ଜାଣନ୍ତୁ ଓଡ଼ିଆ ହିରୋଇନ ମାନେ କିଏ କେତେ ଟଙ୍କା ନିଅନ୍ତି ? ସବୁଠୁ ଅଧିକ Fees କାହାର ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଓଡ଼ିଆ ସିନେମା ବିଷୟରେ ତ ନିଶ୍ଚୟ ଜାଣିଥିବେ। ତେବେ ଏଠାରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ନିଜର ସୁନ୍ଦର ଅଭିନୟ ବଳ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ଥାଆନ୍ତି। ତେବେ ଓଡ଼ିଆ ସିନେ ଜଗତରେ ଅନେକ ସୁନ୍ଦର ସୁନ୍ଦର ଅଭିନେତ୍ରୀ ମାନେ ଅଛନ୍ତି ଯିଏ ନିଜ ସୌନ୍ଦର୍ଯ୍ୟ ଓ ଲୁକ ରେ ଲୋକ ମାନଂକୁ ଘାୟଲ କରି ଦିଅନ୍ତି ତେବେ ଆସନ୍ତୁ ଜାଣିନେବା କି ଏହି ଅଭିନେତ୍ରୀ ମାନେ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି।

୧- ପ୍ରଥମ ରେ ହେଉଛନ୍ତି ବଙ୍ଗୀୟ ସୁନ୍ଦରୀ ଝିଲ୍ଲିକ ଭଟଚାର୍ଜ୍ୟ। ତେବେ ସେ ନିଜ ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ ରେ ଘର କରିବାରେ ସଫଳ ହୋଇ ପାରିଛନ୍ତି। ତେବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଅନେକ ସିନେମା ମଧ୍ୟ ପ୍ରଦାନ କରିଛନ୍ତି। ତେବେ ସେ ଗୋଟିଏ ଫିଲ୍ମ ପାଇଁ ପାଞ୍ଚ ଲକ୍ଷ ନେଉଥିଲେ । କିନ୍ତୁ ଏବେ ତିନିଲକ୍ଷ ନେଉଛନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ବର୍ଷା ପ୍ରିୟା ଦର୍ଶିନୀ। ତେବେ ଓଲିଉଡ ର କୁଇନ ଭାବରେ ପରିଚିତ ହେଉଛନ୍ତି ବର୍ଷା। ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଅନେକ ହିଟ ସିନେମା ପ୍ରଦାନ କରିଛନ୍ତି ଏବଂ ତାଙ୍କ ଲୁକ ଓ ଅଭିନୟ ଦର୍ଶକ ମାନଂକୁ ଖୁବ ପସନ୍ଦ ମଧ୍ୟ ଆସେ। ତେବେ ସେ ଓଲିଉଡରେ ଗୋଟିଏ ଫିଲ୍ମ ପାଇଁ ପାଞ୍ଚ ଲକ୍ଷରୁ ସାତ ଲକ୍ଷ ଟଙ୍କା ନେଉଛନ୍ତି । କିନ୍ତୁ ବିବାହ ପରେ ତାଙ୍କ ଫିଲ୍ମ ଆସିବାରେ ହ୍ରାସ ଘଟିଛି ।

୩- ତୃତୀୟ ରେ ହେଉଛନ୍ତି ରିୟା ଦେ ।ତେବେ ସେ ଦେଖିବାକୁ ଖୁବ ସୁନ୍ଦର ମଧ୍ୟ। ତେବେ କ୍ରୀମିନାଲ ଏବଂ ଗୋଲାପି ଗୋଲାପି ଭଳି ହିଟ ଫିଲ ଦେଇଥିବା ରିୟା ଏକ ସମୟରେ ଗୋଟିଏ ଫିଲ୍ମ ପାଇଁ ପାଞ୍ଚ ଲକ୍ଷ ଟଙ୍କା ନେଉଥିଲେ । କିନ୍ତୁ ବର୍ତ୍ତମାନ ସେ ଦୁଇରୁ ତିନି ଲକ୍ଷ ଟଙ୍କା ନେଉଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଅର୍ଚ୍ଚିତା। ତେବେ ଅର୍ଚ୍ଚିତା ଙ୍କୁ କୌଣସି ପରିଚୟ ର ଆବଶ୍ୟକତା ନାହିଁ। ତେବେ ସେ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଅନେକ ସିନେମା ପ୍ରଦାନ କରିଛନ୍ତି। ଦେ ମା ଶକ୍ତି ଦେ, ଓ ମାଇ ଲଭ ଆଦି ଅନେକ ସିନେମା ରେ ସେ କାମ କରିଛନ୍ତି। ତେବେ ସେ ଗୋଟିଏ ସିନେମା କରିବା ପାଇଁ ୫ ରୁ ୬ ଲକ୍ଷ ଟଙ୍କା ନେଉଛନ୍ତି।

୫- ପଞ୍ଚମ ରେ ହେଉଛନ୍ତି ଭୂମିକା ଦାସ। ହଋ ଭାଇଙ୍କ ଫିଲ୍ମ ରୁମକୁ ଝୁମାନା ଶିଶୁ କଳାକାର ଭାବେ ଅଭିନୟ କରି ସାରିଥିବା ଭୂମିକା ପ୍ରଥମେ ତରଙ୍ଗ ପକ୍ଷରୁ ଚାନ୍ସ ପାଇ ତୁ ମୋ ଲଭ ଷ୍ଟୋରି ଫିଲ୍ମରେ ଦେଖାଯିଥିଲେ । ଏହି ଫିଲ୍ମରେ ସ୍ଵରାଜ ବାରିକି ଙ୍କ ସହ ଅଭିନୟ କରିଥିଲେ । ସେ ଓଲିଉଡରେ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ଚାରିରୁ ଛଅ ଲକ୍ଷ ଟଙ୍କା ନେଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *