Bollywood ର ଏହି 6 ଜଣ ହିରୋଇନ ଫେମସ ହେବା ପାଇଁ ନାମ ବଦଳାଇ ମୁସ୍ଲିମ ରୁ ହେଇଗଲେ ହିନ୍ଦୁ, ନମ୍ବର ୧ ଙ୍କ ନାମ ଜାଣିଲେ ତ ଆଶ୍ଚର୍ଯ୍ୟ ହେଇଯିବେ

ବଲିଉଡରେ ବହୁତ ଅଭିନେତ୍ରୀ ମାନେ ବଲିଉଡରେ ନିଜର ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । କିଛି ଅଭିନେତ୍ରୀ ମାନେ ନିଜକୁ ଆଗକୁ ବଢ଼େଇବା ପାଇଁ ନିଜର ନାମ ମଧ୍ୟ ବଦଳାଇ ଦେଇଛନ୍ତି । ଏମାନେ ଏହି ନାମରେ ନିଜକୁ ବଲିଉଡରେ ଆଗକୁ ଆଣିଥିଲେ । କିନ୍ତୁ ଏଥିରେ କିଛି ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନଙ୍କ ନାମ ହିନ୍ଦୁ ହୋଇ ଥିଲେ ମଧ୍ୟ ସେମାନେ ପ୍ରକୃତରେ ମୁସଲିମ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କୁ ଯିଏକି ତାଙ୍କର ନାମ ବଦଳାଇଛନ୍ତି ।

ମଧୁବାଲା ଷାଠିଏ ଦଶକର ଜଣେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ଫିଲ୍ମ ଦୁନିଆକୁ ଆସିବ ପୂର୍ବରୁ ନିଜ ନାମ ବେଗମ ମମତା  ଜହାଁ ଧଲବି କୁ ବଦଳାଇ ମଧୁବାଲା କରିଦେଇଥିଲେ । କିନ୍ତୁ ଏହି କଥା ବହୁତ କମ ଲୋକମାନଙ୍କୁ ହିଁ ଜଣାଥିଲା ।

ସେହିପରି ରୀନା ରଏ ମଧ୍ୟ ଗୋଟିଏ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ରୀନା ରଏଙ୍କ ଅସଲି ନାଁ ସାଇରା ଅଲ୍ଲୀ ଅଟେ । ସେ ୧୯୭୨ ମସିହାରେ ବଲିଉଡରେ ତାଙ୍କର ଫିଲ୍ମ ଜରୁରତରୁ କ୍ୟାରିଅର ଆରମ୍ଭ କରିଥିଲେ । ସେ ବଲିଉଡରେ ଅଭିନୟ କରିବା ସମୟରେ ସେ ତାଙ୍କର ନାମ ରୀନା ରଏ କରି ଦେଇଥିଲେ ।

ତବୁ  ବଲିଉଡର ଜଣେ ଲୋକପ୍ରିୟ ଓ ସୁନ୍ଦରୀ ହିରୋଇନଙ୍କ ଭିତରୁ ଜଣେ । ସେ ବଲିଉଡ଼କୁ ଆସିବା ପୂର୍ବରୁ ତାଙ୍କ ନାଁ ବଦଳାଇ ଦେଇଥିଲେ । ତାଙ୍କର ଅସଲି ନାମ ହେଉଛି , ତପସୁ ଫାତିମା ହାସ୍ମି ଅଟେ । ସେ ଜଣେ ମୁସଲମାନ ପରିବାରରୁ ଆସିଥିଲେ । ସେ ଅଜୟ ଦେବଗନଙ୍କ ସହିତ ତାଙ୍କର ପ୍ରଥମ ଫିଲ୍ମ ବିଜୟ ପଥରୁ ଅଭିନୟ ଆରମ୍ଭ କରିଥିଲେ ।

ସେହିପରି ସଞ୍ଜୟ ଦତ୍ତଙ୍କ ତୃତୀୟ ପତ୍ନୀ ମାନ୍ୟତା ଦତ୍ତ ମଧ୍ୟ ଜଣେ ମୁସଲିମ ଅଟନ୍ତି । ତାଙ୍କର ଆସଲି ନାମ ଝିଲ ନୱାଜ ଶେଖ ଅଟେ । ସେ ମଧ୍ୟ ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ତାଙ୍କର ନାମ ବଦଳାଇ ଦେଇଥିଲେ । ସେହିପରି ବଲିଉଡର ବହୁତ କ୍ୟୁଟ ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ମାଆ ମଧ୍ୟ ଜଣେ ମୁସଲିମ ଅଟନ୍ତି । ତାଙ୍କର ନାମ ସୋନି ରାଜଦାନ ଅଟେ ।

ବଲିଉଡର ସବୁଠାରୁ ଲୋକ ପ୍ରିୟ ଅଭିନେତା ସୁନୀଲ ସେଠୀଙ୍କ ପତ୍ନୀଙ୍କ ନାଁ ମାନା ସେଠୀ ଅଟେ । ସେ ୨୦୦୨ ମସିହାରେ ଆସିଥିବା ଫିଲ୍ମ ଚଲଚଲା ଚଲ ରେ କାମ କରିଥିଲେ । ମାନା ସେଠୀଙ୍କ ଜନ୍ମ ଏକ ମୁସଲମାନ କାଦରୀ ପରିବାରରେ ହୋଇଥିଲା । ଏବଂ ତାଙ୍କର ଅସଲି ନାମ ମାନା କାଦରୀ ଅଟେ । ସେ ଏହି ଫିଲ୍ମରେ ଅଭିନୟ କରି ବହୁତ ପ୍ରଶଂସା ପାତ୍ର ହୋଇ ପାରିଛନ୍ତି । ସୁନୀଲ ସେଠୀ ମାନାଙ୍କୁ ବହୁତ ଭଲପାଆନ୍ତି । ତାଙ୍କର ଭଲପାଇବା , ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋରୁ ଜଣାପଡ଼ିଥାଏ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *