Optical Illusion: ଗଛରେ ବସିଛି ଗୋଟିଏ ପକ୍ଷୀ ? କେବଳ ତେଜ ନଜର ଥିବା ଲୋକ ହିଁ ଖୋଜି ପାରିବେ…99 % ହେଲେ ଫେଲ

ବନ୍ଧୁଗଣ, ଯଦି ଆପଣ ଏହି ଫଟୋଚିତ୍ରରୁ ଗଛରେ ଲୁଚି ରହିଥିବା ପକ୍ଷ କୁ ଖୋଜି ବାହାର କରିଦିଅନ୍ତି, ତେବେ ବୁଝି ଜାଆନ୍ତୁ ଯେ ଆପଣଙ୍କ ନଜର ବହୁତ ତୀକ୍ଷଣ ଅଟେ । ତେବେ ଆପଣଙ୍କୁ ସମୁଦାୟ ୧୦ ସେକେଣ୍ଡ ଦିଆଯିବ ସେହି ସମୟ ମଧ୍ୟରେ ଯଦି ଆପଣ ଖୋଜି ବାହାର କରିଦେଉଛନ୍ତି ତେବେ ଆପଣ ହେଉଛନ୍ତି ଜଣେ ବିଦ୍ଵାନ । ଆଖିକୁ ଧୋକା ଦେଲାଭଳି ଫଟୋ କିଛି ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହେବାରେ ଲାଗିଛି ।

ବର୍ତ୍ତମାନ ଯେଉଁ ଫଟୋଚିତ୍ର ସାମ୍ନା କୁ ଆସିଛି ତାହାକୁ ଦେଖି ଲୋକ ମାନଙ୍କ ମସ୍ତିଷ୍କ ଚକ୍କର କାଟିବାରେ ଲାଗିଛି । ଏହି ଫଟୋଚିତ୍ରରେ ପକ୍ଷୀଟି ଯେଉଁଠାରେ ଲୁଚି ରହିଛି ତାହା ଆପଣଙ୍କୁ ସହଜରେ ଦେଖିବାକୁ ମିଳିବନି । ତେବେ କ’ଣ ଆପଣ ଏହି ଚ୍ୟାଲେଞ୍ଜ କୁ ଗ୍ରହଣ କରିବାକୁ ରେଡି ଅଛନ୍ତି ? ଆର୍ଟିଫେସିଆଲ ଅଧିକାରୀ ବାଲମୂରୁଗନ ପି ଏହି ଛବି କୁ ଟ୍ଵିଟରରେ ସେୟାର କରିଥିବାର ନଜର ଆସିଥିଲେ ।

ଏହି ଫଟୋ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ବନ ଏକାଡମିରେ ଉଠାଯାଇଥିଲା । ଏହାକୁ ଆପଣ ସଠିକ ଉଦାହରଣ ମଧ୍ୟ କହିପାରନ୍ତି । କାରଣ ଏହି ଛବି କୁ ଦେଖିବା ପରେ ଲୋକ ମାନଙ୍କ ମୁଣ୍ଡ କାମ କରିବା ବନ୍ଦ କରିଦେଇଥାଏ । ତାଙ୍କୁ ବୁଝା ଯାଉନାହିଁ ଯେ ପକ୍ଷୀଟି କେଉଁଠାରେ ଲୁଚି ରହିଛି ? ଯଦି ଆପଣଙ୍କୁ ଏହା ଲାଗୁଛି ଯେ ଆପଣଙ୍କ ନଜର ଚିଲ ଭଳି ଅଛି, ତେବେ ଆପଣଙ୍କୁ ଏହା ସହଜ ହେବ ।

ଏହି ଭା-ଇ-ରା-ଲ ଫଟୋରେ ଗଛର ମୋଟା ଗଣ୍ଡି ଦେଖିବାକୁ ମିଳୁଛି ଏହା ସହିତ କିଛି ପତ୍ର ମଧ୍ୟ ଦେଖିବାକୁ ମିଳୁଛି । କିନ୍ତୁ ସେଠାରେ କୌଣସି ପକ୍ଷୀ ଥିବାର ନଜର ଆସୁନାହିଁ । ଟ୍ଵିଟର ୟୁଜର୍ସ ର ରିଆକ୍ସନରୁ ପ୍ରତୀକ ହୋଇଥାଏ ଯେ ଲକ୍ଷ ଚେଷ୍ଟା କରି ମଧ୍ୟ ତାଙ୍କୁ ପକ୍ଷୀଟିଏ କେଉଁଠାରେ ନଜର ଆସିଲାନାହିଁ । ଆପଣ ମଧ୍ୟ ଯଦି ସେହି ୟୁଜର୍ସ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ତେବେ ଚିନ୍ତା କରିବାର ଆଦୌ ଆବଶ୍ୟକ ନାହିଁ ।

ପକ୍ଷୀ ଏବଂ ଗଛର ଛାଲର ରଙ୍ଗ କିଛି ଏହିଭଳି ଭାବରେ ମିଶୁଛି ଯେ ପକ୍ଷୀ ଟି କାହାକୁ ସହଜରେ ନଜର ଆସୁନାହିଁ । ଆପଣଙ୍କ ଏହି ଦ୍ଵନ୍ଦ କୁ ଦୂର କରିବା ନିମନ୍ତେ ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଛୁ ଯେ ପକ୍ଷୀଟି କେଉଁଠାରେ ଲୁଚି ଅଛି । ଏହି ଫଟୋରେ ଦେଖନ୍ତୁ ପକ୍ଷୀଟି ଠିକ ଗଛର ଗଣ୍ଡି ମଧ୍ୟରେ ବସିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *