ଝିଅଟି ସହିତ ଟ୍ରାଫିକ ପୋଲିସ ବାଲାର ହେଇଗଲା ଏମିତି ଝଗଡା, ଦେଖିଲେ ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଏହି ଦୁନିଆରେ ଘଟୁଥିବା ସମସ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣା ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତେବେ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଝିଅ ଓ ଟ୍ରାଫିକ ପୋଲିସ ମଧ୍ୟରେ ଯୁକ୍ତି ତରକ ହେଉଥିବାର ନଜର ଆସୁଛନ୍ତି । ଆମ ଭାରତରେ ସଦା ସୁରକ୍ଷା ଓ ଜୀବନ ରକ୍ଷା ପାଇଁ କିଛିଟା ନିୟମ ରହିଛି । ଯେମିତି କି ଆପଣ ଦୁଇ ଚକିଆ ଗାଡି ଚଳାଇବା ବେଳେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ ଅଟେ । ଏହା ସହିତ ଆପଣଙ୍କ ଗାଡିର ସମସ୍ତ କାଗଜ ପତ୍ର ଠିକ ଥିବା ସହ ଆପଣଙ୍କ ନମ୍ବର ପ୍ଳେଟ ମଧ୍ୟ ଠିକ ରହିବା ନିହାତି ଆବଶ୍ୟକ ।

ଯଦି ଆପଣ ଏହି ସବୁ ନିୟମ ମାନିବେ ନାହିଁ ତା ହେଲେ ଆପଣଙ୍କୁ ଏହାର ଜୋରିମାନା ତଥା ଚାଲଣା ଦେବାକୁ ପଡିବ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଝିଅ ଗାଡି ଚଳାଇବା ବେଳେ ମୋବାଇଲରେ କଥା ହେଉଥିଲେ ଓ ତାଙ୍କ ଗାଡି ନମ୍ବର ପ୍ଳେଟ ମଧ୍ୟ ଭାଙ୍ଗି ଯାଇଥିଲା ଯାହାଫଳରେ ତାଙ୍କୁ ଟ୍ରାଫିକ ପୋଲିସ ଅଟକାଇ ଥିଲା ।ଏହାପରେ ଝିଅର ହାଇ ଡ୍ରାମା ଆରମ୍ଭ ହୋଇଯାଇଥିଲା ।

ଝିଅଟି ଭିଡିଓରେ କାନ୍ଦି କାନ୍ଦି ଡ୍ରାମା ଆରମ୍ଭ କରିଥିଲା । ଟ୍ରାଫିକ ପୋଲିସ ସହ ଝିଅଟି ଅନେକ ସମୟ ଧରି ଯୁକ୍ତି ତରକ କରିବାର ନଜର ଆସୁଛି । ଯୁକ୍ତି ତରକ କରିବା ମଧ୍ୟରେ ସେ ଅନେକ ଥର ମିଛ କଥା ମଧ୍ୟ କହୁଛି । ଟ୍ରାଫିକ ପୋଲିସ ଜଣକ ସେହି ସମୟରେ ଏହାର ଭିଡିଓ କରିଦେଇଥିଲେ ଓ ଝିଅର ହାଇ ଡ୍ରାମାକୁ କ୍ୟାମେରାରେ ରେକର୍ଡ କରିଦେଇଥିଲେ ।

ଝିଅଟି ଯେଉଁ ହେଲମେଟ ପିନ୍ଧି ଥିଲା ତାହା ମଧ୍ୟ ଭାଙ୍ଗି ଯାଇଥିଲା ସେଥିପାଇଁ ଟ୍ରାଫିକ ପୋଲିସ ତାକୁ ଚାଲାଣ କାଟିବା ପାଇଁ କହିଥିଲେ । ଚାଲାଣ କଥା ଉଠିବା ମାତ୍ରେ ଝିଅର ହାଇ ଡ୍ରାମା ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ଏହି ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଘଟଣା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *