ଛୋଟ ଡ୍ରେସ ପିନ୍ଧିବା ପଡିଗଲା ଭାରି, ପବନ ଦେବା ମାତ୍ରେ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେଲେ Tamannaah Bhatia, ଭାଇରାଲ ହେଲା ଭିଡିଓ

ନମସ୍କାର ବନ୍ଧୁଗଣ ଆଜି କାଲି ଦର୍ଶକ ମାନେ ବଲିଉଡ ଅଭିନେତ୍ରୀ ଅଭିନେତା ଏବଂ ସିନେମା ଅପେକ୍ଷା ଏବେ ଅଧିକ ସାଉଥ ର ଅଭିନେତା ଅଭିନେତ୍ରୀ ଏବଂ ସାଉଥ ର ସିନେମା ପ୍ରତି ବହୁତ ଆକର୍ଷିତ ହେଉଛନ୍ତି । ଏବଂ ବଲିଉଡ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଉଛନ୍ତି । ଏବଂ ଯେପରି ବଲିଉଡ ର ଅଭିନେତ୍ରୀ ମାନଙ୍କ ଜୀଵନ ବିଷୟରେ ସେମାନଙ୍କ ରହିବା ଶୈଳୀ ଏବଂ ସେମାନେ ନିଜ ଜୀବନରେ କଣ କଣ କରନ୍ତି ସେ ସବୁ ଜାଣିବା ପାଇଁ ସମସ୍ତେ ଇଚ୍ଛୁକ ଥାଆନ୍ତି ।

କେଉଁଠି ନିଜର କିଛି ଭୁଲ ପାଇଁ ସେମାନେ ଲଜ୍ଜିତ ହେଉଛନ୍ତି ସେ ସବୁ ବିଷୟର ମଧ୍ୟ ସମସ୍ତ ଙ୍କ ନଜର ଥାଏ । ସେହି ଭଳି ସାଉଥ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ତାଙ୍କ ବାସ୍ତବ ଜୀଵନ ଏବଂ ତାଙ୍କ ର ଭୁଲ କୁ ମଧ୍ୟ ସମସ୍ତେ ନଜର ରଖିଥାନ୍ତି । ସେହି ଭଳି ଜଣେ ଅଭିନେତ୍ରୀ ହେଲେ ତମାନ୍ନା ଭାଟିଆ । ତାଙ୍କ ସହିତ ଜଡିତ ଏକ ଭିଡିଓ ଏବେ ବହୁତ ଭାଇରାଲ ହେଉଛି । ଏବଂ ସେ ସେହି ଭିଡିଓ ପାଇଁ ବହୁତ ଲଜ୍ଜିତ ମଧ୍ୟ ହେଉଛନ୍ତି ।

ତେବେ ଚାଲନ୍ତୁ ଜାଣିନେବା ସେହି ଭିଡିଓ ଟି କଣ ଆଉ କେଉଁ କାରଣ ପାଇଁ ସେ ଲଜ୍ଜିତ ହେଉଛନ୍ତି । ତମାନ୍ନା ଭାଟିଆ ହେଉଛନ୍ତି ସାଉଥ ର ଜଣେ ସବୁଠାରୁ ଅଧିକ ପଇସା ନେଉଥିବା ଅଭିନେତ୍ରୀ । ସେ ନିଜର ସୁନ୍ଦର ଅଭିନୟ ରେ ଦର୍ଶକ ମାନଂକୁ ନିଜ ପ୍ରତି ଆକର୍ଷିତ କରିଛନ୍ତି ଏବଂ ସେମାନଙ୍କ ହୃଦୟ ରେ ଘର ମଧ୍ୟ କରିବାରେ ସଫଳ ହୋଇଛନ୍ତି । ସେ ସାଉଥ ରେ ବହୁତ ସିନେମା କରିଛନ୍ତି ଏବଂ ପ୍ରାୟତଃ ସାଉଥ ର ଅନେକ ସୁପରଷ୍ଟାର ଅଭିନେତା ମାନଙ୍କ ସହ ଅଭିନୟ ମଧ୍ୟ କରିଛନ୍ତି । ଏବଂ ସମସ୍ତ ଅଭିନେତା ଙ୍କ ସହ ତାଙ୍କ ଯୋଡି ବହୁତ ମାନି ଥାଏ ମଧ୍ୟ ।

ବର୍ତ୍ତମାନ ଏକ ଭିଡିଓ ସୋସିୟାଲ ମିଡ଼ିଆ ରେ ବହୁତ ଭାଇରଲ ହେଉଛି । ଯେଉଁଥିରେ ସେ ଏକ ହଳଦିଆ ରଙ୍ଗ ର ଛୋଟ ଡ୍ରେସ ପିନ୍ଧିଛନ୍ତି ଏବଂ ମିଡ଼ିଆ ଆଗରେ ଫୋଟୋ ଉଠାଉ ଥିଲେ । ଏବଂ ସେଠାରେ ଅଧିକ ପବନ ହେଉ ଥିବାରୁ ତାଙ୍କ ଡ୍ରେସ ଉଡି ଯାଉଥିଲା ଏବଂ ସେ ବହୁତ ଲଜ୍ଜିତ ମଧ୍ୟ ହୋଇଥିଲେ । ଏବଂ ଏହି ଭିଡିଓ ଟି ଏବେ ବହୁତ ଭାଇରଲ ହେଉଛି ସୋସିୟାଲ ମିଡ଼ିଆ ରେ । ଏବଂ କିଛି ଲୋକ ମାନେ ଏହାକୁ ବହୁତ ଟ୍ରୋଲ ମଧ୍ୟ କରୁଛନ୍ତି ।

ଏହା ସହିତ ତମାନ୍ନା ଏବଂ ସମନ୍ଥ ଏକ ଟକ ଶୋ କୁ ଯାଇଥିଲେ ସେଠାରେ ତମାନ୍ନା ଏକ କଳା ଏବଂ ଧଳା ରଙ୍ଗର ଡ୍ରେସ ପିନ୍ଧିଥିଲେ ଯାହାକୁ ଟ୍ରୋଲର ମାନେ ଦେଖି ଅଳିଆ ଆବର୍ଜନା ର ବ୍ୟାଗ ସହ ତୁଳନା କରିଥିଲେ ଏବଂ ବହୁତ ସମାଲୋଚନା ମଧ୍ୟ କରିଥିଲେ ।

ତେବେ ଏହା ଛଡା ବାହୁବଳି ର ଏକ ଗୀତ ରେ ତମାନ୍ନା ଟପ ଲେସ ହୋଇଥିଲେ ଏବଂ ଏହାକୁ ଦେଖି ଲୋକମାନେ ତାଙ୍କର ବହୁତ ସମାଲୋଚନା କରିଥିଲେ କିନ୍ତୁ ବାହୁବଳୀ ସିନେମା ଦେଖି ସମସ୍ତେ ସେହି ସବୁ ଭୁଲି ମଧ୍ୟ ଯାଇଥିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *