ଏହି ଯୁବତୀଙ୍କ ଭିଡିଓ କାହିଁକି ହେଉଛି ଏତେ ଭାଇରାଲ, ଝିଅ ହେଇକି ଝିଅକୁ ଏମିତି କଣ କହିଦେଲେ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଉପରେ ଆଜି ଏସଡିଜେଏମ୍ ଙ୍କ ଅଦାଲତରେ ଶୁଣାଣୀ ହୋଇଛି । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନର ଶୁଣାଣୀ ଶେଷ କରି କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ନିଜ ପିଟିସନ ରେ ଅନୁଭବ ଉଲ୍ଲେଖ କରିଥିଲେ କି ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ । ସେ ବାବଦୀୟ ଖର୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି ।

ଯାହା ଉପରେ କୋର୍ଟ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି କଟକ ଏସଡିଜେ ଏମ୍ କୋର୍ଟ । ବର୍ଷା ପାରିବାରିକ ହିଂସାର ଶୀକାର ହେଉଥିବାର ଅଭିଯୋଗ ଆଣି ପ୍ରଥମେ ଏସ ଡି ଜେ ଏମ୍ କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା ଯାହା ଉପରେ ଆଜି ଶୁଣାଣୀ ଶେଷ ହୋଇଛି ।

ତେବେ ଅନୁଭବ ସୋସିଆଲ ମିଡ଼ିଆରେ ଅନେକ ଆପତ୍ତିଜନକ କଥା ଉଠାଇଛନ୍ତି ଯାହା ତାଙ୍କର ଚରିତ୍ର ସଂହାର କରୁଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ଅଭିଯୋଗ କରି ଆଜି ବର୍ଷାଙ୍କ ତରଫରୁ ଏସ ଡି ଜେ ଏମ୍ କୋର୍ଟରେ ସାନି ପିଟିସନ ଦାୟର ହୋଇଛି । ଏହା ଭିତରେ ଅନୁଭବ ତାଙ୍କ ବାପା ଓ ମା ଙ୍କ ସହ ଅନ୍ୟତ୍ର ରହୁଥିବା ବେଳେ ତାଙ୍କ ନନ୍ଦିସାହି ସ୍ଥିତ ବାସ ଭବନରେ ରହୁଛନ୍ତି ବର୍ଷା ।

ତେବେ ବର୍ତ୍ତମାନ ଜଣେ ଅନୁଭବ ଙ୍କ ପ୍ରଶଂସକ ଜଣେ ଝିଅ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁ ଥିରେ ସେହି ଝିଅ ବର୍ଷା ଙ୍କୁ କହିଛନ୍ତି କି ତାଙ୍କ ଏକ ଜନ୍ମଦିନ ଭିଡିଓ ରେ ଯେତେବେଳେ ଅନୁଭବ ତାଙ୍କ କାନ୍ଧରେ ହାତ ରଖିଥିଲେ ସେତେବେଳେ ସେ ତାଙ୍କ ହାତ କୁ ହଟେଇ ଦେଇଥିଲେ ଏବଂ ଅସହଜ ହେଉ ଥିଲେ। ତେବେ ସେ ତ ତୁମ ସ୍ୱାମୀ ନା ଅଲଗା ହିରୋ ମାନଙ୍କ ସହ ରୋମାନ୍ସ କଲେ ତୁମକୁ ସହଜ ଅନୁଭବ ହେଉଛି କିନ୍ତୁ ନିଜ ସ୍ୱାମୀ ସହିତ ଅସହଜ ଏହା କେଉଁ ଭଳି କଥା।

ତାଛଡା ସେ ସବୁବେଳେ ସୋସିଆଲ ମିଡ଼ିଆ ରେ ନିଜର ମିଛ ପ୍ରେମ ଦେଖାଉ ଥାଆନ୍ତି। ତାଛଡା ସେ କୁହନ୍ତି କି ତାଙ୍କୁ ସୋସିଆଲ ମିଡ଼ିଆ ଟେ ସକ୍ରିୟ ରହିବା ପସନ୍ଦ ନୁହେଁ କିନ୍ତୁ ବର୍ତ୍ତମାନ ସେ ଶୋଇଲେ,ବସିଲେ ସବୁବେଳେ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ରହୁଛନ୍ତି ତେବେ ଏପରି ଦୋଗଲା କଥା କଣ ପାଇଁ। ତେବେ କିଏ ସତ କିଏ ମିଛ ଆପଣଙ୍କ ମତରେ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *