‘ପୁଲିସ୍ ଆସିଲେ ବମ୍ ପକେଇ ଉଡ଼େଇ ଦେବୁ….’ ଭୁବନେଶ୍ୱର Dinabandhu Das ଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ! ଝିଅଟି ଯାହା କହୁଛି ଶୁଣିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ବନ୍ଧୁଗଣ ଏହି ଭିଡିଓଟିରେ ଜଣେ ଝିଅ ଏକ ଆଶ୍ଚର୍ଯ୍ୟ ଜନକ ଅଭିଯୋଗ ଆଣିଛନ୍ତି ।

ଝିଅ ଜଣକ ଗଣମାଧ୍ୟମ ସାମ୍ନାରେ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ କହିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଭୁବନେଶ୍ବରରେ କିଛି ଆସାମୀ ଗୋଟେ ଘର ଭିତରେ ପଶି ଚୋରୀ କରିଛନ୍ତି । ଝିଅଟି ଗଣମାଧ୍ୟମ ସାମ୍ନାରେ କହିଛି, ସେ ଶୋଇଥିବା ବେଳେ ଜଣେ ଲୋକ ତା ପାଖକୁ ଆସି ତାକୁ ଉଠାଇ ଥିଲା ।

ବ୍ୟକ୍ତି ଜଣକ ଗୋଟେ ଦୀପ ଷ୍ଟାଣ୍ଡ ଧରି ଛିଡା ହୋଇଥିଲେ । ବ୍ୟକ୍ତି ଜଣକ ଝିଅକୁ ଧମକ ଦେଇ କହିଥିଲେ ଯେ, ପାଟି କରିବୁ ଯଦି ତତେ ମାରିଦେବୁ । ଯଦି ଅଧିକ ପାଟି କରିବୁ ତା ହେଲେ ତୋ ବାପା ମାଙ୍କୁ ବି ବନ୍ଧୁକରେ ଗୁଳି ମାରିଦେବୁ । ଏହି କଥା ଶୁଣିବା ପରେ ଝିଅଟିଉ ଭୟବିତ ହୋଇଯାଇଥିଲା । ସେମାନେ ଟଙ୍କା ସୁନା କେଉଁଠି ଅଛି ଝିଅକୁ ପଚାରି ଥିଲେ ଓ ଝିଅଟି ଭୟବିତ ହୋଇ ଟଙ୍କା ଏବଂ ସୁନା ରଖା ଯାଇଥିବା ସ୍ଥାନ ଦେଖାଇ ଦେଇଥିଲା ।

ସେହି ଦୁର୍ବୁତ୍ତ ମାନେ ଘରେ ଭିତରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କାକୁ ଚୋରୀ କରି ଚମ୍ପଟ ମାରିଥିଲେ । ଝିଅଟି ପର୍ସରେ ୩ ରୁ ୪ ହଜାର ଟଙ୍କା ଥିଲା ଓ ଏଟିଏମ କାର୍ଡ ଥିଲା ସେମାନେ ତାକୁ ମଧ୍ୟ ନେଇଗଲେ । ଏମିତିକି ଝିଅକୁ ଏଟିଏମ ପିନ ପଚାରି ଥିଲେ ହେଲେ ଝିଅଟି ଏଟିଏମ ପିନ କହି ନଥିଲା । ତିନି ଜଣ ଦୁର୍ବୁତ୍ତ ମୁହଁ ଲୁଚାଇ ଘର ଭିତରେ ପଶି ଥିଲେ ଓ ବାହାରେ ମଧ୍ୟ ଜଣେ ବ୍ୟକ୍ତି ଜଗି ଥିଲେ ।

ସେମାନଙ୍କ ଲିଡରର ନାମ ଦିପୁନା ଓମ ବୋଲି ଝିଅ କହିଛି । ସେମାନେ ଚୋରୀ କରି ବାହାରିବା ବେଳେ ମଧ୍ୟ ଧମକ ଦେଇ କହିଥିଲେ ଯେ, ଯଦି ପୋଲିସ ଆସିବେ ତା ହେଲେ ବମ ପକାଉ ଉଡାଇ ଦେବୁ । ବନ୍ଧୁଗଣ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚାରେ ଅଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *