ଝିଅ ପୁଅ ମାନକୁ କହିଲା ଏମିତି ଦେଖି ଆପଣ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୁବନ ବାଦ୍ୟକରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓରେ ଜଣେ ଝିଅ ଏପରି କିଛି କହୁଛନ୍ତି ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭିଡିଓରେ ଝିଅଟି କହୁଛି-‘କିଛି ଝିଅ ଥାନ୍ତି ଯେଉଁ ମାନେ ପ୍ରକୃତରେ ଫ୍ୟାସନଲେବଲ ଆଉ ସେମାନେ ମାରକେଟରୁ ଡ୍ରେସ କିଣି କି ଆଣି ପିନ୍ଧନ୍ତି । ଆଉ କିଛି ଝିଅ ଥାନ୍ତି ଯେଉଁ ମାନେ ନିଜ ଥିବା ଡ୍ରେସକୁ କାଟି କୁଟିକି ସେଇଟା ତ ଠିକ ଅଛି । ହେଲେ ଡ୍ରେସ ଭିତରେ ଯାହା ପିନ୍ଧନ୍ତି ଆମର କହିବାକୁ ଖରାପ ଲାଗୁଛି ଭଉଣୀ ମାନଙ୍କୁ ତଥାପି କହୁଛି ସେଗୁଡା ପିନ୍ଧି ଆସି ଡେଉଁ ଛନ୍ତି ଓ କହୁଛନ୍ତି ଆମେ ବହୁତ ଷ୍ଟାଇଲିସ’ ।

ଆଗକୁ ସେ କହିଛନ୍ତି-‘ଷ୍ଟାଇଲିସ ନା ଆଉ କଣ ତମ ମାନଙ୍କୁ ଟିକେ ଲାଜ ଲାଗୁନି ଏଠି ଛୋଟ ପିଲା ବି ଅଛନ୍ତି ଏ ପ୍ଲାଟଫର୍ମରେ । ତମକୁ ଯଦି ମଡେଲ ହେବାର ଇଛା ଅଛି ତ ମଡେଲ ହୁଅ ହେଲେ ଏମିତି ମଡେଲ ହେଉଛ । ମୁ ଆଜି ପ୍ରଶ୍ନ ଆଣିଛି ସେହି ମାନଙ୍କ ପାଇଁ ଯେଉଁ ମାନଙ୍କର ଆଶା ଅଛି ଝିଅ ମାନଙ୍କୁ ବାହା ହେବା ପାଇଁ କିମ୍ବା ତାକୁ ଦୋଷ ଦେବା ପାଇଁ । ଗୋଟେ ଝିଅ କରିବ ତ କରିବ କଣ ସେ ଜଣଙ୍କୁ ଭଲ ପାଇଲା ତା ହେଲେ ଘର ଲୋକ ଦୋଷ ଦେବେ ସମାଜ ଦୋଷ ଦେବ’ ।

ଆଗକୁ ସେ କହିଛନ୍ତି-‘ସେ ଯଦି ଭଲ ନପାଇଲା ତା ହେଲେ ଏସିଡ ଫୋପାଡି ଦେବେ । ଯଦି ସେ ପୁଅ ସହ ବାହା ନ ହେବ ତା ହେଲେ ପୁଅ ଆଗରେ ଦୋଷୀ ହେଇଗଲା । ଯଦି ସେ ପୁଅ ସହ ଫେରାର ହେଲା ତା ହେଲେ ବାପା ମାଙ୍କ ଆଗରେ ଦୋଷୀ ହେଇଗଲା’ । ତା ହେଲେ ବନ୍ଧୁଗଣ ଏହି ମହିଳାଙ୍କ କଥା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *