ଝିଅଟି ପ୍ରତିଦିନ ଖାଉଥିଲା ଗୁପୁଚୁପ କିନ୍ତୁ ଦିନେ ଗୁପୁଚୁପ ବାଲା ଏପରି କିଛି କଲା ଯାହାକୁ ଶୁଣିଲେ ଆପଣ ବିଶ୍ଵାସ ବି କରି ପାରିବେନି…

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି  । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଆମେ ମାନେ ସମସ୍ତେ ଗୁପୁଚୁପ ଖାଇବା ପାଇଁ ବହୁତ ପସନ୍ଦ କରିଥାଉ ।

ହେଲେ ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ଗୁପୁଚୁପ ଖାଇବା ପାଇଁ ଅଧିକ ଇଛା କରିଥାନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା ଗୁପୁଚୁପ ସହ ଜଡିତ । ମିଡିଆ ରିପୋର୍ଟସ ଅନୁସାରେ ଏହି ଘଟଣାଟି ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତର ପ୍ରଦେଶରେ ରହୁଥିବା ଜଣେ ମହିଳାଙ୍କୁ ଗୁପୁଚୁପ ବହୁତ ପସନ୍ଦ ଥିଲା ସେ ସବୁଦିନ ଗୁପୁଚୁପ ଖାଇବା ପାଇଁ ଯାଉଥିଲେ ।

ହେଲେ ଗୁପୁଚୁପ ଖାଇବା ଚକ୍କରରେ ଏପରି କିଛି ହେଲା ଯାହା ବିଷୟରେ ଆପଣ କଳ୍ପନା ବି କରିପାରିବେ ନାହିଁ । ବନ୍ଧୁଗଣ ମହିଳା ଜଣକ ସବୁବେଳେ ଗୋଟିଏ ଗୁପୁଚୁପ ବାଲାଙ୍କ ଦୋକାନକୁ ଯାଉଥିଲେ ଓ ଧୀରେ ଧୀରେ ପରସ୍ପର ପ୍ରେମ କରିଲେ । ଦିନେ ଉଭୟ ନିଜ ଘର ଛାଡି ଫେରାର ହୋଇଗଲେ । ଏହା ପରେ ସେମାନଙ୍କ ପରିବାର ଲୋକ ଖୋଜା ଖୋଜି ଆରମ୍ଭ କରିଥିଲେ ।

ଘରଲୋକ ଜଣେ ତାନ୍ତ୍ରିକକୁ ଡାକି ପଚାରିଲେ ତାନ୍ତ୍ରିକ କହିଲା ଝିଅକୁ କିଏ ଅପହରଣ କରି ନେଇଛି । ଏହା ପରେ ପରିବାର ଲୋକ ପୋଲିସକୁ ଅଭିଯୋଗ କରିଲେ ହେଲେ ପୋଲିସ ବି ଝିଅକୁ ପାଇଲା ନାହିଁ । ଏମିତି ଅନେକ ଦିନ ପରେ ଝିଅ ନିଜ ବାପ ଘରକୁ ଫୋନ କରିଲା ଓ କହିଲା ସେ ନିଜ ସ୍ଵାମୀ ସହ ବହୁତ ଖୁସିରେ ଅଛି । ତା ହେଲେ ବନ୍ଧୁଗଣ ଏହି ଘଟଣାଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *