ଋଷ-ୟୁକ୍ରେନ ଘମାଘୋଟ ଯୁଦ୍ଧ କୃଷକ ଜଣଙ୍କୁ କରିଦେଲା କୋଟିପତି, ଦେଖନ୍ତୁ କିପରି….ପୁରା ଘଟଣା ଜାଣିଲେ ଆପଣଙ୍କ ହୋସ ଉଡିଯିବ 

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୪ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଋଷ ୟୁକ୍ରେନ ଯୁଦ୍ଧ ସମୟରେ ଜଣେ କୃଶକ କୋଟିପତି ହୋଇଯାଇଛନ୍ତି । ସୂଚନା ମୁତାବକ ଏହି ଯୁଦ୍ଧ ସମୟରେ ଜଣେ କୃଶକ 15 ମିଲିୟନର ମାଲିକ ହୋଇଛନ୍ତି ।

ଏହି ଯୁଦ୍ଧ ପାଇଁ ସେ ହୋଇପାରିଛନ୍ତି କୋଟିପତି । ଖବର ଅନୁଯାଇ ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ଜଣେ କୃଶକ ଜଙ୍ଗଲକୁ ଯାଇଥିଲେ । ସେଠାରେ ବୁଲୁ ଥିବା ସମୟରେ ତାଙ୍କୁ ଗୋଟେ ଋଷିଆନ ମିଲିଟେରୀ ଯୁଦ୍ଧାସ୍ତ୍ର ମିଳିଥିଲା । ଖାରକିବର ଏହି କୃଶକ ଯୁଦ୍ଧାସ୍ତ୍ରଟିକୁ ଚୋରାଇ ନେଇଥିଲେ ।

ଏହି ଯୁଦ୍ଧାସ୍ତ୍ରର ମୂଲ୍ୟ 15 ମିଲିୟନ ବୋଲି ଜଣା ପଡିଛି । ଏହି ଯୁଦ୍ଧାସ୍ତ୍ରରୁ କ୍ଷ୍ୟପଣାସ୍ତ୍ର ବିଖୋପ କରାଯାଇପାରିବ । କୃଶକ ଜଣକ ଏହି ଯୁଦ୍ଧାସ୍ତ୍ରକୁ ନିଜ ଘର ବାହାରେ ରଖିଛନ୍ତି । ଟ୍ବିଟରର ଓରିକ୍ସ ନାମକ ଏକ ପେଜରୁ ଏହି ଘଟଣା ସେୟାର କରାଯାଇଥିଲା । କୃଶକଙ୍କ ନାମ ହେଉଛି ଇକୋର । ରଷିଆନ ଆର୍ମୀର 9କେ330 ଟର୍ପସାର୍ମ ରହିଛି ଇକୋରଙ୍କ ପାଖରେ । ଏହି ଯୁଦ୍ଧାସ୍ତ୍ରକୁ ଦ ଡୋର ମଧ୍ୟ କୁହାଯାଏ ।

ଏହି ଯୁଦ୍ଧାସ୍ତ୍ରଟି ବେସ ଶକ୍ତିଶାଳୀ । ଏହି ମିଡିୟମ ରେଞ୍ଜ ମେସିନକୁ କ୍ଷ୍ୟପଣାସ୍ତ୍ର, ହେଲିକପ୍ଟର, ବିମାନ ଓ ଅନ୍ୟାନ୍ୟ ଜିନିଷ ନଷ୍ଟ କରିବାକୁ ବ୍ୟବହାର କରାଯାଏ । ତେବେ ବନ୍ଧୁଗଣ ଜଙ୍ଗଲରେ ବୁଲୁଥିବା ସମୟରେ ସେ ଏହି ଯୁଦ୍ଧାସ୍ତ୍ରଟିକୁ ଦେଖି ଚୋରାଇ ନେଇଥିଲେ । ଏବେ ସେ ନିଜ ଘର ବାହାରେ ଏହାକୁ ରଖିଛନ୍ତି । ଯୁଦ୍ଧରେ କୃଶକ ଜଣକ କୋଟିପତି ହୋଇଯାଇଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *