Interesting Gk Questions- ଝିଅଟିଏ ବର୍ଷକୁ ଥରେ କିଣିଥାଏ ପୁରା ବର୍ଷ ବ୍ୟବହାର କରିବା ପରେ ଫୋପାଡି ଦେଇଥାଏ କୁହନ୍ତୁ ତାହା କଣ ???

ବନ୍ଧୁଗଣ ଆମର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଏହା ଆମକୁ ସମସ୍ତ ସରକାରୀ ଚାକିରି ଏବଂ ଜୀବନ ଜୀବିକାରେ ବହୁତ ସହାୟକ ହୋଇଥାଏ । ସେଥିପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜିକେ ନେଇ ଆସିଛୁ । ଯାହାକୁ ପଢି ଆପଣ ଏହି ଓଡିଆ ଜିକେ ବିଷୟରେ ଜାଣି ପାରିବେ । ଆପଣ ପଢିବା ପରେ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଆପଣ ଏହାର ଜ୍ଞାନ ଦେଇପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜେନେରାଲ ନଲେଜ ବିଷୟରେ ।

୧: ସବୁଠାରୁ ଅଧିକ ବାଟ ବହିଥିବା ନଦୀର ନାମ କଣ ?

ଉ: ସବୁଠାରୁ ଅଧିକ ବାଟ ବହିଥିବା ନଦୀର ନାମ କୋଶି ନଦୀ ।

୨: କେଉଁ ଜୀବ ପାଣିରେ ରହି ମଧ୍ୟ ପାଣି ପିଇ ନଥାଏ ?

ଉ: ବେଙ୍ଗ ପାଣିରେ ରହି ମଧ୍ୟ ପାଣି ପିଇ ନଥାଏ ।

୩: ସବୁଠାରୁ କଠୋର କାନୁନ କେଉଁ ଦେଶର ଅଟେ ?

ଉ: ସାଉଦି ଆରବ ରେ ସବୁଠାରୁ କଠୋର କାନୁନ ହୋଇଥଏ ।

୪: ଭାରତୀୟ ନୋଟ ଉପରେ କେତୋଟି ଭାଷା ଲେଖା ଅଛି?

ଉ: ଭାରତୀୟ ନୋଟ ଉପରେ ୧୭ଟି ଭାଷା ଲେଖା ଅଛି ।

୫: କେଉଁ ଜୀବର ପାଦ ନଥାଏ ?

ଉ: ସାପର ପାଦ ନଥାଏ ।

୬: ସମୁଦ୍ର ଘାସରେ କଣ ମିଳିଥାଏ ?

ଉ: ସମୁଦ୍ର ଘାସରେ ଆୟୋଡିନ ମିଳିଥାଏ ।

୭: ଆରବ ସାଗରର ରାଣୀ କାହାକୁ କୁହାଯାଇଥାଏ ?

ଉ: ଆରବ ସାଗରର ରାଣୀ କୋଚିକୁ କୁହାଯାଇଥାଏ ।

୮: ଭାରତର ସବୁଠାରୁ ବଡ଼ ମରୁଭୂମି ନାମ କଣ?

ଉ: ଭାରତର ସବୁଠାରୁ ବଡ଼ ମରୁଭୂମି ନାମ ଥାର ମରୁଭୂମି ।

୯: ସବୁଠାରୁ ପୁଷ୍ଟିକର ଫଳ କଣ ଅଟେ ?

ଉ: ସବୁଠାରୁ ପୁଷ୍ଟିକର ଫଳ ନାସ୍ପାତି ଅଟେ ।

୧୦: ମସଲାର ରାଣୀ କାହାକୁ କୁହାଯାଏ ?

ଉ: ମସଲାର ରାଣୀ ଗୁଜୁରାତିକୁ କୁହାଯାଏ ।

୧୧: ବିଶ୍ୱର ସବୁଠାରୁ ଦାମୀ ଫଳ କେଉଁଠାରୁ ମିଳିଥାଏ ?

ଉ: ବିଶ୍ୱର ସବୁଠାରୁ ଦାମୀ ଫଳ ଜାପାନରୁ ମିଳିଥାଏ ।

୧୨: ବଙ୍ଗଳାର ଶୋକ କାହାକୁ କୁହାଯାଏ ?

ଉ: ବଙ୍ଗଳାର ଶୋକ କୋଷ ନଦୀକୁ କୁହାଯାଏ ।

୧୩: କାହାର ଘରକୁ ଆସିବା ଅଶୁଭ ମନା ଯାଇଥାଏ ?

ଉ: ପେଚା ଘରକୁ ଆସିବା ଅଶୁଭ ମାନାଯାଇଥାଏ ।

୧୪: ବିଶ୍ୱ ପର୍ଯ୍ୟାବରଣ କେଉଁ ଦିନ ପାଳନ କରା ଯାଇଥାଏ ?

ଉ: ବିଶ୍ୱ ପର୍ଯ୍ୟାବରଣ ଜୁନ ୫ ତାରିଖ ଦିନ ପାଳନ କରାଯାଇଥାଏ ।

୧୫: ଚୌରି ଚୌରା ଘଟଣା କେଉଁଠାରେ ହୋଇଥିଲା ?

ଉ: ଚୌରି ଚୌରା ଘଟଣା ଗୋରଖ ପୁରରେ ହୋଇଥିଲା ।

୧୬. ଝିଅଟିଏ ବର୍ଷକୁ ଥରେ କିଣିଥାଏ ପୁରା ବର୍ଷ ବ୍ୟବହାର କରିବା ପରେ ଫୋପାଡି ଦେଇଥାଏ କୁହନ୍ତୁ ତାହା କଣ ???

ଉତ୍ତର- କ୍ୟାଲେଣ୍ଡର

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *