିଏ ଘରେ ସଂପୂର୍ଣ୍ଣ ହୋଇଛି, ପଞ୍ଚମରେ ହେଉଛି ରାସ୍ତାରେ ଲାଗିଥିବା ଧଳା ରଙ୍ଗର ଚୂନ ରୁ ଗୋଟିଏ ଫଟୋରେ ତାହା ଲିଭି ଯାଇଛି । ତେବେ ଏହି ଫଟୋ ଦୁଇଟି ରେ ଏହିସବୁ ପାର୍ଥକ୍ୟ ଦେଖିବାକୁ ମିଳିଛି ।

୨;- ଆପଣ ଏହି ଫଟୋଚିତ୍ର କୁ ଧ୍ୟାନରେ ଦେଖନ୍ତୁ ଯେଉଁଠାରେ ସେପ୍ଟିପିନ ଏବଂ ଚାବିକାଠି ର ଫଟୋଚିତ୍ର କୁ ମିଶାଇଲେ ଜଣେ ଝିଅର ନାମ ହେବ, ତାହା ଯଦି ଆପଣ କହିପାରୁନାହାଁନ୍ତି ତେବେ ଆମେ ଆପଣଙ୍କୁ କହିବାକୁ ଯାଉଅଛୁ, ଦୁଇ ଛବି କୁ ମିଶାଇଲେ ହେବ ପିଙ୍କି ।

୩;- ଏହି ଫଟୋଚିତ୍ର ରେ ସମୁଦାୟ ୩ ଜଣ ଅଭିନେତା ନଜର ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ସଲମାନ ଖାନ, ଅକ୍ଷୟ କୁମାର ଙ୍କ ଛବି ଦେଖାଯାଉଛି କିନ୍ତୁ ଆଉ ଜଣଙ୍କ ଛବି ଦେଖିବାକୁ ମିଳୁନି । ତେବେ ସେହି ଅଭିନେତା ଜଣକ କିଏ ଆପଣ କହି ପାରିବେ କି ? ଯଦି ଆପଣ ବହୁତ ଚେଷ୍ଟା କରି ମଧ୍ୟ କହି ପାରୁ ନାହାଁନ୍ତି ତେବେ ଆମେ ଆପଙ୍କୁ କହି ଦେଉଛୁ ଯେ ସେହି ଅଭିନେତା ଜଣଙ୍କ ହେଉଛନ୍ତି ଶାହରୁଖ ଖାନ ।

୪;- ଏହି ଫଟୋଚିତ୍ର କୁ ଧ୍ୟାନରେ ଦେଖନ୍ତୁ ଏବଂ କୁହନ୍ତୁ ଏହି ଅଭିନେତ୍ରୀ ଙ୍କ ନାମ କ’ଣ ? ଯଦି ଆପଣ ୧୦ ସେକେଣ୍ଡ ମଧ୍ୟରେ କହି ଦେଉଛନ୍ତି ତେବେ ଆପଣ ବହୁତ ବିଦ୍ଵାନ ଅଟନ୍ତି । କିନ୍ତୁ ଯଦି ଆପଣ କହି ପାରୁନାହାଁନ୍ତି ତେବେ ଆପଣଙ୍କୁ ଆମେ କହିବାକୁ ଯାଉଛୁ ଯେ ଏହି ଅଭିନେତ୍ରୀ ଙ୍କ ନାମ କାଜୋଲ ଅଟେ । ବନ୍ଧୁଗଣ ଏହି ମଜାଦାର ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *