ହେ ଭଗବାନ ! ନାବାଳିକାଙ୍କ ପେଟରେ ପଶିଛି ବିରାଟ ସାପ, ଦେଖିବାକୁ ଗାଁରେ ଲାଗିଛି ଲୋକଙ୍କ ଭିଡ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାବାଳିକାଙ୍କ ପେଟରେ ରହିଛି ସାପ । ତେବେ ଏପରି କିଛି ସାଂଘାତିକ ତଥ୍ୟର ଖବର ନଜରକୁ ଆସିଅଛି । ତେବେ ଚାନ୍ଦିପୁର ଓପି ଅଞ୍ଚଳରେ ଏପରି ଏକ ଘଟଣା ଶୁଣିବାକୁ ମିଳିଛି । ତେବେ ସେଠାରେ ରହୁଥିବା  ଏକ ପରିବାରର ଜଣେ ନାବାଳିକା ଝିଅଙ୍କ ପେଟରେ ସାପ ରହିଛି ବୋଲି ଚର୍ଚା ହେବାରେ ଲାଗିଛି । ପେଟରେ ସାପ ବଢୁଥିବା ଝିଅଟିର ନାମ ହେଉଛି କରିନା ଓ ତା’ ର ବର୍ଷ ହେଉଛି ମାତ୍ର ୮ ବର୍ଷ ।

ତେବେ କରିନାର ପେଟରେ କିଛି ସମସ୍ଯା ଆସିବା କାରଣରୁ ଘର ଲୋକେ ଚିନ୍ତିତ ହୋଇପଡିଥିଲେ । ଯେଉଁ କାରଣରୁ ଘର ଲୋକ ବହୁ ଚିକିତ୍ସାଳୟରେ ମଧ୍ୟ ଝିଅ କରିନାର ସ୍ଵାସ୍ଥର ଚିକିତ୍ସା କରିବାକୁ ଯାଇଛନ୍ତି । ହେଲେ ପେଟର ଅଲ୍ଟ୍ରାସାଉଣ୍ଡ କରିବା ପରେ ନଜରକୁ ଆସିଥିଲା । ଯେ ଝିଅ ପେଟରେ ସାପ ଭଳି କିଛି ଆକୃତିର ଏକ ଜିନିଷ ରହିଛି । ଯାହା ଦିନକୁ ଦିନ ବଢିବାରେ ଲାଗୁଛି । ଏହା ସହିତ ଝିଅ କରିନାର ଶରୀର ମୋଟା ହୋଇଯାଉଛି ।

ଯାହା ଦ୍ଵାରା କରିନାର ସ୍ଵାସ୍ଥବସ୍ତା ଦିନକୁ ଦିନ ଗୁରୁତର ହେବାକୁ ଲାଗିଛି । ତେବେ ଏହି ଖବର ଶୁଣିଲା ପରେ ସତରେ କଣ କରିନା ପେଟରେ ଗୋଟିଏ ସାପ ରହିଛି କି ନାହିଁ ତାହା ଦେଖିବାକୁ କରିନାଙ୍କ ଘରେ ପ୍ରତ୍ଯେକ ଦିନ ଭିଡ ଜମିବାରେ ମଧ୍ୟ ଲାଗୁଛି । ତେବେ ସତରେ ପେଟରେ ସାପ ରହିଛି ନା ସାପ ଆକୃତିର ଆଉ କଣ ରହିଛି । ତେବେ ଏହାକୁ ନେଇ ଝିଅ କରିନା ଦୁଃଖୀତ ହୋଇଯିବା ସହ ଘର ପରିବାର ଲୋକେ ମଧ୍ୟ ଅଧିକ ଚିନ୍ତିତ ହୋଇପଡୁଛନ୍ତି ।

ତେବେ କରିନାଙ୍କର ସ୍ଵାସ୍ଥର ଚିକିତ୍ସା କରି ସଠିକ ସ୍ଵାସ୍ଥସମସ୍ଯା ଜାଣି ତାହାର ନିରାକାର କରିବାକୁ ଘର ଲୋକେ ମନ ବଳାଉଛନ୍ତି । ହେଲେ ଘର ପରିବାରର ଆର୍ଥିକ ସ୍ଥିତି ସେତେ ଭଲ ନଥିବା କାରଣରୁ ଝିଅ କରିନାର ସ୍ଵାସ୍ଥର ଚିକିତ୍ସା  ମଧ୍ୟ  ହୋଇପାରୁନାହିଁ । ଯାହାକି କରିନାର ସ୍ଵାସ୍ଥ ସମସ୍ଯାକୁ ଅଧିକରୁ ଅଧିକ ଗୁରୁତର କରିଦେବାରେ ଲାଗୁଛି । ତେବେ ଯଦି କରିନାର ସ୍ଵାସ୍ଥ ଚିକିତ୍ସା ନିମନ୍ତେ ସରକାର କିମ୍ବା କୌଣସି ଅନୁଷ୍ଟାନ ସାହାଜ୍ଯ ଓ ସହଯୋଗର ହାତ ବଢାନ୍ତି ।

ତେବେ କରିନାର ସ୍ଵାସ୍ଥ ଠିକ ହେବା ସହ ତାଙ୍କ ଘର ପରିବାର ଲୋକେ ମଧ୍ୟ ବହୁତ ଉପକୃତ ହୋଇପାରନ୍ତେ । ତେବେ ସତରେ ପେଟରେ ସାପ ନା ଆଉ କିଛି ସାପ ଆକୃତିର ରହିଛି ତାହା ମଧ୍ୟ ଜଣା ପଡିଯାଇଥାନ୍ତା ।  ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *